ଦେଓଗାଁ ବ୍ଲକ ଉଡାର ପଞ୍ଚାୟତରେ ଆଜି ୨ଜଣ କରୋନା ରୋଗୀ ଚିହ୍ନଟ ଓଡିଶା By Koshala Prabaha On Wednesday 30th June 2021, 6:58 pm Share ଦେଓଗାଁ, (ମନୀଷ କୁମାର ସାହୁ) : ବୁଧବାର ଦିନ ଦେଓଗାଁ ବ୍ଲକର ଉଡାର ପଞ୍ଚାୟତରେ ୨ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବାର ସରକାରୀ ରିପୋର୍ଟ ଆସିଛି । deogoan news