Monthly Archives

November 2021

ପ୍ରଗତି ଉତ୍କଳ ସଂଘର ନିଃଶୁକ୍ଳ ସ୍ୱାସ୍ଥ୍ୟ ସେବା ଶିବିର

ରାଉରକେଲା, (ସସ୍ମିତା ପ୍ରଧାନ) : ସମାଜିକ ପ୍ରତିବଦ୍ଧତା ଯୋଗୁଁ ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ପ୍ରଗତି ଉତ୍କଳ ସଂଘ ତରଫରୁ ଏକ ନିଃଶୁଳ୍କ ସ୍ବାସ୍ଥ୍ୟ ସେବା ଶିବିର ସେକ୍ଟର ୬ ଜଗନ୍ନାଥ ଆଶ୍ରମ ଠାରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ଅଜୟ କୁମାର ନାୟକ ଏହି ଶିବିରକୁ ଉଦ୍‌ଘାଟନ
Read More...

ସମ୍ଭାବ୍ୟ ବାତ୍ୟା ନେଇ ବିଭିନ୍ନ ବିଭାଗର ସମୀକ୍ଷା ବୈଠକ

ବୌଦ୍ଧ, (ବଂଶୀଧର ମାଝୀ) : ଅତିରିକ୍ତ ଜିଲ୍ଲାପାଳ ବବିତା ରାଣୀ ଦଳବେହେରାଙ୍କ ଅଧ୍ୟକ୍ଷତାରେ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ସମସ୍ତ ବିଭାଗର ଅଧିକାରୀଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ବିଭିନ୍ନ ଘଟଣାମୂଳକ ପଏଣ୍ଟ ଉପରେ ପ୍ରତ୍ୟେକ ବିଭାଗର ଡେପୁଟି କଲେକ୍ଟର,
Read More...

ନୂଆପଡା ଜିଲ୍ଲାରେ ଧାନମଣ୍ଡି ଉଦ୍‌ଘାଟନ କଲେ ଜିଲ୍ଲାପାଳ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖରିଆର ରୋଡ଼ ନିୟମିତ ବଜାର କମିଟି ଖରିଆର ରୋଡ଼ଠାରେ ଆଜି ନୂଆପଡା ଜିଲ୍ଲାପାଳ ସ୍ୱଧାଦେବ ସିଂଙ୍କ କର କମଳରେ ଧାନମଣ୍ଡି ଶୁଭ ଉଦ୍‌ଘାଟନ ହୋଇଯାଇଛି । ଅର୍ଣ୍ଣଦାତା ଚାଷୀ ନିଜ ଉପାର୍ଜିତ ଧାନ ଶଷ୍ୟକୁ ସରକାରଙ୍କ ଏମଏସପି ଧାର୍ଯ୍ୟ ମୂଲ୍ୟରେ
Read More...

ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ବେହେରାଙ୍କ ସ୍ମୃତିଚାରଣ ସଭା

ବୌଦ୍ଧ, (ବଂଶୀଧର ମାଝୀ) : ବଲାଙ୍ଗିର ଜିଲାର ଜଣାଶୁଣା ବରିଷ୍ଠ ସାମ୍ବାଦିକ, ସାହିତ୍ୟିକ, ସଂଗଠକ ଓ ନାଟ୍ୟକାର ସତ୍ୟନାରାୟଣ ବେହେରାଙ୍କ ୮୪ ବର୍ଷ ବୟସରେ ପରଲୋକ ହୋଇଯାଇଥିବା ବେଳେ ବୌଦ୍ଧଠାରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଜିଲା ଷ୍ଟାଡିୟମ ପରିସରସ୍ଥିତ ଜିଲା କ୍ରୀଡା ସଂସଦ
Read More...

ଠିକା କାମରେ ଦଳୀୟ କର୍ମୀଙ୍କୁ ନିଯୁକ୍ତି ନେଇ ଆଲୋଚନା : କାମ ଶେଷକୁ ଦୁଇ ମାସ ନ ହୋଇ ଭାଙ୍ଗି ଗଲାଣି ସ୍କୁଲ ବାଡ଼ା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକରେ ଠିକା କାମକୁ ନେଇ ଚାଲିଛି ଟଣା ଓଟରା । କାମର କାର୍ଯ୍ୟାଦେଶ ଗୁଡ଼ିକ ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀ ନାମରେ ଥିବା ବେଳେ କାମ କରୁଛନ୍ତି ରାଜନୈତିକ ଦଳର କର୍ମୀମାନେ । ଏହାକୁ ନେଇ ଅଭିଯୋଗ କରିବେ କାହାକୁ ଗାଁର ଲୋକମାନେ ବୋଲି ଚିନ୍ତାରେ
Read More...

