Monthly Archives

June 2021

ଝରନିପାଲି ଠାରେ ଶିଶୁଙ୍କ ଟୀକାକରଣ ସମ୍ବନ୍ଧୀୟ ଆଲୋଚନା କାର୍ଯ୍ୟକ୍ରମ

ଲୋଇସିଂହା, (କେପିଏନ୍‌ଏସ୍‌) : ଝରନିପାଲି ଗ୍ରାମର ମିଶନ ଶକ୍ତି ଗୃହ ଠାରେ ବିକଳ୍ପ କଣ୍ଟାବାଞ୍ଜି ଓ ପଲ୍ଲୀ ଆଲୋକ ପାଠାଗାର ନଅଗାଁ ତରଫରୁ ଶିଶୁଙ୍କ ଟୀକା ଓ କୋଭିଡ ଟୀକାକରଣ ଉପରେ ଏକ ଦକ୍ଷତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ପିଏପିର ଗୋବିନ୍ଦଚନ୍ଦ୍ର ବିଶି ସ୍ୱାଗତ ଭାଷଣ ଦେବା ସହିତ
Read More...

ଅବସର କାଳୀନ ବରିଷ୍ଠ ପ୍ରଧାନ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ସାଉରିଆ ଗ୍ରାମ ପଚାଂୟତ ଅର୍ନ୍ତଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କୁଆପଦାର ବରିଷ୍ଠ ପ୍ରଧାନ ଶିକ୍ଷକ ନାରାୟଣ ପାତ୍ରଙ୍କୁ ଆଜି ବିଦ୍ୟାଳୟ ତରଫରୁ ଅବସର କାଳୀନ ବିଦାୟୀ ସମ୍ବର୍ଦ୍ଧନା ଦିଆଯାଇଛି । ତାଙ୍କର ଏହି
Read More...

ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ମୋନୀଷା ବାନାର୍ଜୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ

ସୋନପୁର, (ପ୍ରଭୁଦତ୍ତ ରଥ) : ଆଜି ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ ସଭାଗୃହ ଠାରେ ଜିଲ୍ଲାପାଳ ଶ୍ରୀମତୀ ମୋନୀଷା ବାନାର୍ଜୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଅତିରିକ୍ତ ଜିଲ୍ଲପାଳ ସୂର୍ଯ୍ୟ ନାରାୟଣ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି
Read More...

ବଲାଙ୍ଗିରରେ ନିମୋକୋକାଲ୍ କଞ୍ଜୁଗେଟ୍ ଭ୍ୟାକ୍ସିନର ଶୁଭାରମ୍ଭ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଭୀମ ଭୋଇ ମେଡିକାଲ ଠାରେ ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ ନିମୋକୋକାଲ୍ କଞ୍ଜୁଗେଟ୍ ଭ୍ୟାକ୍ସିନ୍ (ପିସିଭି)ର ଶୁଭାରମ୍ଭ ହୋଇଯାଇଛି । ଏହି ଭ୍ୟାକ୍ସିନ ନିମୋକୋକାଲ ନିମୋନିଆ ଜୀବାଣୁ ଜନୀତ ସଂକ୍ରମଣ ତଥା ମସ୍ତିକ ସଂକ୍ରମଣରୁ ଶିଶୁଙ୍କୁ ସୁରକ୍ଷା
Read More...

ସାର୍ବଜନୀନ ଟୀକାକରଣ କାର୍ଯ୍ୟକ୍ରମରେ ନିମୋକୋକାଲ କଞ୍ଜୁଗେଟ ଭ୍ୟାକସିନ(ପିସିଭି) ସାମିଲ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସାର୍ବଜନୀନ ଟୀକାକରଣ କାର୍ଯ୍ୟକ୍ରମରେ ଆଜିଠାରୁ ଶିଶୁ ମାନଙ୍କ ପାଇଁ ନିମୋକୋକାଲ କଞ୍ଜୁଗେଟ ଭ୍ୟାକସିନ(ପିସିଭି) ସାମିଲ ହୋଇଛି । ରାଜ୍ୟସ୍ଥରୀୟ ଶୁଭ ଉଦଘାଟନ ପରେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଟୀକାକରଣ କେନ୍ଦ୍ର ଠାରେ ଆଜି ଦିନ ୧୨:୪୦
Read More...

