ଜିଲ୍ଲା ସ୍ତରୀୟ ଏକ ଦିବସୀୟ ଭଳିବଲ ଖେଳାଳି ଚୟନ ଶିବିର
ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ୍ ଅନ୍ତର୍ଗତ କରୁଆଁଝର ସ୍ଥିତ ଶ୍ରୀରାମ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ଖେଳ ପଡ଼ିଆରେ ଗୁରୁବାର ଦିନ ବଲାଙ୍ଗିର ଜିଲ୍ଲା ସ୍ତରୀୟ ଭଲିବଲ ଖେଳାଳି ଚୟନ ଶିବିର ହୋଇଯାଇଛି । ଏହି ଖେଳ ପଡିଆରେ ବଲାଙ୍ଗିର ଜିଲ୍ଲାର ୧୨ଟି ବ୍ଲକର ପ୍ରତିଯୋଗୀମାନେ ଭଲିବଲ୍!-->…
Read More...
Read More...