Yearly Archives

2021

ପୂର୍ବତନ ବାଚସ୍ପତି କିଶୋର ମହାନ୍ତିଙ୍କ ପରଲୋକରେ ଶୋକସଭା

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁରର ଅଗ୍ରଣୀ ସାହିତ୍ୟ ସଂସ୍କୃତି ଅନୁଷ୍ଠାନ ମହାନଦୀ ସାହିତ୍ୟ ସଂସଦର ସଭାଗୃହରେ ଦିବଂଗତ ବାଚସ୍ପତି ତଥା ପଶ୍ଚିମ ଓଡିଶା ବିକାଶ ପରିଷଦର ପ୍ରାକ୍ତନ ଅଧ୍ୟକ୍ଷ କିଶୋର ମହାନ୍ତିଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ମହାନଦୀ
Read More...

ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ-୨୦୨୧

ମ.ରାମପୁର, (ହେମନ୍ତ ସାହୁ) : ଯୋଡ଼ାବନ୍ଧ ଗ୍ରାମର ଦେଶରାଜ ଗଡ଼ତିଆ ମ.ରାମପୁର ବ୍ଲକ ଅନ୍ତର୍ଗତ ବାରବନ୍ଧା ଗ୍ରାମ ପଞ୍ଚାୟତର ବିମଳା ପଦର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ୫ବର୍ଷ ଶିକ୍ଷକ ଚାକିରି ସୂଚାରୁ ଭାବେ କାର୍ଯ୍ୟ ତୁଳାଇ ତା ୩୧/୧୨/୨୦୨୧ ଦିନ ଅବସର ଗ୍ରହଣ କଲେ । ଏହି ଅବସରରେ
Read More...

ସୁବର୍ଣ୍ଣପୁର ଜିଲ୍ଲାରେ ଆଜି ସୁଦ୍ଧା ଚାଷୀଙ୍କଠାରୁ ୧୨,୯୮,୭୭୭.୪୯ କ୍ଵିଣ୍ଟାଲ ଧାନକ୍ରୟ : ପ୍ରଥମ ପର୍ଯ୍ୟାୟରେ…

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଚଳିତ ବର୍ଷ ଜିଲ୍ଲାରେ ଧାନ କିଣା ବିକାକୁ ସୁବ୍ୟବସ୍ଥିତ ଓ ଶୃଙ୍ଖଳିତ ଭାବେ ସମ୍ପାଦନ କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଚାଷୀଙ୍କଠାରୁ ଧାନ କିଣାରେ ଯେପରି କୌଣସି ପ୍ରକାର ବିଶୃଙ୍ଖଳା ନହେବ ସେଥିପ୍ରତି ସମ୍ପୃକ୍ତ
Read More...

ନିଟ୍‌-ପିଜି ଏକ୍‌ଜାମ୍‌ କାଉନ୍‌ସିଲିଙ୍ଗ୍‌ରେ ସରକାରଙ୍କ ଟାଳଟୁଳ ନୀତି ଯୋଗୁ ବିଲମ୍ୱକୁ ବିରୋଧ କରୁଥିବା ଛାତ୍ରଙ୍କ…

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବିଡିଓ ସଦାଶିବ ନାଏକଙ୍କ ଜରିଆରେ ନିଟ୍‌-ପିଜି ଏକ୍‌ଜାମ୍‌ କାଉନ୍‌ସିଲିଙ୍ଗ୍‌ରେ ସରକାରଙ୍କ ଟୁଳଟାଳ ନୀତି ଯୋଗୁ ବିଳମ୍ବଙ୍କୁ ବିରୋଧ କରୁଥିବା ଡାକ୍ତରୀଛାତ୍ରଙ୍କ ଉପରେ ଗତ ୨୭ ତାରିଖରେ ହୋଇଥିବା ପୋଲିସ ଜୁଲୁମ୍ ସମ୍ବନ୍ଧରେ
Read More...

ୟେସ ଫାଉଣ୍ଡେସନ ଓ ମହାଶକ୍ତି ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ଦକ୍ଷତା ବୃଦ୍ଧି ତାଲିମ ଶିବିର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ଅନ୍ତର୍ଗତ ବରଡୋଲ ଓ ବିଜେପୁର ମଧ୍ୟପଡା କଲ୍ୟାଣ ମଧ୍ୟପଡା କଲ୍ୟାଣ ମଣ୍ଡପଠାରେ ୟେସ୍‌ ଫାଉଣ୍ଡେସନ ଓ ମହାଶକ୍ତି ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ଆଜି ଦକ୍ଷତା ବୃଦ୍ଧି ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ଯୁଗଳ କିଶୋର
Read More...

