Monthly Archives

January 2021

ପଲସ ପୋଲିଓ କାର୍ଯ୍ୟକ୍ରମ ଶୁଭାରମ୍ଭ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆଜି ବରଗଡ଼ ଜିଲ୍ଲାର ୧୨ଟି ବ୍ଲକରେ ପଲସ ପୋଲିଓ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଯାଇଛି । ୬୭୦ଟି କେନ୍ଦ୍ରରେ ୧୩୪୦ ଜଣ ‌ସ୍ୱାସ୍ଥ୍ୟ କର୍ମୀ, ଆଶା କର୍ମୀ ଏବଂ ଅଙ୍ଗନବାଡ଼ି କର୍ମୀ ୫ ବର୍ଷରୁ କମ ବୟସ୍କ ଶିଶୁକୁ ପୋଲିଓ ବୁନ୍ଦା ଖୁଆଇ ଥିଲେ । ୧୫ ଲକ୍ଷ ୮୯
Read More...

ପୋଲିଓ ଦିବସ ପାଳନ, ଦୁଇ ବୁନ୍ଦା ପ୍ରତ୍ୟକ ଥର

ପଦ୍ମପୁର, (ନିରୋଜ କୁମାର ପାଣୀ) : ସାରା ରାଜ୍ୟରେ ଆଜି ନବଜାତ ଶିଶୁ ଠାରୁ ଆରମ୍ଭ କରି ୫ ବର୍ଷ ପର୍ୟ୍ୟନ୍ତ ଶିଶୁ ମାନଙ୍କୁ ୨ ବୁନ୍ଦା ଲେଖାଏଁ ପଲସ୍ ପୋଲିଓ ଖୁଆଇବା କାର୍ୟ୍ୟକ୍ରମ ଚାଲିଛି । ଏ ଅବସରରେ ଆଜି ସମଗ୍ର ବରଗଡ ଜିଲ୍ଲାର ସମସ୍ତ ସ୍ୱାସ୍ଥ୍ୟ ଉପକେନ୍ଦ୍ର ଠାରୁ ଆରମ୍ଭ କରି
Read More...

ଗୋଁଣ୍ତୱାନା ସମାଜର ବୁଢାଦେଓଙ୍କ ବାର୍ଷିକ ଉତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଶ୍ଚିମ ଓଡିଶା ତୀର୍ଥ କ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ପୀଠ ଗୋଁଣ୍ତୱାନା ଭବନ ଠାରେ ବୁଢାଦେଓଙ୍କ ବାର୍ଷିକ ଉତ୍ସବ ଓ ଜିଲ୍ଲା କମିଟିର ସପୋତତ୍ସବ ସ୍‌ସ୍ୱାଗତ ସମ୍ବର୍ଦ୍ଧନା କାର୍ୟ୍ୟକ୍ରମ ଜିଲ୍ଲା ସଭାପତି ଭାଗିରଥି ସିଂହଙ୍କ ଅଧ୍ୟକ୍ଷତାରେ
Read More...

ରୁଗୁଡିପଡା ଉଚ୍ଚ ପ୍ରାଥମିକ ସ୍କୁଲର ପୁରାତନ ବିଦ୍ୟାର୍ଥୀ ମାନଙ୍କ ମୋ ସ୍କୁଲ ଯୋଜନାର ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶା ସରକାରଙ୍କ ମୋ ସ୍କୁଲ ଅଭିଯାନ ଯୋଜନାରେ ନିଜକୁ ସାମିଲ କରିବା ପାଇଁ ରୁଗୁଡିପଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୯୮୯ ବ୍ୟାଚର ପୁରାତନ ବିଦ୍ୟାର୍ଥୀ ମାନେ ଏକତ୍ରିତ ହୋଇ ନିଜକୁ ମଣିଷ କରି ଗଢି ତୋଳିଥିବା ବିଦ୍ୟାମନ୍ଦିରର ସର୍ବାଙ୍ଗୀନ ଉନ୍ନତି
Read More...

ତହଁକ୍‌ କୁଟୁମ୍‌ ପକ୍ଷରୁ ପୁଷ୍‌ପୁନି ଓ ଛେର୍‌ଛେରା ଉତ୍ସବ ପାଳିତ

ପାଟଣାଗଡ : ଆଜି ପାଟଣାଗଡ ନିକଟବର୍ତ୍ତୀ କୁତୁମୁଣ୍ଡାର କାନ୍ହା ନର୍ସରୀରେ ତହଁକ କୁଟୁମ୍ ପକ୍ଷରୁ ପୁଷ୍‌ପୁନି ଓ ଛେରଛେରା ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ପାଟଣାଗଡ ପଞ୍ଚାୟତ ସମିତି ଅଧକ୍ଷ ଭକ୍ତବନ୍ଧୁ ନାଏକ ଓ ମୁଖ୍ୟ ବକ୍ତା ଭାବରେ ବରିଷ୍ଠ ସାମ୍ବାଦିକ
Read More...

