Daily Archives

ଡେଲାଙ୍ଗ ଉନ୍ନୀତ ଉପ୍ରା ବିଦ୍ୟାଳୟରେ ଆନନ୍ଦ ଉଲ୍ଲାସରେ ଶିଶୁ ଦିବସ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଶିଶୁମାନେ ହିଁ ଆମ ଦେଶର ଶ୍ରେଷ୍ଠ ଭବିଷ୍ୟତ । ପ୍ରତି ବର୍ଗର ଶିଶୁ ମାନଙ୍କ ମୁହଁରେ ହସ ଫୁଟାଇ ସେମାନଙ୍କ ସାମଗ୍ରୀକ ବିକାଶରେ ପ୍ରାରମ୍ଭରୁ ପ୍ରତ୍ୟେକଙ୍କର ଚେଷ୍ଟା ଅବ୍ୟାହତ ରହିଲେ ଆମ ଦେଶର ଭବିଷ୍ୟତ ଉଜ୍ଜ୍ୱଳ ଓ ତଦନୁଯାୟୀ କୋମଳମତି ଶିଶୁମାନଙ୍କୁ…
Read More...

ଉଦ୍‌ଯାପିତ ହେଲା ଦ୍ୱିତୀୟ ରାଜ୍ୟସ୍ତରୀୟ ଗନ୍ଧମାର୍ଦ୍ଦନ ନାଟକ ମହୋତ୍ସବ

ନାଟକ ମାଧ୍ୟମରେ ସମାଜକୁ ସଚେତନତାର ବାର୍ତ୍ତା; କଳାକାର ଓ ସାମ୍ବାଦିକ ସମ୍ବର୍ଦ୍ଧିତ ପଦ୍ମପୁର, (ନିରୋଜ କୁମାର ପାଣୀ) : ଶୀତୁଆ ସନ୍ଧ୍ୟାରେ ନାଟକର ନିଆରା ଆସର ଓ ଦର୍ଶକଙ୍କ ଉତ୍ସାହ ମଧ୍ୟରେ ଉଦ୍‌ଯାପିତ ହୋଇଯାଇଛି ଦ୍ୱିତୀୟ ରାଜ୍ୟସ୍ତରୀୟ ଗନ୍ଧମାର୍ଦ୍ଦନ ନାଟକ ମହୋତ୍ସବ । ପଦ୍ମପୁରର…
Read More...

ଲୋହରପାଲି ଆଶ୍ରମ ବିଦ୍ୟାଳୟରେ ଧରତୀ ଆବା ବୀର୍ସା ମୁଣ୍ଡା ଜୟନ୍ତୀ ଓ ଅଭିଭାବକ ବୈଠକ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଲୋହରପାଲି ଆଶ୍ରମ ବିଦ୍ୟାଳୟ ପରିସରରେ ମହାନ ଆଦିବାସୀ ଜନନାୟକ ଧରତୀ ଆବା ବୀର୍ସା ମୁଣ୍ଡାଙ୍କ ଜୟନ୍ତୀ ଓ ଅଭିଭାବକ ବୈଠକ ଉତ୍ସାହ ଓ ଆନନ୍ଦର ସହିତ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ସଭାରେ ରାଜକୁମାର ସେଠ ମୁଖ୍ୟ ଅତିଥି ଭାବେ…
Read More...

ଛତ୍ରପୁର ସିଟିରୁ ଆରମ୍ଭ ହେଲା ରେପିଡୋ ସେବା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁରରୁ ରେପିଡୋ ସେବାର ଶୁଭାରମ୍ଭ ହୋଇଛି । ଏହା ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ ଜରୁରୀ କାଳୀନ ପରିସ୍ଥିତିରେ ପହଞ୍ଚିବାରେ ରେପିଡୋ ସେବା ଏକ ନିର୍ଭରଯୋଗ୍ୟ ସେବା ମୁଖ୍ୟ ଅନୁଷ୍ଠାନ ଅଟେ ।…
Read More...

୧୫ ଦିନ ପରେ ଘଞ୍ଚ ଜଙ୍ଗଲରୁ ଜୀବନ୍ତ ଉଦ୍ଧାର ହେଲେ ନିଖୋଜ ପ୍ରଧାନ ଶିକ୍ଷକ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ମୃତ୍ୟୁକୁ ମାତ୍ ଦେଇ ଫେରିଲେ ନିଖୋଜ ପ୍ରଧାନ ଶିକ୍ଷକ । ଦୀର୍ଘ ୧୫ ଦିନ ଧରି ଘଞ୍ଚ ଓ ଦୁର୍ଗମ ଜଙ୍ଗଲ ମଧ୍ୟରେ ନିଖୋଜ ରହିବା ପରେ ଶେଷରେ ଜୀବନ୍ତ ଉଦ୍ଧାର ହୋଇଛନ୍ତି କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଇନ୍ଦ୍ରଗଡ଼ ପଞ୍ଚାୟତ ଦୁବା ପ୍ରାଥମିକ…
Read More...