Monthly Archives

November 2023

କୁର୍ଲୁବାହାଲ ଗ୍ରାମରୁ ଜଣେ ୧୭ ବର୍ଷୀୟା ନାବାଳିକା ନିଖୋଜ : ଥାନାରେ ଏତଲା

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଚଣାବାହାଲ ପଞ୍ଚାୟତ କୁର୍ଲୁବାହାଲ ଗ୍ରାମର ଜଣେ ୧୭ ବର୍ଷୀୟା ନାବାଳିକା ବୁଧବାର ସନ୍ଧ୍ୟାରୁ ଘରୁ ନିଖୋଜ ହୋଇଯାଇଥିବା ନେଇ ତାଙ୍କ ପରିବାର ଲୋକେ ଗୁରୁବାର ମୁରିବାହାଲ ଥାନାରେ ଏତଲା ଦେଇଛନ୍ତି । ନାବାଳିକା ଜଣଙ୍କ
Read More...

୮୬ ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିଙ୍କ ବିୟୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଚିମିନିଭାଟିପଡା ସ୍ଥିତ ବାସଭବନରେ ପ୍ରାକ୍ତନ ବରିଷ୍ଠ ପରିସଂଖ୍ୟାନ ଅଧିକାରୀ ତଥା ଜଣେ ଧର୍ମ ପରାୟଣ ବ୍ୟକ୍ତି ବିହାରୀ ମିଶ୍ରଙ୍କ ୮୬ ବର୍ଷ ବୟସରେ ସ୍ଥାନୀୟ ଭୀମ ଭୋଇ ମେଡିକାଲଠାରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ବେଳେ ବିଭୂତିପଡ଼ା
Read More...

ବଣାଇଗଡ଼ ଐତିହାସିକ ଗଡଜାତର ସର୍ବ ପୁରାତନ ମହାବିଦ୍ୟାଳୟର ୫୦ବର୍ଷ ପୂର୍ତ୍ତି ଉପଲକ୍ଷେ ସୁବର୍ଣ୍ଣ ଜୟନ୍ତୀର ଉଦ୍‌ଘାଟନ…

ବଣାଇ, (ହବିବ ମହମ୍ମଦ ଖାନ) : ବଣାଇଗଡ଼ ଐତିହାସିକ ଗଡଜାତର ସର୍ବ ପୁରାତନ ମହାବିଦ୍ୟାଳୟର ୫୦ବର୍ଷ ପୂର୍ତ୍ତି ଉପଲକ୍ଷେ ସୁବର୍ଣ୍ଣ ଜୟନ୍ତୀର ଉଦ୍‌ଘାଟନ କେନ୍ଦ୍ର ଶିକ୍ଷା କୌଶଳ ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କରକମଳରେ ସମ୍ପାଦିତ ହୋଇଯାଇଛି । ଏହି ସମାରୋହରେ ସୁନ୍ଦରଗଡ଼ ଜିଲ୍ଲା
Read More...

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୧୧୪୦ କୋଟି ଟଙ୍କାର ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରକଳ୍ପର ଶୁଭାରମ୍ଭ

୧୪୦ କୋଟିରେ ୧୦୩ଟି ପ୍ରକଳ୍ପର ଉଦ୍‌ଘାଟନ, ୧୦୦୦ କୋଟିରେ ୩୭୨ଟି ପ୍ରକଳ୍ପର ଭିତ୍ତିପ୍ରସ୍ତରରାଜ୍ୟ ବାହାର ଓଡିଆ ଲୋକଙ୍କ ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ୱତନ୍ତ୍ରହେଲ୍‌ପ ଲାଇନ୍‌- ୧୮୦୦ ୧୨୦ ୧୨୦ ୧୦୪ ଆରମ୍ଭସରକାରୀ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ଲୋକଙ୍କ ଭରଷା ବଢିଛିଗତ ୫ ବର୍ଷରେ
Read More...

ଭବାନୀପାଟଣାରେ ଜିଲ୍ଲାସ୍ତରୀୟ ପିସି ଏବଂ ପିଏନ୍‌ଡିଟି ଉପଦେଷ୍ଟା କମିଟି ବୈଠକ ଅନୁଷ୍ଠିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଆଜି କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ପିସି ଏବଂ ପିଏନ୍‌ଡିଟି ଉପଦେଷ୍ଟା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ସିଡ଼ିଏମ୍‌ଓ କଳାହାଣ୍ଡି ଡ. ସୁଚେତା ପାଣି ଜିଲ୍ଲାରେ
Read More...