ବାନ୍ଧନଘୋର ଗ୍ରାମରେ ପୁଷ୍ୟାଭିଷେକ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ବାନ୍ଧନଘୋର ଗ୍ରାମରେ ବିଜେ ପ୍ରଭୁ ଶ୍ରୀରାମଙ୍କ ପୁଷ୍ୟାଭିଷେକ ଉତ୍ସବ ତିନି ଦିନ ବ୍ୟାପି ମହାସମାରୋହ ତଥା ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଯାଇଛି । ୨୬.୦୧.୨୦୨୧ ଦିନ ଠାରୁ ରାମାୟଣ ପାରାୟଣ ଆରମ୍ଭ ହୋଇ ପରଦିନ ପ୍ରଭୁ
Read More...

ଏସପି ପଦ୍ମିନୀ ସାହୁ ମହିଳା କରୋନା ଯୋଦ୍ଧା ଭାବେ ସମ୍ମାନିତ

ବରଗଡ଼ (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ଏସପି ପଦ୍ମିନୀ ସାହୁ କୋଭିଡ-୧୯ ସମୟରେ ଜିଲ୍ଲା ପୋଲିସକୁ ସୁପରିଚାଳନା କରିଥିବା ଯୋଗୁଁ ଜାତୀୟ ମହିଳା କମିଶନ ପକ୍ଷରୁ ଆଜି ଭୁବନେଶ୍ୱରରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ସମ୍ମାନିତ ହୋଇଥିଲେ । କୋଭିଡ ପକ୍ଷରୁ ଜିଲ୍ଲାରେ ସମସ୍ତ ପ୍ରକାର
Read More...

ସିନେମା ହଲଗୁଡ଼ିକୁ ୧୦୦ ପ୍ରତିଶତ କ୍ଷମତାରେ କାର୍ଯ୍ୟକ୍ଷମ କରାଯିବ : ଚଳଚ୍ଚିତ୍ର ପ୍ରଦର୍ଶନ ନିମନ୍ତେ ସୂଚନା ଓ…

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭଡେକର ଆଜି କୋଭିଡ଼ ୧୯ ମହାମାରୀ ସଂକ୍ରମଣ ଯୋଗୁ ବନ୍ଦ ପଡ଼ିଥିବା ଦେଶର ସିନେମା ହଲ୍ ଏବଂ ଥିଏଟରଗୁଡ଼ିକ ନିମନ୍ତେ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ଼ିଓର (ଏସଓପି) ଜାରି କରିଛନ୍ତି । ସରକାରଙ୍କ ଏହି ନିଷ୍ପତ୍ତି
Read More...

ମୋରାଦାବାଦ ସଡକ ଦୁର୍ଘଟଣାରେ ପୀଡିତଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶର ମୋରାଦାବାଦ ସଡକ ଦୁର୍ଘଟଣା ଜନିତ ପ୍ରତ୍ୟେକ ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ ପାଣ୍ଠିରୁ ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରିବା ପାଇଁ ଘୋଷଣା କରିଛନ୍ତି । ସେ
Read More...

‘ପ୍ରବୁଦ୍ଧ ଭାରତ’ର ୧୨୫ ତମ ପ୍ରତିଷ୍ଠା ଦିବସ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ

ଏହି ପତ୍ରିକା ସ୍ୱାମୀ ବିବେକାନନ୍ଦଙ୍କ ଦ୍ୱାରା ଆରମ୍ଭ ହୋଇଥିଲା, ଭାରତ ଗରିବଙ୍କୁ ସଶକ୍ତ କରି ସ୍ୱାମୀ ବିବେକାନନ୍ଦଙ୍କ ପଦାଙ୍କ ଅନୁସରଣ କରୁଛି : ପ୍ରଧାନମନ୍ତ୍ରୀମହାମାରୀ ଏବଂ ଜଳବାୟୁ ପରିବର୍ତ୍ତନ ପରିସ୍ଥିତିରେ ଭାରତର ଆଭିମୁଖ୍ୟବିବେକାନନ୍ଦଙ୍କ ବିଚାର ସହିତ ମେଳ ଖାଉଛି :
Read More...