ଗରିବ ପରିବାରକୁ ସହାୟତା ପ୍ରଦାନ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଆଜି ପୁରୀ ଜିଲ୍ଲା ଅନ୍ତର୍ଗତ ସତ୍ୟବାଦୀ ବ୍ଲକ ଅଧିନସ୍ଥ ବିଶ୍ୱନାଥ ପୁର ପଂଚାୟତ ବ୍ରାହ୍ମଣପଡା ଗ୍ରାମର ଗରିବ ପରିବାର ପିତାମ୍ବର ମହାପାତ୍ରଙ୍କ ପରିବାରକୁ ସହାୟ ହେଲେ ଦୁଇ ଯୁବ ସମାଜସେବୀ ବିଭୁ ପ୍ରସାଦ ନନ୍ଦ ଓ ଅମ୍ଲାନ ଅଭିଜିତ୍ ଶତପଥୀ ।
Read More...

ଯେଉଁ ଜିଲ୍ଲାର ରାଜସ୍ୱ ନିରୀକ୍ଷକ, ସେହି ଜିଲ୍ଲାରୁ ନିଯୁକ୍ତିି ଦିଆଯାଉ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସରକାର ଯେଉଁ ଜିଲ୍ଲାରେ ରାଜସ୍ୱ ନିରୀକ୍ଷକ ପଦବୀ ପୂରଣ କରୁଛନ୍ତି । ତେବେ ନିଯୁକ୍ତି ମଧ୍ୟ ସେହି ଜିଲ୍ଲାର ପ୍ରାଥୀଙ୍କୁ ଦିଆଯାଉ ବୋଲି ଆଶାୟୀ ପ୍ରାର୍ଥୀମାନେ ବଲାଙ୍ଗିର ଯାଦବ ଭବନ ଠାରେ ଅନୁଷ୍ଠିତ ଏକ ପ୍ରସ୍ତୁତି ବୈଠକରେ ଦାବୀ କରିଛନ୍ତି । ଓଡିଶା
Read More...

ନୂତନ ବିଇଓଙ୍କୁ ପ୍ରାଥମିକ ଶିକ୍ଷକ ସଂଘର ସ୍ୱାଗତ ସମ୍ବର୍ଦ୍ଧନା

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ଗୋଷ୍ଠୀ ଶିକ୍ଷାଧିକାରୀ ଭାବରେ ହୃଷିକେଶ ଗହୀର ଆଜି ଅତିରିକ୍ତ ଦାୟିତ୍ୱ ନେବା ପରେ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଆଜି ଶ୍ରୀ ଗହୀର ଯୋଗଦେଇ ଶିକ୍ଷକଙ୍କ ସହିତ ବିଭିିନ୍ନ ବିଷୟରେ
Read More...

ଦେଓଗାଁ ବ୍ଲକ ଉଡାର ପଞ୍ଚାୟତରେ ଆଜି ୨ଜଣ କରୋନା ରୋଗୀ ଚିହ୍ନଟ

ଦେଓଗାଁ, (ମନୀଷ କୁମାର ସାହୁ) : ବୁଧବାର ଦିନ ଦେଓଗାଁ ବ୍ଲକର ଉଡାର ପଞ୍ଚାୟତରେ ୨ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବାର ସରକାରୀ ରିପୋର୍ଟ ଆସିଛି ।
Read More...

ତହସିଲଦାରଙ୍କୁ ବିଭିନ୍ନ ମହଲରୁ ବିଦାୟ ସମ୍ବର୍ଦ୍ଧନା

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ତହସିଲଦାର ସୟଦ ଇସାକ ମଦିନାଙ୍କୁ ଗତ କିଛିଦିନ ହେଲା ବିଭିନ୍ନ ମହଲରେ ବିଦାୟ ସମ୍ବର୍ଦ୍ଧନା ଦିଆଯାଉଛି । ଆଜି ତାଙ୍କ ଚାକିରୀର ଶେଷ ଦିବସ ହେଇଥିବା ବେଳେ ଗତ ଦୁଇ ଦିନ ତଳେ ମ.ରାମପୁର ବାର ଆସୋସିଏସନ ତରଫରୁ ଏବଂ ପରେ ପରେ
Read More...