Yearly Archives

2023

ଗୋଇମୁଣ୍ଡ ଅଞ୍ଚଳରୁ ଜଣେ ଶିକ୍ଷକଙ୍କ ନାବାଳିକା ଝିଅକୁ ଅପହରଣ ଘଟଣା : ବର୍ଷେ ପରେ ତୃତୀୟ ଅଭିଯୁକ୍ତ ଗିରଫ, ପୋକସୋ…

ପୂର୍ବରୁ କାର ଡ୍ରାଇଭର ସହ ଅପହରଣକାରୀ ଗିରଫ ଓ କାର ଜବତ ସହ ନାବାଳିକା ଉଦ୍ଧାର ହୋଇଥିଲେ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଗୋଇମୁଣ୍ଡ ପଞ୍ଚାୟତ ଅଞ୍ଚଳରୁ ଗତ ୨୦୨୨ମସିହା ଅକ୍ଟୋବର ମାସରେ ଜଣେ ଶିକ୍ଷକଙ୍କ ଅପହୃତ ନାବାଳିକା(୧୭)ଝିଅଙ୍କୁ ପୁଲିସ
Read More...

ନିଖୋଜ ଥିବା ଯୁବକର ଶବ କୂଅରୁ ଉଦ୍ଧାର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ରମ୍ଭା ଥାନା ଅଧିନସ୍ତ ବୋରିଗାଁର ଜୈନେକ ଯୁବକଙ୍କ ଶବ ଝଡ଼େଶ୍ୱର ପାର୍ଶ୍ୱ ଏକ ଶସ୍ୟ କ୍ଷେତ୍ରରେ ରହିଥିବା ମୁକ୍ତ କୂଅ ମଧ୍ୟରୁ ଉଦ୍ଧାର କରାଯାଇଛି । ଯୁବକ ଜଣକ ବୋରିଗାଁର ପପୁନ ନାହାକ(୨୬) ବୋଲି ଜଣାପଡିଛି । ଶସ୍ୟକ୍ଷେତ୍ରର
Read More...

ଗୁଡଭେଲା ବ୍ଲକ୍ ମିଳିତ ପ୍ରାଥମିକ ଶିକ୍ଷକ ସଂଘର ସଂପାଦକ ସନ୍ତୋଷ କୁମାର ପଟ୍ଟନାୟକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା…

ତୁଷୁରା, (କେପିଏନ୍‌ଏସ୍‌) : ଗୁଡଭେଲା ବ୍ଲକ୍ ମିଳିତ ପ୍ରାଥମିକ ଶିକ୍ଷକ ସଂଘର ସଂପାଦକ ତଥା ଡୁଙ୍ଗିବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ପଟ୍ଟନାୟକ ଡିସେମ୍ବର ୩୧ ତାରିଖ ରବିବାର ଦିନ ସରକାରୀ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି । ଏହି ଉପଲକ୍ଷେ ଏକ ଅବସର
Read More...

ସାର୍ବଜନୀନ ଶାନ୍ତିର ମୁହୁର୍ତ୍ତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡିସେମ୍ବର ୩୧ ରାତି ୧୧.୩୦ରୁ ଜାନୁଆରୀ ମଧ୍ୟରାତ୍ର ୧.୩୦ ମଧ୍ୟରେ ପ୍ରତିବର୍ଷ "ସାର୍ବଜନୀନ ଶାନ୍ତି ମୁହୁର୍ତ୍ତ" ଏକ ଯୁଦ୍ଧମୁକ୍ତ ବିଶ୍ୱ ଆଡକୁ ପଦକ୍ଷେପ ନେବାକୁ ଆଶା କରେ । ଏହି ଦିନ ପାଳନ ସମୟରେ ଶାନ୍ତିପୂର୍ଣ୍ଣ କାର୍ଯ୍ୟକଳାପର ପ୍ରଚାରକୁ
Read More...

ଷୋଡ଼ଶ ଅର୍ଥ ଆୟୋଗ ଗଠନ କଲେ ଭାରତ ସରକାର : ଆୟୋଗର ଅଧ୍ୟକ୍ଷ ଡ. ଅରବିନ୍ଦ ପାନାଗାରିଆ

ନୂଆଦିଲ୍ଲୀ, (ପିଆଇବି) : ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ଭାରତ ସରକାର ସମ୍ବିଧାନର ଧାରା ୨୮୦(୧) ଅନୁଯାୟୀ ଷୋଡ଼ଶ ଅର୍ଥ ଆୟୋଗ ଗଠନ କରିଛନ୍ତି । ନୀତି ଆୟୋଗର ପୂର୍ବତନ ଉପାଧ୍ୟକ୍ଷ ତଥା କଲମ୍ବିଆ ବିଶ୍ୱବିଦ୍ୟାଳୟର ପ୍ରଫେସର ଡକ୍ଟର ଅରବିନ୍ଦ ପାନଗାରିଆ ଏହାର ଅଧ୍ୟକ୍ଷ ହେବେ । ଷୋଡ଼ଶ ଅର୍ଥ
Read More...

