Monthly Archives

May 2021

ଦେଓଗାଁ ବ୍ଲକରେ ଆଜି ୧୪ଜଣ କରୋନା ରୋଗୀ ଚିହ୍ନଟ

ଦେଓଗାଁ, (ମନୀଷ କୁମାର ସାହୁ) : ସୋମବାର ଦିନ ଦେଓଗାଁ ବ୍ଲକ ଗୁଡ଼ଖାପଲା ପଞ୍ଚାୟତରେ ସର୍ବାଧିକ ୪ଜଣ, କୁଲୁତାପଡା ୩, ମହଲାଇ ଓ ଉଡାର ୨ଜଣ ଲେଖାଏଁ, ବଡ଼ବନ୍ଧ ଓ କୁତୁର୍ଲା ପଞ୍ଚାୟତରେ ଜଣେ ଲେଖାଏଁ କରୋନା ରୋଗୀ ଚିହ୍ନଟ ହୋଇଥିବାର ସରକାରୀ ରିପୋର୍ଟ ଆସିଛି । ଏହିପରି ଭାବେ ଦେଓଗାଁ ବ୍ଲକରେ
Read More...

କାଳବୈଶାଖୀର ସମୀକ୍ଷା କଲେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା

କଣ୍ଟାବାଞ୍ଜି, (ମନୀଶ କୁମାର ହଂସ) : ଆଜି ଅପରାହ୍ନ ସମୟରେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡାରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଥିବା ବେଳେ କୁଆପଥର ବର୍ଷା ହେବା ସହ ବହୁତ୍‌ ଜୋରରେ ପବନ ହେବା ଯୋଗୁଁ ଅଂଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛିଛି । କାହା ଘରର ଛପର ଉଡିଯାଇଛି ତ ଆଉ କାହା ଘର
Read More...

ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ରାଧାମୋହନ ଦେବ ଉଚ୍ଚ ବିଦ୍ୟାପୀଠ, ଗଙ୍ଗପୁରପାଟ୍ଟଣା ଘୋରଡିଆର କାର୍ଯ୍ୟାଳୟ ସହକାରୀ ଗୋପବନ୍ଧୁ ସାସମଲଙ୍କୁ ଆଜି ବିଦ୍ୟାଳୟ ତରଫରୁ ଅବସର କାଳୀନ ବିଦାୟୀ ସମ୍ବର୍ଦ୍ଧନା ଦିଆଯାଇଛି । ସେ ଜଣେ କର୍ତ୍ତବ୍ୟନିଷ୍ଠ, ମେଳାପି,
Read More...

୨୪ ଘଣ୍ଟାରେ ୩୦ ଜାହାଜ ପରିଚାଳନା କରି ପୁନର୍ବାର କିର୍ତ୍ତୀମାନ ସ୍ଥାପନ କଲା ପାରାଦ୍ୱୀପ ବନ୍ଦର

ପାରାଦ୍ୱୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ପାରାଦ୍ୱୀପ ବନ୍ଦରର ସାମୁଦ୍ରିକ ବିଭାଗ (ମେରାଇନ୍‌ ବିଭାଗ) ବନ୍ଦରରେ ଜାହାଜ ଓ ପଣ୍ୟ କାରବାର ପରିଚାଳନା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । କରୋନା ମହାମାରୀ ସମୟରେ କୋଭିଡ୍‌-୧୯ କଟକଣା ଓ ଗାଇଡ୍‌ଲାଇନ୍‌ ଅନୁସରଣ କରି ପାରାଦ୍ୱୀପ ବନ୍ଦର ତାର
Read More...

ପାରାଦ୍ୱୀପ ମହାବିଦ୍ୟାଳୟର ଇତିହାସ ବିଭାଗ ପକ୍ଷରୁ ଅନ୍‌ଲାଇନ୍‌ ଜାତୀୟ ସମ୍ପାନ

ପାରାଦ୍ୱୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ଗତକାଲି ପାରାଦ୍ୱୀପ ମହାବିଦ୍ୟାଳୟର ଇତିହାସ ବିଭାଗ ପକ୍ଷରୁ ‘ଏପିଡେମିକସ୍‌ ଓ ପାଣ୍ଡେମିକସ୍‌ ଓ ଇତିହାସରୁ ଶିକ୍ଷା’ ଶୀର୍ଷକ ଉପରେ ଏକ ଜାତୀୟ ସ୍ଥରର ଅନ୍‌ଲାଇନ୍‌ ଆଲୋଚନା ଚକ୍ର ଆୟୋଜିତ ହୋଇଯାଇଛି । ଏଥିରେ ନାଗାଲାଣ୍ଡ ବିଶ୍ୱବିଦ୍ୟାଳୟରୁ
Read More...

