Monthly Archives

May 2021

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଜୋରଜାର ଚାଲିଛି ରଥ ନିର୍ମାଣ କାମ

ପୁରୀ, (କେପିଏନ୍‌ଏସ୍‌) : ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାମ ଜୋର ଧରିଛି । ରଥର ନାହାକା ଚକ ପ୍ରସ୍ତୁତ । ବିଶ୍ୱକର୍ମାମାନେ ପନ୍ଦାରୀ ଓ ବଳା ଅନୁକୂଳ କରି ଚକରେ ଲଗାଇଛନ୍ତି । ଏଥିସହ ପଇରେ ବିନ୍ଧ କାମ ଚାଲିଛି । ଭୋଇସେବକ ବିଲେଇବାଡ଼ିଆ ପଦ୍ଧତିରେ ଅର ଓ ପଇକୁ ସଂଯୋଗ
Read More...

ପୋଲିସ ମାଓବାଦୀ ଗୁଳିବିନିମୟ : ହାର୍ଡକୋର ମହିଳା ମାଓବାଦୀ ମୃତ

ମାଲକାନାଗିରି, (କେପିଏନ୍‌ଏସ୍‌) : ମାଲକାନାଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଦନ୍ତେଓ୍ଵାଡା ଜିଲ୍ଲାରେ ପୋଲିସ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଫଳରେ ପୋଲିସ ଗୁଳିରେ ଜଣେ ହାର୍ଡକୋର ମହିଳା ମାଓବାଦୀ ମୃତ ହୋଇଥିବା ଜଣାପଡିଛି । ମୃତ ହାର୍ଡକୋର ମହିଳା ମାଓବାଦୀର ନାମ ପୟୋକେ ବେକ୍
Read More...

ବ୍ରାଉନ ସୁଗର ସହ ଜଣେ ଗିରଫ

ଖୋର୍ଦ୍ଧା, (କେପିଏନ୍‌ଏସ୍‌) : ଖୋର୍ଦ୍ଧା ୧୬ ନମ୍ବର ଜାତୀୟ ରାଜପଥ ର ବରୁଣେଇ ହୋଟେଲ ନିକଟରୁ ୫୦ ଗ୍ରାମ୍ ବ୍ରାଉନ ସୁଗର ଯବତ୍ ଓ ଏହି ଘଟଣାରେ ଜଣକୁ ଗିରଫ କରାଯାଇଛି । ଖୋର୍ଦ୍ଧା ଏସପିଙ୍କ ଦ୍ଵାରା ଗଠିତ ଏହି ଟିମ୍ ଚଢାଉ ବେଳେ ସେଠାରେ ଖୋର୍ଦ୍ଧା ତହସିଲଦାର ଏବଂ ଖୋର୍ଦ୍ଧା ଆଦର୍ଶ ଥାନାର
Read More...

ତାଳଚେର ବିଧାୟକଙ୍କ ଇଏସ୍‌ଆଇସି କୋଭିଡ ହସ୍ପିଟାଲ ପରିଦର୍ଶନ

ଅନଗୁଳ : ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଇଏସ୍‌ଆଇସି କୋଭିଡ ହସ୍ପିଟାଲରେ ପହଞ୍ଚି କୋଭିଡ ସଂକ୍ରମିତଙ୍କର ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ । ଔଷଧ ଓ ଅକ୍ସିଜେନର ଷ୍ଟକ ଓ ଆବଶ୍ୟକତା ବିଷୟରେ ଡାକ୍ତରଙ୍କ ସହ ବିଚାର ବିମର୍ଶ କରିଥିଲେ । ହସ୍ପିଟାଲରେ ଥିବା ସଂକ୍ରମିତଙ୍କ ଶୀଘ୍ର
Read More...

ଅବସରପ୍ରାପ୍ତ ଏନଏସି କର୍ମଚାରୀଙ୍କ ଦେହାନ୍ତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତ କାଲି ରାତ୍ରିରେ, ପଦ୍ମପୁର ଏନଏସିର ଅବସର ପ୍ରାପ୍ତ କର୍ମଚାରୀ ଶ୍ୟାମସୁନ୍ଦର ପଟ୍ଟନାୟକ(କାଲିଆ)ଙ୍କ, ତାଙ୍କ ହନୁମାନପଡା ସ୍ଥିତ ବାସଭବନରେ ମାତ୍ର ୬୨ ବର୍ଷ ବୟସରେ ଦେହାନ୍ତ ହୋଇ ଯାଇଛି । ଚାକିରୀ ସହିତ ସେ ସହରର ଅନେକ ଅନୁଷ୍ଠାନ ସହିତ ଯୋଡି ହୋଇ
Read More...

ଯୁବ ଇଞ୍ଜିନିୟର ରାଜୀବ ଅଗ୍ରୱାଲ ଚାଲିଗଲେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ଯୁବ ଇଞ୍ଜିନିୟର ରାଜୀବ ଅଗ୍ରୱାଲ(୩୭)ଙ୍କ ପରଲୋକ ହୋଇଯାଇଥିବା ସୂଚନା ମିଳିଛି । ଗତକାଲି ରାୟପୁରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍‌ଙ୍କ ଦେହାନ୍‌ତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଗତ କିଛି ଦିନ ତଳେ ସେ କରୋନା
Read More...

କୋସଲି ଭାସା ସୁରକ୍ଷା ସମିତି ପକ୍ଷରୁ କବିଙ୍କୁ ଶ୍ରଦ୍ଧାଞ୍ଜଳି

ଟିଟିଲାଗଡ, (ଗୌରବ ଦର୍ଜୀ) : କୋସଲି ଭାସା ସୁରକ୍ଷା ସମିତି ପକ୍ଷରୁ କବି ଚର୍ତୁଭୂଜ ସାଆନ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । କୋସଲି ଭାଷା ଓ ଓଡିଆ ଭାଷାର ଜଣେ ମାଟି ମନସ୍କ ସ୍ବାଧୀନଚେତା ଯୁବ ଦିଗ୍ଗଜ କବି, ପ୍ରାବନ୍ଧିକ, ଗବେଷକ, ସାରସ୍ୱତ ସଂଗଠକ, କୋସଲି ଭାଷା ସଂଗ୍ରାମୀ
Read More...

ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଙ୍ଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ପ୍ରତିଷ୍ଠାତା ସଭ୍ୟ, ଆଦିବାସୀ ସମାଜର ଗର୍ବ ଗୌରବ, କୋଶଲି କବି ଶିରୋମଣୀ, ପ୍ରବୀଣ ସାରସ୍ୱତ ସାଧକ, ଶାନ୍ତ ଶିଷ୍ଟ ଧିର ସ୍ଥିର ମହାନ ପରୋପକାରୀ ବ୍ୟକ୍ତିତ୍ୱ, ଦାର୍ଶନିକ, ପ୍ରଗଳ୍ଭ ବକ୍ତା ଚତୁର୍ଭୁଜ ସାଆନ୍ତଙ୍କ ବିୟୋଗରେ
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୫ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରେନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ପୁଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବଢିବାରେ ଲାଗିଥିବା ବେଳେ, ମୃତ୍ୟୁସଂଖ୍ୟା କମିବାର ନାଁ ନେଉନି । ଗତ ୨୪ ଘଣ୍ଟା ମଧ୍ୟରେ ୩୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା
Read More...
error: Content is protected !!