Monthly Archives

June 2021

ଭାରତ ରତ୍ନ ଡଃ ଭୀମରାଓ ସ୍ମାରକୀ ଏବଂ ସାଂସ୍କୃତିକ କେନ୍ଦ୍ର ପାଇଁ ଉତ୍ତରପ୍ରଦେଶ ସରକାରଙ୍କୁ ପ୍ରଶଂସା କଲେ…

ଡଃ ବାବାସାହେବ ଆମ୍ବେଦକରଙ୍କ ଆଦର୍ଶକୁ ଲୋକପ୍ରିୟ କରିବ ଏହି କେନ୍ଦ୍ର : ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ, (ପିଆଇବି) : ସମ୍ମାନୀୟ ଡଃ ବାବାସାହେବ ଆମ୍ବେଦକରଙ୍କ ଆଦର୍ଶକୁ ଯୁବକମାନଙ୍କ ମଧ୍ୟରେ ଲୋକପ୍ରିୟ କରିବାରେ ନେତୃତ୍ୱ ନେଇଥିବାରୁ ଉତ୍ତରପ୍ରଦେଶ ସରକାରଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ
Read More...

ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ତରଭା, (କେପିଏନ୍‌ଏସ୍‌) : ଆଜି ତରଭା ବ୍ଲକ ଅନ୍ତର୍ଗତ ଦେଉଳପଦର ପ୍ରାଥମିକ ସ୍କୁଲର ସହକାରୀ ଶିକ୍ଷକ ସଂକର୍ଶଣ ପଣ୍ଡା ଅବସର ନେଇଛନ୍ତି । ସେଥିପାଇଁ ସ୍କୁଲରେ ଶିକ୍ଷକ ଓ ପରିଚାଳନା କମିଟି ତରଫରୁ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି । ସ୍କୁଲର ପ୍ରଧାନଶିକ୍ଷକ ନବୀନ କୁମାର ପଣ୍ଡାଙ୍କ
Read More...

ବରପାଲିରେ ବିଦ୍ୟୁତ କାଟ୍‌କୁ ନେଇ ଉତ୍ତେଜନା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବିଦ୍ୟୁତ ବିତରଣ ଟାଟା କମ୍ପାନୀ ହାତକୁ ନେବା ପରେ ଖାଉଟିଙ୍କୁ ଜୁଲୁମ କରାଯାଉଥିବା ଅଭିଯୋଗରେ ଆଜି ବରପାଲିର ଜନସାଧାରଣ ବିଦ୍ୟୁତ ଏସଡିଓଙ୍କ କାର୍ଯ୍ୟାଳୟ ଘେରାଓ କରିଥିଲେ । ପରେ ବିଧାୟିକା ରୀତା ସାହୁ ଘଟଣାସ୍ଥଳରେ ପହଞ୍ଚି ବରଗଡ଼ ସ୍ଥିତ ନିର୍ବାହୀ
Read More...

ଆସନ୍ତାକାଲି ଠାରୁ ପାଳିତ ହେବ ବନ ମହୋତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାରା ବିଶ୍ୱକୁ ସବୁଜ ସୁନ୍ଦର କରିବାପାଇଁ ଆସନ୍ତାକାଲି ଠାରୁ ବନ ମହୋତ୍ସବ ପାଳିତ ହେବ । ଏହି ଅବସରରେ ବଲାଙ୍ଗିର ଜୁନିଅର ରେଡକ୍ରସ ତରଫରୁ ଆଭାସି ଜରିଆରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ବଲାଙ୍ଗିର ଜିଲ୍ଲା ଜୁନିଅର ରେଡକ୍ରସ ଅଫିସର ସୁବାଷ ଚନ୍ଦ୍ର
Read More...

ନବଜାତ ଶିଶୁ କନ୍ୟାକୁ ନଦୀ କୂଳରେ ଫିଙ୍ଗି ଦେଲା ଜନ୍ମ କଲା ମାଆ : ଆଦିବାସୀ ଦମ୍ପତି ଉଦ୍ଧାର କରି ପାଳିଲେ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ସରକାର କନ୍ୟା ସନ୍ତାନର ସୁରକ୍ଷା ପାଇଁ ଅନେକ ଯୋଜନା କରିଛନ୍ତି । ଏପରିକି କନ୍ୟା ସନ୍ତାନମାନେ ଦେଶର ଅମୂଲ୍ୟ ସମ୍ପତ୍ତି ବୋଲି ସରକାର କହି ଆସୁଛନ୍ତି । ସେଥିପାଇଁ କେନ୍ଦ୍ର ସରକାର ବେଟି ବଚାଓ, ବେଟି ପଢ଼ାଓ ଯୋଜନା ପ୍ରଣୟନ କରିଛନ୍ତି ।
Read More...