୩୧ ଡିସେମ୍ବର ସହୀଦ ମାଧୋ ସିଂଙ୍କ ବଳିଦାନ ଦିବସରେ ସାମିଲ ହେଲା ସଂକଳ୍ପ ପରିବାର

ବରଗଡ଼, (ନିରୋଜ କୁମାର ପାଣୀ) : ସହୀଦ ଓ ସଂଗ୍ରାମୀ ସ୍ମୃତି ସମିତି, ବରଗଡ଼ର ଆହ୍ୱାନ କ୍ରମେ ଅତି ନିରାଡ଼ମ୍ବର ଭାବରେ ପାଳନ କରାଯାଉଥିବା ସହୀଦ ମାଧୋ ସିଂଙ୍କ ବଳିଦାନ ଦିବସରେ ସାମିଲ ହୋଇ ଆଜି ନିଜକୁ ଗର୍ବିତ ମନେ କରୁଛି ସଂକଳ୍ପ ପରିବାର ବରଗଡ଼ । ସ୍ୱାଧୀନତା ସଂଗ୍ରାମ ଇତିହାସରେ ଘେସଁ
Read More...

ବାଲିଗୁଡ଼ା ସବ୍‌ ଜେଲରୁ ଫେରାର କଏଦୀ ବ୍ରାହ୍ମଣୀଗାଁ ଜଙ୍ଗଲରୁ ଗିରଫ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ପୋଲିସକୁ ବଡ଼ ସଫଳତା । ବାଲିଗୁଡ଼ା ଉପଖଣ୍ଡ କାରାଗାରରୁ ଗତ ୧୩ ତାରିଖରେ ଫେରାର କଏଦୀ ଶୁକ୍ରବାର ବ୍ରାହ୍ମଣୀଗାଁ ଜଙ୍ଗଲରୁ ଗିରଫ । ଘଞ୍ଚ ଜଙ୍ଗଲ ମଝିରେ କୁଡ଼ିଆ କରି ଲୁଚିଥଲା ଫେରାର କଏଦୀ ଟୁକୁନା ମାଳୀ । ଦିନ
Read More...

ଆସନ୍ତା କାଲି ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୨୬ଟି କେନ୍ଦ୍ରରେ ୧୮ରୁ ଅଧିକ ନାଗରିକଙ୍କୁ ଟୀକାକରଣ

ଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତା କାଲି ସୁବର୍ଣ୍ଣପୁର ଜିଲ୍ଲାର ତରଭା, ବିନିକା, ଉଲୁଣ୍ଡା ଓ ବୀରମହାରାଜପୁର ବ୍ଲକ ଅଞ୍ଚଳରେ ୨୬ଟି
Read More...

କର୍ମଚାରୀ ମାନଙ୍କ ପାଇଁ ରାଜ୍ୟ ସରକାରୀଙ୍କ ନବବର୍ଷ ଭେଟି : ମହଙ୍ଗା ଭତ୍ତାରେ ୩ ପ୍ରତିଶତ ବୃଦ୍ଧି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କର୍ମଚାରୀ ମାନଙ୍କ ପାଇଁ ରାଜ୍ୟ ସରକାରୀଙ୍କ ନବବର୍ଷ ଭେଟି ଦିଆଯାଇଛି । ରାଜ୍ୟ ସରକରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ତିନି ପ୍ରତିଶତ ବୃଦ୍ଧି ବିଷୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏହା ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୨୮
Read More...

ଦୁର୍ଘଟଣାରେ ବାଇକ ଆରୋହୀ ଗୁରୁତର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଚମାଖଣ୍ଡି ଥାନା ଅନ୍ତର୍ଗତ ନୂଆ କୃଷ୍ଣଚନ୍ଦ୍ରନଗର ଡିହ ଓ ହରିଜନ ସାହି ମଧ୍ୟ ଭାଗରେ ୩୨ ନମ୍ବର ଷ୍ଟେଟ-ହାଇୱେ ରାସ୍ତାରେ ଏକ ବାଇକ ଜନିତ ଦୁର୍ଘଟଣା ଘଟିଥିବା ଖବର ମିଳିଛି । ଆଜି ପ୍ରାତଃ ସାଢ଼େ ପାଞ୍ଚଘଣ୍ଟା ସମୟରେ ବ୍ରହ୍ମପୁରସ୍ଥ ଲାଞ୍ଜିପଲ୍ଲୀ
Read More...