Browsing Tag

raurakela news

ଇନ୍‌ଫାଇନାଇଟ୍ ଲଭ୍ ଏକାଡେମୀର ରେକି କାର୍ଯ୍ୟକ୍ରମ ସମ୍ପନ୍ନ

ରାଉରକେଲା, (ସସ୍ମିତା ପ୍ରଧାନ) : ମାନସିକ ଶାନ୍ତି ଓ ସୁସ୍ଥ ଜୀବନ ପାଇଁ ଗଠିତ ହୋଇଥିବା ଇନ୍‌ଫାଇନାଇଟ୍ ଲଭ୍ ଏକାଡେମୀ ସମୁହ ଚେତନା ସଶକ୍ତିକରଣ ଆରୋଗ୍ୟ ଶକ୍ତିପାତ କାର୍ଯ୍ୟକ୍ରମ ସ୍ଥାନୀୟ ଭଞ୍ଜଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ପ୍ରମୁଖ ରେକି ମାଷ୍ଟର ବିଜୟ କୁମାର ଦାସ, ମମତା
Read More...

ଶାରଳା ସାଂସ୍କୃତିକ ପରିଷଦର ୫୩ତମ ବାର୍ଷିକୋତ୍ସବ ଆସନ୍ତା ୧୫ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ଆଧ୍ୟାତ୍ମିକ ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ ଶାରଳା ସାଂସ୍କୃତିକ ପରିଷଦ ତରଫରୁ ୫୩ତମ ବାର୍ଷିକୋତ୍ସବ ଆସନ୍ତା ୧୫ରୁ ୧୮ ତାରିଖ ପର୍ଯ୍ୟନ୍ତ ସେକ୍ଟର ୬ସ୍ଥିତ ଶାରଳା ମନ୍ଦିର ପରିସରରେ ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ଏନେଇ
Read More...

ଗାୟତ୍ରୀ ଆର୍ଟ ଆଣ୍ଡ୍ କ୍ରାପ୍ଟର ଚିତ୍ରକଳା ପ୍ରଦର୍ଶନୀ

ରାଉରକେଲା, (ସସ୍ମିତା ପ୍ରଧାନ) : ଗାୟତ୍ରୀ ଆର୍ଟ ଆଣ୍ଡ୍ କ୍ରାପ୍ଟ ଓ ଛେଣ୍ଡ ସ୍ଥିତ ଗୋପବନ୍ଧୁ ପାଠାଗାରର ମିଳିତ ଆନୁକୂଲ୍ୟରେ ଚିତ୍ରକଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । କ୍ରାପ୍ଟର ମୁଖ୍ୟ ଶକ୍ତିପ୍ରଦା ଜେନାଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଶର୍ମିଷ୍ଠା କବି
Read More...

ସ୍ଵାଭିମାନୀ ଓଡ଼ିଆଣୀର ଆମେ ଓଡ଼ିଆ ଭାରି ବଢ଼ିଆ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ନୂତନ ଭାବେ ସୃଷ୍ଟି ହୋଇଥିବା ମହିଳା ଅନୁଷ୍ଠାନ ସ୍ୱାଭିମାନୀ ଓଡ଼ିଆଣୀ ତରଫରୁ ଆମେ ଓଡ଼ିଆ ଭାରି ବଢ଼ିଆ କାର୍ଯ୍ୟକ୍ରମ ସେକ୍ଟର ୨୦ ସ୍ଥିତ ରାଉରକେଲା କ୍ଲବ୍‌ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର କର୍ମକର୍ତ୍ତା ମାନସୀ ଦାସ ମହାପାତ୍ରଙ୍କ
Read More...

ମିଡିଆ ଆଲୋଚନା ସଭା ୨୦୨୪ ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ମିଡିଆ କ୍ଲବ ଓ ରିମ୍ସର ମିଳିତ ଆନୁକୂଲ୍ୟରେ ମିଡ଼ିଆ କନକ୍ଲିଭ ବା ଆଲୋଚନା ସଭା ଛେଣ୍ଡ ସ୍ଥିତ ରିମ୍ସ ପ୍ରେକ୍ଷାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । କ୍ଲବ୍‌ର ଉପଦେଷ୍ଟା ଡ. ପୀତବାସ ମିଶ୍ରଙ୍କ ସଭାପତିତ୍ୱ ଓ ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସଙ୍କ ସଂଯୋଜନାରେ
Read More...