ଅଶୋକ ଚନ୍ଦନ ସ୍ମୃତି ଉଦ୍ଦେଶ୍ୟରେ ସାହିତ୍ୟ ଆସର

ପାଟଣାଗଡ଼, (ଗୋରେଖନାଥ ବରିହା) : ସୁନାମଧନ୍ୟ କବି, ଗାଳ୍ପିକ ଅଶୋକ ଚନ୍ଦନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ଭର୍‌ଚୁଆଲ୍‌ ସାହିତ୍ୟ ସଭା ଅନୁଷ୍ଠିତ ହୋଇଯାଇଛି । ତପୋବନ, ଟିଟିଲାଗଡ଼ ତଥା ଅଶୋକ ଚନ୍ଦନ ସ୍ମୃତି ବ୍ୟାସ ଆନୁକୂଲ୍ୟରେ ଅନୁଷ୍ଠିତ ସ୍ମୃତି ସଭାରେ ବିଶିଷ୍ଟ କବି ଗଜାନନ ମିଶ୍ର
Read More...

ଯୁବ ବର୍ଗଙ୍କୁ ତୁରନ୍ତ ଟୀକାକରଣ ଦାବୀରେ ମାହେଶ୍ୱରୀ ପକ୍ଷରୁ ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାହେଶ୍ୱରୀ ସବୁବେଳେ ନିଜର ସାମାଜିକ ଦାୟିତ୍ୱ ପ୍ରତି ସଦାସର୍ବଦା ସଚେତନ । କରୋନା ମହାମାରୀରେ ଅଧିକ ଲୋକଙ୍କ ଜୀବନ ବିପନ୍ନ ହେଉଥିବା ବେଳେ ଭେକ୍ସିନ ଏକମାତ୍ର ଆଶା । କିନ୍ତୁ ସାରା ଓଡିଶାରେ ବିଭିନ୍ନ ଜିଲ୍ଲାରେ ୧୮ ରୁ ୪୫ ବର୍ଗର ଟୀକାକରଣ ଆରମ୍ଭ ହୋଇଥିବା
Read More...

ସହାୟତାର ହାତ ବଢାଇଲେ ଡାକ୍ତର ଦମ୍ପତି

ବରଗଡ, (ନିରୋଜ କୁମାର ପାଣୀ) : ବରପାଲି ବ୍ଲକ କୁମ୍ଭାରୀ ଗ୍ରାମର ଅସହାୟ ପରିବାର ଅମ୍ବିକା ସାହୁଙ୍କୁ ବରଗଡ଼ ସହରର ଜଣାଶୁଣା ଡାକ୍ତର ଦମ୍ପତି ସାଇକୃପା ପୋଲି କ୍ଲିନିକର ମାଲିକ ଡାକ୍ତର ସସ୍ମିତା ଦାସ ଓ ଡାକ୍ତର ରାଜେଶ ତ୍ରିପାଠି ବଢାଇଲେ ସହାୟତାର ହାତ । ବିଭିନ୍ନ ଖବରକାଗଜ ଯଥା ଟିଭି
Read More...

ମାହେଶ୍ୱରୀ ସଂଗଠନକୁ ମାରୱାଡି ସମ୍ମେଳନ ସହଯୋଗର ହାତ ବଢାଇଲା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସନ୍ଧ୍ୟାରେ ମାହେଶ୍ୱରୀ ସଂଗଠନର କାର୍ଯ୍ୟାଳୟ ଠାରେ ମାରୱାଡି ସମ୍ମେଳନର ଅଧ୍ୟକ୍ଷ ବରିଷ୍ଠ ଅଧିବକ୍ତା ମହେନ୍ଦ୍ର ଅଗ୍ରୱାଲଙ୍କ ନେତୃତ୍ୱରେ ଏହାର ଉପଦେଷ୍ଟା ଅଙ୍କୁଶ ପାଣ୍ଡିଆ ତଥା ଅଧ୍ୟକ୍ଷ ସୋହନ ଅଗ୍ରୱାଲ ସମ୍ମେଳନ ତରଫରୁ ଜୁନ ୧୭ ତାରିଖ ପର୍ଯ୍ୟନ୍ତ
Read More...

ଷ୍ଟେଟ ବ୍ୟାଙ୍କ ପକ୍ଷରୁ କରୋନା ସହାୟତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : କରୋନା ସହ ଲଢେଇରେ ବିଭିନ୍ନ ସଂଗଠନ ସହେଯାଗ ଯୋଗାଉଛନ୍ତି । ସେହି ପରିପ୍ରେକ୍ଷୀରେ ଭାରତୀୟ ଷ୍ଟେଟ ବ୍ୟାଙ୍କର ବଲାଙ୍ଗିର ଶାଖା ନିଜର ସାମଜିକ ଦାୟିତ୍ୱ ପୁରଣ ପୂର୍ବକ ଭୀମ ଭୋଇ ମେଡିକାଲ କଲେଜକୁ କରୋନା ସହାୟତା ପ୍ରଦାନ କରିଛି । ବଲାଙ୍ଗିର ଷ୍ଟେଟ ବ୍ୟାଙ୍କ
Read More...