ଅବସର ପ୍ରାପ୍ତ ଶିକ୍ଷକ କପିଳ ପତିଙ୍କ ପୁସ୍ତକ ଉନ୍ମୋଚିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅବସର ପ୍ରାପ୍ତ ଶିକ୍ଷକ କପିଳ ପତିଙ୍କ ଅନୁବାଦ ପୁସ୍ତକ "କଥାମୃତ ଲହରୀ" ଓ "ମଜାକିଆ ଗପ"କୋଭିଡ କଟକଣା ପାଳନ ପୂର୍ବକ ଉନ୍ମୋଚିତ ହୋଇଯାଇଛି । ଡାକ୍ତର ଅଶୋକ ସେଠିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ରାଜେନ୍ଦ୍ର ମହାବିଦ୍ୟାଳୟର ଅବସର
Read More...

ପଦ୍ମଶ୍ରୀ କୁଞ୍ଜବିହାରୀ ମେହେରଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ଆଜି ବରପାଲି ଠାରେ ଅନ୍ତର୍ଜାତୀୟ ଖ୍ୟାତି ସମ୍ପର୍ଣ୍ଣ, ବିଖ୍ୟାତ ବାନ୍ଧ ଓ ବୟନ ଶିଳ୍ପୀ ପଦ୍ମଶ୍ରୀ ଶିଳ୍ପୀଗୁରୁ କୁଞ୍ଜବିହାରୀ ମେହେରଙ୍କ ତ୍ରୟୋଦଶତମ ଶ୍ରାଦ୍ଧବାର୍ଷିକୀ, ବରପାଲି କଲଭାରତୀ ସଂଗ୍ରହାଲୟ ଠାରେ ପାଳିତ ହୋଇଯାଇଛି । ବିଜେପୁର ବିଧାୟିକା ରୀତା
Read More...

ମାଟ୍ରିକ ପରୀକ୍ଷା ଫଳ ପ୍ରକାଶନରେ ଅହେତୁକ ବିଭ୍ରାଟ ନେଇ ଛାତ୍ର ଅଶାନ୍ତି : ଅଶୁ ସମାଧାନ ନ ହେଲେ ଆନ୍ଦୋଳନ ତୀବ୍ରତର…

ଯୁକ୍ତ ଦୁଇ ପାଠ୍ୟକ୍ରମରେ ସିଟ୍‌ ସଂଖ୍ୟା ବୃଦ୍ଧି ଓ ବ୍ରହ୍ମପର ବିଶ୍ଵବିଦ୍ୟାଳୟର ବର୍ଦ୍ଧିତ ଫିସ୍ ତୁରନ୍ତ ପ୍ରତ୍ୟାହାର ଦାବିରେ ଅଲ୍ ଇଣ୍ଡିଆ ଡିଏସଓର ଦାବୀପତ୍ର ପ୍ରଦାନ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମାଟ୍ରିକ ପରୀକ୍ଷା ଫଳ ପ୍ରକାଶନରେ ଅହେତୁକ ବିଭ୍ରାଟ ଦେଖାଦେଇଛି ।
Read More...

ପ୍ରଧାନ ପଣ୍ଡିତଙ୍କ ଅବସର ଗ୍ରହଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ବରିକେଲ ଲାଲାଜୀ ଗୋପାଳଜୀ ସଂସ୍କୃତ ବିଦ୍ୟାଳୟ ପ୍ରଧାନ ପଣ୍ଡିତ ବରିଷ୍ଠ ଶିକ୍ଷୟତ୍ରୀ ଶ୍ରୀମତୀ ଛଦ୍ମକେଶୀ ଦାସ, ସାହିତ୍ୟ ଶାସ୍ତ୍ରୀ ଆଜି ଅବସର ଗ୍ରହଣ କରିଛନ୍ତି । ଆଜି ସ୍ୱଳ୍ପ ସଂଖ୍ୟକ ଲୋକଙ୍କୁ ନେଇ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା
Read More...

ମହାନଦୀ କୋଲ୍‌ ଫିଲ୍‌ଡ଼୍‌ ଲିମିଟେଡ଼୍‌ର ସିଏସ୍‌ଆର୍‌ କାର୍ଯ୍ୟକ୍ରମ ଜରିଆରେ ବଲାଙ୍ଗିର ଜିଲ୍ଲାର ବିକାଶ ନିମନ୍ତେ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ମହାନଦୀ କୋଲ୍‌ ଫିଲ୍‌ଡ଼୍‌ ଲିମିଟେଡ଼୍‌ର ସିଏସ୍‌ଆର୍‌ କାର୍ଯ୍ୟକ୍ରମ ଜରିଆରେ ବଲାଙ୍ଗିର ଜିଲ୍ଲାର ବିକାଶ ନିମନ୍ତେ ‘ପ୍ରୋଜେକ୍ଟ ପ୍ରଗତି’ ଅନ୍ତର୍ଗତ ୧୩ ଗୋଟି ପ୍ରକଳ୍ପ ପାଇଁ ଏକ
Read More...