Daily Archives

ପାଟଣାଗଡ ଏନ୍‌ଏସି ଠାରେ ବିଜେଡିର ପଦଯାତ୍ରା କାର୍ଯ୍ୟକ୍ରମ

ପାଟଣାଗଡ, (କେପିଏନ୍‌ଏସ୍‌) : ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଗାନ୍ଧୀ ଜୟନ୍ତୀ ଦିନ ପାଟଣାଗଡ ଏନ୍‌ଏସି ଠାରେ ପଦଯାତ୍ରା କାର୍ଯ୍ୟକ୍ରମରେ ପାଟଣାଗଡ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ବଲାଙ୍ଗିର ଜିଲ୍ଲା ବିଜୁ ଜନତା ଦଳ ସଭାପତି ସରୋଜ କୁମାର ମେହେର…
Read More...

ଗାନ୍ଧୀଜୀଙ୍କ ଅହିଂସା ଓ ଶାସ୍ତ୍ରୀଜୀଙ୍କ କର୍ତ୍ତବ୍ୟବୋଧ ସମାଜକୁ ନବ ଦିଗନ୍ତ ଦେଖାଉ – ଡ. ହେମନ୍ତ କୁମାର ଦାଶ

ତୁଷୁରା, (କେପିଏନ୍‌ଏସ୍‌) : ଗୁଡଭେଲା ବ୍ଲକ୍ ଅନ୍ତର୍ଗତ ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୁଷୁରା ଠାରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଡ. ହେମନ୍ତ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଛାତ୍ରଛାତ୍ରୀଙ୍କୁ…
Read More...

ଗଞ୍ଜାମ ଜିଲ୍ଳାର ୪୯୩ଟି ଗ୍ରାମପଞ୍ଚାୟତରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ୪୯୩ଟି ଗ୍ରାମ ପଞ୍ଚାୟତରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି । ମହାତ୍ମାଗାନ୍ଧୀଙ୍କ ଗ୍ରାମ ସ୍ୱରାଜର ସ୍ୱପ୍ନକୁ ସାକାର କରିବା ସହ ଗ୍ରାମୀଣ ବିକାଶ ପ୍ରକ୍ରିୟାରେ ସାଧାରଣ ଲୋକଙ୍କ ଭାଗିଦାରୀ ବଢ଼ାଇବା ଏହି ସ୍ୱତନ୍ତ୍ର…
Read More...

କ୍ୟାପ୍ଟେନ୍ ସ୍ମିତ ମଚ୍ଛରଙ୍କ ସହ ପ୍ରଧାନମନ୍ତ୍ରୀଙ୍କ କଥାବାର୍ତ୍ତାର ବିବରଣୀ

ପ୍ରଧାନମନ୍ତ୍ରୀ – ସ୍ମିତ, ନମସ୍କାର।କ୍ୟାପ୍ଟେନ ସ୍ମିତ – ଜୟ ହିନ୍ଦ ସାର୍। ନମସ୍କାର ସାର୍।ପ୍ରଧାନମନ୍ତ୍ରୀ – ଏବେ କେମିତି ଅଛ ? ଦେହ କେମିତି ଅଛି ?କ୍ୟାପ୍ଟେନ ସ୍ମିତ – ସାର୍, ସବୁ ଠିକ୍ ଅଛି। ସବୁ ଠିକ୍ ଅଛି।ପ୍ରଧାନମନ୍ତ୍ରୀ – ଦେଖ, ସାରା ଦେଶ ତୁମ ପାଇଁ ପ୍ରାର୍ଥନା କରୁଛି। କେତେକ…
Read More...

ଚାରି ଦଶନ୍ଧିରୁ ଅଧିକ ସମୟ ପରେ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିବା ଭାରତୀୟ ମହିଳା ହକି ଦଳକୁ ଅଭିନନ୍ଦନ…

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚାରି ଦଶନ୍ଧିରୁ ଅଧିକ ସମୟ ପରେ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ଭାରତୀୟ ମହିଳା ହକି ଦଳକୁ ଅଭିନନ୍ଦନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ସଫଳତା ହେଉଛି ଉତ୍କୃଷ୍ଟ କୌଶଳ ଏବଂ ଦଳଗତ କାର୍ଯ୍ୟର ପରିଣାମ,…
Read More...

କ୍ୟାପ୍ଟେନ୍ ସ୍ମିତ୍ ମଚ୍ଛାରଙ୍କ ସହ ମତବିନିମୟ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଯାତ୍ରୀମାନଙ୍କ ଜୀବନ ରକ୍ଷା କରିବାରେ ତାଙ୍କର ସାହସ ଓ ଉପସ୍ଥିତ ବୁଦ୍ଧିର ପ୍ରଶଂସା କଲେ ପ୍ରଧାନମନ୍ତ୍ରୀଆମେ ଭାରତୀୟମାନେ ଜୀବନ ନେବା ଲୋକ ନୁହଁ, ବରଂ ଜୀବନ ବଞ୍ଚାଉଥିବା ଲୋକ ବୋଲି ଆଜି ସମଗ୍ର ଦେଶ ଗର୍ବର ସହ କହିପାରିବ : ପ୍ରଧାନମନ୍ତ୍ରୀଆଜି ଗାନ୍ଧୀ ଜୟନ୍ତୀ; ଅହିଂସାର ପ୍ରକୃତ ଅର୍ଥ…
Read More...

ପ୍ରଧାନମନ୍ତ୍ରୀଙ୍କ ସ୍ମାରକୀ – ପ୍ରଧାନମନ୍ତ୍ରୀଙ୍କୁ ମିଳିଥିବା ଉପହାରର ଇ ନିଲାମ ପ୍ରକ୍ରିୟା ଅକ୍ଟୋବର ୩୧,…

● ପ୍ରଧାନମନ୍ତ୍ରୀ ସ୍ମାରକୀ ନିଲାମର ଅଷ୍ଟମ ସଂସ୍କରଣରେ ଦିଲ୍ଲୀରୁ ୩୦ଟି ସ୍ମାରକୀ ସ୍ଥାନ ପାଇଛି● ଏହି ସଂଗ୍ରହରେ କଳାକୃତି, ଧାର୍ମିକ ବସ୍ତୁ, ଅନୁଷ୍ଠାନିକ ସ୍ମାରକୀ ଏବଂ ସାର୍ବଜନୀନ ସଫଳତା ସହିତ ଜଡିତ ବିଭିନ୍ନ ସାମଗ୍ରୀ ଅନ୍ତର୍ଭୁକ୍ତ, ନିଲାମରୁ ପ୍ରାପ୍ତ ଅର୍ଥ ନମାମି ଗଙ୍ଗେ…
Read More...