Monthly Archives

May 2021

ପାଇକମାଳରେ ଅକ୍ସିଜେନ ବ୍ୟାଙ୍କର ଶୁଭାରମ୍ଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପାଇକମାଳ ଠାରେ ସୋମବାର ଜୁହାର ଫାଉଣ୍ଡେସନ ତରଫରୁ ପ୍ରଦାନ କରାଯାଇଥିବା ଦଶ ଗୋଟି ଅକ୍ସିଜେନ ସିଲିଣ୍ଡରକୁ ଲୋକଙ୍କର ସେବାପାଇଁ ସ୍ବେଚ୍ଛାସେବୀ ଅନୁଷ୍ଠାନ ପଲ୍ଲୀ ଆଲୋକ ପାଠାଗାରର ଆନୁକୂଲ୍ୟରେ ଜୁହାର ଫାଉଣ୍ଡେସନ ତରଫରୁ ପାଇକମାଳକୁ ପ୍ରଦାନ
Read More...

ବଲାଙ୍ଗିର ଜିଲ୍ଲାରୁ ଆଜି ୧୧୯ ଆକ୍ରାନ୍ତ ଚିହ୍ନଟ : ୧୫୫ ସୁସ୍ଥ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଜିଲ୍ଲାରୁ ସମୁଦାୟ ୧୧୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୫୫ ଜଣ ସୁସ୍ଥ ହୋଇଥିବା ସରକାରୀ ସୂତ୍ରରୁ ଜଣା ପଡିଛି । ତୁରେକେଲା ବ୍ଲକ ହିଆଲ ଗ୍ରାମପଂଚାୟତରୁ ହଠାତ ୨୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ମିଳିଥିବା ସରକାରୀ ରିପୋର୍ଟ ଅନୁସାରେ
Read More...

ନିଷ୍ଠା ପରିବାର ତରଫରୁ ଗ୍ରାମାଞ୍ଚଳରେ ଜନସଚେତନତା

ବରଗଡ, (ନିରୋଜ କୁମାର ପାଣୀ) : ସାରା ଦେଶ ଆଜି କରୋନାର ଦ୍ବିତୀୟ ଲହରରେ କବଳିତ । ଏବେ ସଚେତନତାର ଅଭାବ ଯୋଗୁଁ ଗ୍ରାମାଞ୍ଚଳ ରେ କରୋନା ବ୍ୟାପିବାରେ ଲାଗିଛି । ତେଣୁ ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ନିଷ୍ଠା ପରିବାର ତରଫରୁ ଆଜି ସକାଳ ୯ଟାରେ ଦ୍ବିତୀୟ ପର୍ୟାୟ କରୋନା ସଚେତନତା କାର୍ଯ୍ୟକ୍ରମ
Read More...

ଅସହାୟ ଶିଶୁଙ୍କୁ ସାହାଯ୍ୟର ହାତ ବଢାଇଲେ କଳିକେଶ

ବଲାଙ୍ଗିର, (ଦେବାଶିଷ ମିଶ୍ର) ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଆମ୍ବପାଲି ପଞ୍ଚାୟତ ଭେରୁଆଭଟ୍ଟା ଗ୍ରାମରେ ଦୁଇ ଶିଶୁ ଅନାଥ ହେବା ପରେ ତାଙ୍କ ଅଜା ଆଈ ବାଧ୍ୟ ହୋଇ ସେମାନଙ୍କୁ ଆଦରି ଥିଲେ । ଏହି ଖବର ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ଏହି ଖବରକୁ ମନ୍ତ୍ରୀ ଟୁକୁନୀ ସାହୁ, ପୂର୍ବତନ ସାଂସଦ
Read More...

ଲକଡାଉନରେ ଫସି ରହିଥିବା ବୃଦ୍ଧଙ୍କୁ ସମଲେଇ ପଦର ବୃଦ୍ଧାଶ୍ରମରେ ଛାଡିଲେ ପଦ୍ମପୁର ସହକାରୀ ଜିଲ୍ଲାପାଳ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଧରଜଗଡ଼ ଗ୍ରାମର ବସନ୍ତ ଭୋଇ(୬୦)ଙ୍କୁ ଆଗଲପୁର ବିଙ୍ଗ ହ୍ୟୁମାନ ଫାଉଣ୍ଡେସନର ସଦସ୍ୟବୃନ୍ଦ ଉଦ୍ଧାର କରି ପଦ୍ମପୁର ପ୍ରଶାସନକୁ ହସ୍ତାନ୍ତର କରିଥିଲେ । ସେ ବିଭିନ୍ନ ଅଞ୍ଚଳ ଯାଇ ଚେରୀମୁଲି ଔଷଧ ବିକ୍ରି କରୁଥିଲେ । କିନ୍ତୁ ଲକ୍‌ଡାଉନ
Read More...

