Daily Archives

ମହିପୁର ଆଶ୍ରମ ବିଦ୍ୟାଳୟରେ ବଲାଙ୍ଗିର ଜିଲ୍ଲା ସ୍ତରୀୟ ସର୍‌ଗିଫୁଲ ମହୋତ୍ସବ

ଦେଓଗାଁ, (ମନୀଷ କୁମାର ସାହୁ) : ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ତରଫରୁ ବଲାଙ୍ଗିର ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ସର୍‌ଗିଫୁଲ" କାର୍ଯ୍ୟକ୍ରମ ଗୁଡ଼ଭେଲା ବ୍ଲକ୍ ଅନ୍ତର୍ଗତ ମହିପୁର ସ୍ଥିତ ଆଶ୍ରମ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ଉଦଘାଟନୀ…
Read More...

ଚାଷ ବିଲରେ ଓହଳିଛି ବିଦ୍ୟୁତ୍ ତାର : ବଢ଼ୁଛି ଦୁର୍ଘଟଣାର ଆଶଙ୍କା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ କଛାରପାଲି ଅନ୍ତର୍ଗତ ମଦନପାଲି ନିକଟ ସୋନଗଡ ନଦୀକୂଳ ପାଖ ଚାଷ ଜମିରେ କାର୍ଯ୍ୟ ଚାଲିଥିବା ସମୟରେ ବିଲ ନିକଟରେ ତଳକୁ ଓହଳି ପଡ଼ିଥିବା ବିଦ୍ୟୁତ୍ ତାର ଏବେ ଚାଷୀ ଓ ଲୋକଙ୍କ ପାଇଁ ବଡ଼ ବିପଦ ପାଲଟିଛି । ତାରଗୁଡ଼ିକ ଅତ୍ୟନ୍ତ ତଳକୁ ଝୁଲି ରହିଥିବା ସହ…
Read More...