ମାଣିକ ଫାଉଣ୍ଡେସନ୍‌ର ଏକଦିବସୀୟ ମହିଳା କ୍ରିକେଟ ମ୍ୟାଚ୍

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୨୦ସ୍ଥିତ ରାଇଜିଙ୍ଗ୍ ପଡ଼ିଆରେ ସାମାଜିକ ଅନୁଷ୍ଠାନ ମାଣିକ ଫାଉଣ୍ଡେସନ୍‌ ତରଫରୁ ବିଶ୍ୱ ମହିଳା ଦିବସ ଉପଲକ୍ଷେ ଏକଦିବସୀୟ ମହିଳା କ୍ରିକେଟ ମ୍ୟାଚ୍ ଆୟୋଜନ କରାଯାଇଥିଲା । ଅନୁଷ୍ଠାନର ସଭାପତି କାମିନୀ ମହନ୍ତଙ୍କ ସଭାପତିତ୍ୱ, ସମ୍ପାଦିକା ସୁମତୀ
Read More...

ହାଇଓ୍ୱା ଧକ୍କାରେ ପତ୍ନୀ ସମ୍ମୁଖରେ ଚାଲିଗଲା ସ୍ୱାମୀଙ୍କ ଜୀବନ

ରାଉରକେଲା : ବିଶ୍ରାରୁ କାମ ସାରି ବାଇକ୍‌ରେ ଫେରୁଥିଲେ ଦମ୍ପତି । ହଠାତ ବାଇକ୍‌କୁ ସାମ୍ନା ପଟୁ ଧକ୍କା ଦେଇଥିଲା ଏକ ହାଇୱା । ଫଳରେ ଦମ୍ପତି ଛିଟିକି ପଡ଼ିଥିଲେ । ହାଇଓ୍ୱାଟି ସ୍ଵାମୀଙ୍କ ଉପରେ ଚଢ଼ି ଯିବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ଘଟଣା ସଂଧ୍ୟା ପ୍ରାୟ ସାଢ଼େ
Read More...

ଆଇନ ମହାବିଦ୍ୟାଳୟରେ ବିଶ୍ୱ ଉପଭୋକ୍ତା ଅଧିକାର ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଆଇନ ମହାବିଦ୍ୟାଳୟ ଠାରେ ବିଶ୍ୱ ଉପଭୋକ୍ତା ଅଧିକାର ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ଅଧ୍ୟକ୍ଷା ଡ. ସମ୍ପାଦିକା ମହାନ୍ତିଙ୍କ ଅଧ୍ୟକ୍ଷତା କରିଥିବା ବେଳେ ରାଉରକେଲା ଓକିଲ ସଂଘର ବରିଷ୍ଠ ଆଇନଜୀବୀ କୈଳାସ ଚନ୍ଦ୍ର
Read More...

ରୁରାଲ ଡେଭଲପମେଣ୍ଟ ନକଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆସନ୍ତା ୧୭ରୁ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ଲେଡି ଲାୟନ ତରଫରୁ ଆସନ୍ତା ୧୭ ତାରିଖଠାରୁ ୨୨ ତାରିଖ ପର୍ଯ୍ୟନ୍ତ ପ୍ରଥମ ରାଉରକେଲା ରୁରାଲ ଡେଭଲପମେଣ୍ଟ ନକଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ସେକ୍ଟର ୬ ସ୍ଥିତ ଇସ୍ପାତ ଷ୍ଟାଡିୟମ୍‌ଠାରେ ଅନୁଷ୍ଠିତ ହେବ । ଏ ସମ୍ପର୍କରେ ରାଉରକେଲା
Read More...

ମ୍ୟୁଜିକ ସର୍କଲର ବସନ୍ତ ସମାରୋହ ମାର୍ଚ୍ଚ ୧୭ରୁ ୨୧

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ସର୍ବପୁରାତନ ସଂଗୀତ - ନୃତ୍ୟ ଅନୁଷ୍ଠାନ ମ୍ୟୁଜିକ୍ ସର୍କଲର ୪୭ତମ ବସନ୍ତ ସମାରୋହ ଚଳିତ ମାର୍ଚ୍ଚ ୧୭ରୁ ୨୧ଯାଏ ପ୍ରତ୍ୟେକ ଦିନ ସଂଧ୍ୟା ୬.୩୦ମି.ରୁ ପାଞ୍ଚ ଦିନ ବ୍ୟାପୀ ଅନୁଷ୍ଠାନର ମେହେର ଭବନଠାରେ ଅନୁଷ୍ଠିତ ହେବ । ୧୭ ତାରିଖ ଦିନ ବାସନ୍ତିକା
Read More...