pakka

ଦିଲ୍ଲୀ ପ୍ୟାରେଡ୍‌ରେ ଯୋଗ ଦେବେ ବନ୍ଧମୁଣ୍ଡା ସିଏଏସ୍‌ଟି କଲେଜ ଛାତ୍ରୀ ରିତିକା

bbehera

ରାଉରକେଲା : ନୂଆଦିଲ୍ଲୀରେ ହେବାକୁ ଥିବା ଗଣତନ୍ତ୍ର ଦିବସ ଜାତୀୟ ପ୍ୟାରେଡ୍‌ରେ ଓଡ଼ିଶା ଦଳର ପ୍ରତିନିଧିତ୍ୱ କରିବେ ସ୍ଥାନୀୟ ବନ୍ଧମୁଣ୍ଡା କଲେଜର ଛାତ୍ରୀ ରତିକା । ବନ୍ଧମୁଣ୍ଡାସ୍ଥିତ କଳା, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମହାବିଦ୍ୟାଳୟ (ସି.ଏ.ଏସ୍.ଟି)ର ବାଣିଜ୍ୟ ଅନ୍ତିମ ବର୍ଷର ଛାତ୍ରୀ ରିତିକା ମହାତୋ ସାମିଲ ହେବାକୁ ଯୋଗ୍ୟା ବିବେଚିତ ହୋଇଛନ୍ତି । ଚଳିତ ବର୍ଷ ରାଜ୍ୟର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟର ମୋଟ ୮ ଜଣ ଛାତ୍ରଛାତ୍ରୀ ପ୍ୟାରେଡ୍‌ ପ୍ରଦର୍ଶନ କରିବେ । ସେମାନଙ୍କ ମଧ୍ୟରୁ ରିତିକା ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ଏକମାତ୍ର ଛାତ୍ରୀ ଭାବେ ରାଜ୍ୟ ଦଳ ପାଇଁ ଚୟନ ହୋଇଛନ୍ତି । ଏହି ସଫଳତା ପାଇଁ କଲେଜ କର୍ତ୍ତୃପକ୍ଷ ଶୁଭେଚ୍ଛା ଜଣାଇଛନ୍ତି ।

jay balangir
Leave A Reply

Your email address will not be published.

15 − 11 =

error: Content is protected !!