ଲୋକଙ୍କ ତଣ୍ଟି ଶୁଖିଯାଉଛି : ସରମୁହାଣ ବସୁଧା ଜଳ ପ୍ରକଳ୍ପ ଅଚଳ

ପାଟଣାଗଡ଼, (ଗୋରେଖନାଥ ବରିହା) : ସରକାର ବିଭିନ୍ନ ପ୍ରକଳ୍ପ ଯଥା ସ୍ବଜଳଧାରା ଓ ବସୁଧା ଆଦି ପ୍ରକଳ୍ପ ମାଧ୍ୟମରେ ପାନୀୟଜଳ ଯୋଗାଇ ଦେଉଛନ୍ତି ହେଲେ ପ୍ରକଳ୍ପଟି ଦୀର୍ଘ ଦିନ ଧରି ଅଚଳ ହୋଇ ପଡିଥିବା ଯୋଗୁଁ ଲୋକେ ପାନୀୟ ଜଳ ପାଇ ଗ୍ରାମବାସୀ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଅଭିଯୋଗ
Read More...

ପାଇଖାନା ଟାଙ୍କି ଖୋଳୁଥିବା ବେଳେ ଶ୍ୱାସରୁଦ୍ଧ ହୋଇ ଘରମାଲିକ ଓ ଶ୍ରମିକଙ୍କ ଜୀବନ ଗଲା

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ପାଇଖାନା ଟାଙ୍କି ଖୋଳୁଥିବା ବେଳେ ଶ୍ୱାସରୁଦ୍ଧ ହୋଇ ୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ ଓ ଜଣେ ଶ୍ରମିକ ଅଛନ୍ତି । ଶ୍ରମିକଙ୍କୁ ବଞ୍ଚାଇବାକୁ ଯାଇ ସେନା କର୍ମଚାରୀଙ୍କ ମୃତ୍ୟୁ
Read More...

ଗୋଷ୍ଠୀ ସହଭାଗୀତାରେ କରୋନା ସଚେତନତା : ରେଡକ୍ରସ ସୋସାଇଟି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗ୍ରାମାଞ୍ଚଳ କରୋନା ସଂକ୍ରମଣ କ୍ରମାଗତ ବୃଦ୍ଧି ପାଉଥିବାରୁ ବଲାଙ୍ଗିର ରେଡକ୍ରସ ସୋସାଇଟି ତରଫରୁ ସ୍ଥାନୀୟ ଗୋଷ୍ଠୀ ସହଭାଗୀତାରେ ଲୋଇସିଂହା ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବରେ
Read More...

ୱାର୍ଲ୍ଡ ମେନ୍‌ଷ୍ଟ୍ରୁଆଲ୍‌ ହାଇଜିନ୍‌ ଡେ ଅବସରରେ ନାରୀ ଶକ୍ତି ଫାଉଣ୍ଡେସନ ତରଫରୁ ସଚେତନତା ଅଭିଯାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୱାର୍ଲ୍ଡ ମେନ୍‌ଷ୍ଟ୍ରୁଆଲ୍‌ ହାଇଜିନ୍‌ ଡେ ଅବସରରେ ସ୍ଥାନୀୟ ସ୍ୱଧାର ଗୃହ ଠାରେ ବଲାଙ୍ଗିରର ନାରୀ ଶକ୍ତି ଫାଉଣ୍ଡେସନ ତରଫରୁ ସାନିଟାରୀ ପ୍ୟାଡ ସହିତ ମାସ୍କ, ଡିଟରଜେଣ୍ଟ, ସାମ୍ପୁ ସାକେଟ, ସାବୁନ ଏବଂ ସାନିଟାଇଜେସନ୍‌ କିଟ୍‌ ବଣ୍ଟନ କରାଯାଇ କେମିତି ସଠିକ
Read More...

ଜୁନିୟର ରେଡକ୍ରସ ତରଫରୁ ବୁଲା ଗାଈଗୋରୁଙ୍କୁ ଖାଦ୍ୟ ଯୋଗାଣ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : କରୋନା ଯୋଗୁଁ ତାଲାବନ୍ଦରେ ଦୋକାନ ବଜାର ବନ୍ଦ ଯୋଗୁଁ ବୁଲା ଗାଈଗୋରୁ ଓ କୁକୁର ମାନେ ଖାଇବାକୁ ନପାଇ ଭୋକଉପାସରେ ରହୁଛନ୍ତି । ଜୁନିୟର ରେଡକ୍ରସ ପରାମର୍ଶ ଦାତା ପ୍ରକୃତିବନ୍ଧୁ ବିରଞ୍ଚି ନାରାୟଣ ଦାଶଙ୍କ ପ୍ରଚେଷ୍ଟାରେ କିଛି ଶୁଭେଚ୍ଛୁ ମାନଙ୍କ ଆର୍ଥିକ
Read More...