ସାମ୍ବାଦିକତାରେ ଭୀଷ୍ମ ପିତାମହ ସତ୍ୟନାରାୟଣ ବେହେରାଙ୍କ ବିୟୋଗରେ ଶୋକସଭା

କଂଟାବାଂଜି, (ଅର୍ଜୁନ କୁମାର ହଂସ) : ସାମ୍ବାଦିକ ସଂଘ କଂଟାବାଂଜି ଦ୍ୱାରା ଆଜି ସଂଧ୍ୟାରେ ସ୍ଥାନୀୟ ପିଡବ୍ଲୁଡି ଡାକବଙ୍ଗଳାରେ ବରିଷ୍ଠ ବୈଜ୍ୟେଷ୍ଠ ଖବରଦାତା ସତ୍ୟନାରାୟଣ ବେହେରାଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତ ବେହେରା ଜଣେ ଜିଲ୍ଲାର ବରିଷ୍ଠ ବୈଜ୍ୟେଷ୍ଠ ଏବଂ
Read More...

ଓସିଏ ଭିଜନ୍‌ ୨୦୨୪ ସିନିୟର ଇନ୍‌ଟ୍ରାକ୍ଳବ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍‌ : ଆୟୁଷ୍ମାନ ଦାସଙ୍କ ହେଟ୍ରିକ ଉଇକେଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗାନ୍ଧି ଷ୍ଟାଡିୟମଠାରେ ଚାଲିଥିବା ଓସିଏ ଭିଜନ ୨୦୨୪ ସିନିୟର ଇଣ୍ଟ୍ରାକ୍ଳବ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍‌ ଷଷ୍ଠ ଦିନରେ ନବକିଶୋର ଓ ଏଲ୍‌ଏସି ପାଟଣାଗଡ଼ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପାଟଣାଗଡ଼ ଦଳ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବାର ନିସ୍ପତି ନେଇ
Read More...

ବଲାଙ୍ଗିରରେ ଆନ୍ତର୍ଜାତୀୟ ପୋଷ୍ୟ ସନ୍ତାନ ଗ୍ରହଣ ମାସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆନ୍ତର୍ଜାତୀୟ ପୋଷ୍ୟ ସନ୍ତାନ ମାସ ପାଳନ ଅବସରରେ ଏକ ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ରଥକୁ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଉକ୍ତ ରଥର ଉଦ୍‌ଘାଟନୀ ଉତ୍ସବରେ
Read More...

ଜିଲ୍ଲା ପରିବହନ ବିଭାଗର ତାଲିମ ଶିବିର ଅନୁଷ୍ଠିତ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ବୀରନରସିଂହପୁର ଉଚ୍ଚ ବିଦ୍ୟାଳୟରେ ରକ୍ଷକ ପ୍ରକଳ୍ପର ପ୍ରଥମ ପ୍ରତିକ୍ରିୟାଶୀଳ ବ୍ୟକ୍ତି ବିଶେଷଙ୍କୁ ନେଇ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଦୁର୍ଘଟଣାରେ ଆହତ ହେବାର ପ୍ରଥମ ଘଣ୍ଟା
Read More...

ମଶା ଧୂଆଁରୁ ଅଗ୍ନିକାଣ୍ଡ : ଗୁହାଳ ଘର ସହ ତିନି ଗାଈ ଜୀବନ୍ତ ଦଗ୍ଧ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଗୁଆଲିପଡା ପଞ୍ଚାୟତ ଅନ୍ତର୍ଗତ ମାଛପଡା ଗ୍ରାମରେ ଗତକାଲି ବିଳମ୍ବିତ ରାତ୍ରରେ ଏକ ଦୁଃଖଦ ଘଟଣା ଘଟିଛି । ସେହି ଗ୍ରାମର ହାଲୁ ଜେନା ତାଙ୍କ ଗୁହାଳ ଘରେ ଗୋରୁଙ୍କୁ ମଶା ଦାଉରୁ ରକ୍ଷା କରିବା ପାଇଁ ଧୂଆଁ ଦେଇଥିଲେ । ସେଥିରୁ କୌଣସି ପ୍ରକାରେ
Read More...