Yearly Archives

2023

କରଞ୍ଜିଆରେ ବସ ଦୁର୍ଘଟଣା

କରଞ୍ଜିଆ : କରଞ୍ଜିଆରେ ବସ ଦୁର୍ଘଟଣା ହୋଇଥିବା ଖବର ମିଳିଛି । ଘଟଣାରେ ପାଞ୍ଚ ଯାତ୍ରୀ ଆହତ ହୋଇଛନ୍ତି । ଘଟଣା ଘଟିଛି ଠାକୁରମୁଣ୍ଡା କାଦଡିହା ଛକ ନିକଟରେ । ସୂଚନା ଅନୁଯାୟୀ, ନୀଳମାଧବ ନାମକ ଏକ ଯାତ୍ରୀବାହୀ ବସ୍‌ କରଞ୍ଜିଆରୁ ଠାକୁରମୁଣ୍ଡା ଯାଉଥିବା ବେଳେ କାଦଡିହା ଛକଠାରେ ଭାରସାମ୍ୟ
Read More...

ଭାରସାମ୍ୟ ହରାଇ ଓଲଟିଲା ଟୁରିଷ୍ଟ ବସ୍‌

ପୁରୁଷୋତ୍ତମପୁର : ଓଲଟିଲା ଟୁରିଷ୍ଟ ବସ୍‌ । ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ନିକଟରେ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ଯେଉଁଥିରେ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସୁଚନା
Read More...

ତବଲା ବାଦକ ଭବାନୀ ଶଙ୍କରଙ୍କ ଦେହାନ୍ତ

ମୁମ୍ଵାଇ : ମ୍ୟୁଜିକ୍‌ ଇଣ୍ଡଷ୍ଟ୍ରିରୁ ଦୁଃଖଦ ଖବର ସାମ୍ନାକୁ ଆସିଛି । ସଙ୍ଗୀତ ଦୁନିଆର ବଡ ମହାରଥୀ ଭବାନୀ ଶଙ୍କରଙ୍କ ଦେହାନ୍ତ ହୋଇଯାଇଥିବା ଖବର ମିଳିଛି । ହୃଦ୍‌ଘାତ କାରଣକୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତାଙ୍କ ଦେହାନ୍ତ ଖବର ଆସିବା ମାତ୍ରେ ଇଣ୍ଡଷ୍ଟ୍ରିରେ ଶୋକର ଛାୟା
Read More...

ଇଣ୍ଡୋନେସିଆରେ ଭୂକମ୍ପ

ଜାକର୍ତ୍ତା : ଗତକାଲି ଇଣ୍ଡୋନେସିଆର ପଶ୍ଚିମ ପ୍ରଦେଶର ଆଚେରେ ଏକ ଶକ୍ତିଶାଳୀ ଭୂକମ୍ପ ଘଟିଛି । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୩ ରେକର୍ଡ କରାଯାଇଛି । ତେବେ ଏହି ଭୂକମ୍ପ ଯୋଗୁ ସୁନାମି ହେବାର ସମ୍ଭାବନା ନାହିଁ ବୋଲି ଏଜେନ୍ସି କହିଛି । ଇଣ୍ଡୋନେସିଆ ପ୍ୟାସିଫିକ୍‌ ରିଙ୍ଗ୍‌ ଅଫ୍‌
Read More...

ଦିଲ୍ଲୀ ପ୍ୟାରେଡ୍‌ରେ ଯୋଗ ଦେବେ ବନ୍ଧମୁଣ୍ଡା ସିଏଏସ୍‌ଟି କଲେଜ ଛାତ୍ରୀ ରିତିକା

ରାଉରକେଲା : ନୂଆଦିଲ୍ଲୀରେ ହେବାକୁ ଥିବା ଗଣତନ୍ତ୍ର ଦିବସ ଜାତୀୟ ପ୍ୟାରେଡ୍‌ରେ ଓଡ଼ିଶା ଦଳର ପ୍ରତିନିଧିତ୍ୱ କରିବେ ସ୍ଥାନୀୟ ବନ୍ଧମୁଣ୍ଡା କଲେଜର ଛାତ୍ରୀ ରତିକା । ବନ୍ଧମୁଣ୍ଡାସ୍ଥିତ କଳା, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମହାବିଦ୍ୟାଳୟ (ସି.ଏ.ଏସ୍.ଟି)ର ବାଣିଜ୍ୟ ଅନ୍ତିମ ବର୍ଷର ଛାତ୍ରୀ
Read More...