ରୋୟାଲ୍ ଡେନ୍ସ ଏକାଡେମୀର ଆନୁଷ୍ଠାନିକ ଉଦ୍‌ଘାଟନୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରସ୍ଥିତ ରିକାପଲ୍ଲୀ କଳ୍ପବାସିନୀ ନଗରରେ ନୂତନ କରି ରୋୟାଲ୍ ଡେନ୍ସ ଏକାଡେମୀର ଆନୁଷ୍ଠାନିକ ଉଦ୍‌ଘାଟନୀ ହୋଇଯାଇଛି । ଆନୁଷ୍ଠାନିକ ଉଦ୍‌ଘାଟନୀ ସାମାରୋହରେ ମୁଖ୍ୟଅତିଥୀ ଭାବେ ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ ଉମାଶଙ୍କର ଦାଶ, ଅନ୍ୟ
Read More...

ଚୁଡାପାଲି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନୂଆ-ଓ କାର୍ଯ୍ୟକ୍ରମରେ ନରସିଂହ

ରାଜତନ୍ତ୍ର ହିଁ ଅଂଚଳର ଶିକ୍ଷା ଓ ସାଂସ୍କୃତିକ ଅଧପତନର କାରଣ ଥିଲା : ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଶହ ଶହ ବର୍ଷ ପୂର୍ବରୁ ଏହି ଅଂଚଳରେ ଗଣତନ୍ତ୍ର ଥିଲା । ଲୋକେ ସେ ସମୟରେ ମଧ୍ୟ ନିଜ ପ୍ରତିନିଧି ବାଛୁଥିଲେ । ଏପରି କି ଦରକାର ପଡିଲେ ସେମାନେ ଭୋଟ ମାଧ୍ୟମରେ
Read More...

ଚୈତନ୍ୟ ଠାକୁରାଣୀ ମା’ଙ୍କ ମନ୍ଦିରରେ ଚାଲିଥିବା ସଂକୀର୍ତ୍ତନ କାର୍ଯ୍ୟକ୍ରମରେ ନେତ୍ତୃବର୍ଗଙ୍କ ଯୋଗଦାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ବିକ୍ରମ କୁମାର ପଣ୍ଡା, ସ୍ଥାନୀୟ କର୍ପୋରେଟର ପ୍ରମୁଖ ନେତ୍ତୃବର୍ଗଙ୍କ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଯୋଗଦେଇ ଵିଭୂ-କୃପା ଲାଭ କରିଛନ୍ତି ।
Read More...

ବଲାଙ୍ଗିର ପାଇଁ ଖୁସି ଖବର : ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସ୍ୱାସ୍ଥ୍ୟ ଭିତ୍ତିଭୂମି ଉନ୍ନତିକରଣ ଏବଂ ବିଭିନ୍ନ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଅପରାହ୍ନରେ ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ବଲାଙ୍ଗିର ଜିଲ୍ଲାର ସ୍ୱାସ୍ଥ୍ୟ ଭିତ୍ତିଭୂମି ଉନ୍ନତିକରଣ ଏବଂ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ଉଦ୍‌ଘାଟିତ ହୋଇଯାଇଛି । ୧୯୯୫.୪୯ ଲକ୍ଷ ଟଙ୍କାରେ ଆୟୁର୍ବେଦିକ କଲେଜ, ୫ଟି
Read More...

୮୨ତମ ବୃନ୍ଦାବନ ବିହାରୀ ଦାଶଙ୍କ ଜନ୍ମ ଜୟନ୍ତୀ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବରପାଲି ସ୍ଥିତ ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ସାହିତ୍ୟ ବନ୍ଧୁ ବୃନ୍ଦାବନ ବିହାରୀ ଦାଶ ସ୍ମୃତି କମିଟୀ ତରଫରୁ କାଳଜୟୀ ପ୍ରତିଭା ସାହିତ୍ୟ ବନ୍ଧୁ ବୃନ୍ଦାବନ ବିହାରୀ ଦାଶଙ୍କ ଜନ୍ମ ଜୟନ୍ତୀ ସଭାପତି ରକ୍ଷାକରି ବିଶିଙ୍କ
Read More...