Daily Archives

ବଙ୍ଗୋମୁଣ୍ଡା କ୍ରିଷ୍ଣା ଲର୍ଣ୍ଣିଂ ସ୍କୁଲରେ ଜ୍ଞାନ ମେଳା ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ଶିଶୁ ଦିବସର ପବିତ୍ର ଅବସରରେ କ୍ରିଷ୍ଣା ଲର୍ଣ୍ଣିଂ ସ୍କୁଲ । ବଙ୍ଗୋମୁଣ୍ଡା ପରିସରରେ ଛାତ୍ରଛାତ୍ରୀ ମାନଙ୍କ ଜ୍ଞାନ, ସୃଜନଶୀଳତା, ଜିଜ୍ଞାସା ଓ ପ୍ରତିଭାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଉତ୍ସାହ ଓ ଆନନ୍ଦର ସହ ଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି ।…
Read More...