ମଣିପୁରରେ ପୁଣି ହିଂସା : ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିମାଡ

ଇମ୍ଫାଲ : ମଣିପୁରରେ ପୁଣି ହିଂସା । ଗତକାଲି ଅପରାହ୍ନ ପ୍ରାୟ ୩.୫୦ ସମୟରେ ମଣିପୁରର ତେଙ୍ଗନୁପାଲ ଜିଲ୍ଲାର ମୋରେହରେ ଅଜ୍ଞାତ ବନ୍ଧୁକଧାରୀ ଏବଂ ପୋଲିସ କମାଣ୍ଡୋଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ମଣିପୁରର ପୋଲିସ କମାଣ୍ଡୋମାନେ ଆହତ ହୋଇଛନ୍ତି । ଘଟଣାଟି ଭାରତ-ମିଆଁମାର ସୀମାରେ
Read More...

ବନ୍ଧୁକ ଦେଖାଇ ସୁନା-ରୂପା ନେଇଗଲେ ଦୁର୍ବୃତ୍ତ

ନୀଳଗିରି : ଦୋକାନ ବନ୍ଦ କରି ଘରକୁ ଫେରୁଥିଲେ । ବନ୍ଧୁକ ଦେଖାଇ ସୁନା-ରୂପା ନେଇଗଲେ ଦୁର୍ବୃତ୍ତ । ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ଅଞ୍ଚଳରେ ଘଟିଛି ଏହି ଘଟଣା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ସିଂଲା ନୂଆଗାଁ ଛକରୁ ପ୍ରାଣକୃଷ୍ଣ କମିଳା ଦୋକାନ ବନ୍ଦ
Read More...

ସାନଭାଇର ଗୁଳିମାଡ଼‌ରେ ବଡ଼ଭାଇ ଗୁରୁତର

ସୁନ୍ଦରଗଡ଼ : ସାନଭାଇର ଗୁଳିମାଡ଼‌ରେ ବଡ଼ଭାଇ ଗୁରୁତର । ଗତକାଲି ରାତି ୮ଟାରେ କିଞ୍ଜିରକେଲା ଥାନା ପାତକିଯୋରରେ ଘଟିଛି ଏହି ଅଭାବନୀୟ ଘଟଣା । ସମ୍ପର୍କୀୟ ସାନଭାଇର ଗୁଳିମାଡ଼ରେ ବଡ଼ଭାଇ ଗୁରୁତର ହୋଇଥିବା ଖବର ମିଳିଛି । ପ୍ରାଥମିକ ଭାବେ ଘରୋଇ କଳହକୁ କେନ୍ଦ୍ର କରି ଗୁଳିକାଣ୍ଡ ଘଟିଥିବା
Read More...

ପଞ୍ଚଦିବସୀୟ ଗ୍ରାମାଞ୍ଚଳ ଗଣିତ ପ୍ରତିଭା ଅନ୍ୱେଷଣ ଆବାସିକ କାର୍ଯ୍ୟକ୍ରମ ଉଦ୍‌ଯାପିତ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକର ସ୍ଥାନୀୟ ଡୁଙ୍ଗୁରିପାଲି ଉଚ୍ଚ ବିଦ୍ୟାଳୟରେ ପଞ୍ଚଦିବସୀୟ ଗ୍ରାମାଞ୍ଚଳ ଗଣିତ ପ୍ରତିଭା ଅନ୍ୱେଷଣ ଆବାସିକ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି । ଛାତ୍ରୀ ପୂଜା ବରିହା ସ୍ୱାଗତ ନୃତ୍ୟ ପରିବେଷଣ କରିଥିଲେ ।
Read More...

ବଲାଙ୍ଗିର ସଦର ବ୍ଲକରେ ବେଟି ବଚାଓ, ବେଟି ପଢ଼ାଓ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକରେ ବେଟି ବଚାଓ, ବେଟି ପଢ଼ାଓ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ସଦର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସରିତା ବାଗ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ବିଡିଓ ଶରତ କୁମାର ସେଠୀ, ସମିତି ସଭ୍ୟ ଗୋଲାପ
Read More...