ସ୍ୱେଚ୍ଛାସେବୀ ସଂଗଠନ ବଡ଼କୁଞ୍ଜାରୀ ଦ୍ୱାରା ଶୀତବସ୍ତ୍ର ବଣ୍ଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଜଗଦଳପୁର ପଞ୍ଚାୟତ ବଡ଼କୁଞ୍ଜାରୀ ଗ୍ରାମର ସ୍ୱେଚ୍ଛାସେବୀ ସଦସ୍ୟମାନଙ୍କ ସୌଜନ୍ୟରେ ଆଜି ବଡ଼କୁଞ୍ଜାରୀ ଏବଂ ବଡ଼ମହୁଲପାଲି ଗ୍ରାମରେ ଅସହାୟ ବୃଦ୍ଧ, ବୃଦ୍ଧା, ବିଧବା ଏବଂ ଦିବ୍ୟାଙ୍ଗମାନଙ୍କୁ ଶୀତବସ୍ତ୍ର (କମ୍ବଳ) ବଣ୍ଟନ
Read More...

ଡିସେମ୍ବର ୨୪ ତାରିଖରୁ ନିଖୋଜ ଅଛନ୍ତି ବିପୁଲ ନାଏକ : ଆର୍‌ପିଏଫ୍‌ ଖୋର୍ଦ୍ଧାରୁ ମିଳିଲା ତାଙ୍କର ୨ମୋବାଇଲ ଓ…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଡିସେମ୍ବର ୨୪ ତାରିଖରୁ ନିଖୋଜ ଅଛନ୍ତି ବିପୁଲ ନାଏକ । ଆର୍‌ପିଏଫ୍‌ ଖୋର୍ଦ୍ଧାରୁ ମିଳିଲା ତାଙ୍କର ୨ମୋବାଇଲ ଓ ଜିନିଷପତ୍ର । ହେଲେ ବିପୁଲଙ୍କ ଏପର୍ଯ୍ୟନ୍ତ ପତ୍ତା ମିଳିନାହିିଁ । ସୂଚନା ଅନୁସାରେ ଜି. ଉଦୟଗିରିର ବିପୁଲ କୁମାର ନାଏକ, ପିତା ସ୍ଵର୍ଗତ
Read More...

ନୂଆବର୍ଷ ପୂର୍ବରୁ ପୁରୀରେ ଅସମ୍ଭାଳ ଭିଡ଼

ପୁରୀ : ନୂଆବର୍ଷ ପୂର୍ବରୁ ପୁରୀରେ ଆଜି ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି । ନବନିର୍ମିତ ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପ କାର୍ଯ୍ୟକୁ ଦେଖିବା ଲାଗି ସେମାନଙ୍କଠାରେ ଉତ୍ସାହ ପରିଲକ୍ଷିତ ହୋଇଛି । ଦର୍ଶନାର୍ଥୀମାନେ ବଡଦାଣ୍ଡର ମରଚିକୋଟ୍‌‌ଠାରେ ନବ ନିର୍ମିତ ଶୀତତାପ
Read More...

ସାହିତ୍ୟ ନାଟକ କଳା ପରିଷଦର ରୌପ୍ୟ ଜୟନ୍ତୀ ଓ ଜିଲ୍ଲାସ୍ତରୀୟ କବି ସମ୍ମିଳନୀ

କଳାହାଣ୍ଡି, (ହେମନ୍ତ ସାହୁ) : ଓଡ଼ିଶାର ଅନ୍ୟତମ ଅଗ୍ରଣୀ ସଂଗଠନ ସାହିତ୍ୟ ନାଟକ କଳା ପରିଷଦ ରେଖ୍‌ପୁର ତରଫରୁ ରୌପ୍ୟ ଜୟନ୍ତୀ ସମାରୋହ ଉଦ୍‌ଘାଟିତ ହୋଇଯାଇଛି । ପ୍ରଥମେ ଏକ ସାଂସ୍କୃତିକ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିବା ପରେ ପ୍ରଥମ କାର୍ଯ୍ୟକ୍ରମ ଜିଲ୍ଲାସ୍ତରୀୟ କବି ସମ୍ମିଳନୀ
Read More...

ଖପ୍ରାଖୋଲ ପୋଲିସ ଦ୍ୱାରା ଦୁଇ ଶିଶୁ ସହ ଆଠ ଜଣ ଦାଦନ ଶ୍ରମିକ ଉଦ୍ଧାର

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ପୋଲିସ ଦ୍ୱାରା ଶନିବାର ଦିନ ଦୁଇ ଶିଶୁ ସହ ୮ ଜଣ ଦାଦନ ଶ୍ରମିକ ଉଦ୍ଧାର ହୋଇଥିବା ଜଣାପଡିଛି । ଉଦ୍ଧାର ଶ୍ରମିକମାନେ ଖପ୍ରାଖୋଲ ପଞ୍ଚାୟତ ଅନ୍ତର୍ଗତ ପୋଢ଼ମୁଡ ଗାଁର ବୋଲି ପୋଲିସ ସୂଚନା ଦେଇଛି । ସୂଚନା ଅନୁସାରେ, ଗୋଟିଏ ବୋଲେରୋ ନଂ
Read More...