Browsing Tag

deogoan news

ଦେଓଗାଁ ବ୍ଲକ ଅନ୍ତର୍ଗତ ଡଙ୍ଗରପଡ଼ା କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ

ଦେଓଗାଁ, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଅନ୍ତର୍ଗତ ଡଙ୍ଗରପଡ଼ା କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଧାମୋହନ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ରୂପେ ଧଣ୍ଡାମାଲ ସରପଞ୍ଚ ଶ୍ରୀମତୀ
Read More...

ଦେଓଗାଁ, ଗୁଡ଼ଭେଲା ଓ ସଇଁତଲା ବ୍ଲକ ସହ ତୁଷୁରା ଏନ୍‌ଏସିର ୧୦୮ ଜଣ ଭିନ୍ନକ୍ଷମଙ୍କୁ ମିଳିବ ଉପକରଣ

ଦେଓଗାଁ, (ମନୀଷ କୁମାର ସାହୁ) : ବୁଧବାର ଦିନ ଦେଓଗାଁ ବ୍ଳକ କାର୍ଯ୍ୟାଳୟ ପରିସରରେ ଦିବ୍ୟାଙ୍ଗମାନଙ୍କ ଉପକରଣ ଚୟନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଦେଓଗାଁ ବ୍ଳକ ସହ ଗୁଡ଼ଭେଲା, ସଇଁତଲା ଓ ତୁଷୁରା ଏନ୍‌ଏସି ଅଞ୍ଚଳର ଦିବ୍ୟାଙ୍ଗ ହିତାଧିକାରୀମାନେ ଯୋଗ ଦେଇଥିଲେ । ମୋଟ
Read More...

ଅଖିଳ ଭାରତୀୟ ମାରୱାଡ଼ି ମହିଳା ସଙ୍ଘ ପକ୍ଷରୁ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ

ଦେଓଗାଁ, (ମନୀଷ କୁମାର ସାହୁ) : ଶନିବାର ଦିନ ମଧ୍ୟାହ୍ନରେ ଅଖିଳ ଭାରତୀୟ ମାରୱାଡ଼ି ମହିଳା ସଙ୍ଘର ଦେଓଗାଁ ଶାଖା ପକ୍ଷରୁ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶାଖାର ସଭ୍ୟାମାନଙ୍କ ମଧ୍ୟରେ ଖୁସବୁ ଅଗ୍ରୱାଲ, ରେଣୁ ଅଗ୍ରୱାଲ, ମଞ୍ଜୁ ଅଗ୍ରୱାଲ, ଟିଙ୍କି ଅଗ୍ରୱାଲ, ସବିତା
Read More...

କୁଡ଼ାସିଂହାରେ ନିଶାମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ

ଦେଓଗାଁ, (ମନୀଷ କୁମାର ସାହୁ ): ବଲାଙ୍ଗୀର ସଦର ବ୍ଲକ ଅନ୍ତର୍ଗତ କୁଡ଼ାସିଂହା ସ୍ଥିତ ବୁଢ଼ାଡଙ୍ଗର ଉଚ୍ଚ ମାଧ୍ୟମିକ ସ୍କୁଲରେ ନିଶାମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସ୍କୁଲର ଅଧ୍ୟକ୍ଷ ଛବିଳ ବଗର୍ତ୍ତିଙ୍କ ସଭାପତିତ୍ୱରେ ସ୍ଥାନୀୟ ପ୍ରାଥମିକ ଚିକିତ୍ସା
Read More...

୨ବର୍ଷ ପରେ ଭକ୍ତଙ୍କ ଗ୍ରହଣରେ କାଳିଆ : ଶାନ୍ତି ଶୃଙ୍ଖଳାରେ ଭକ୍ତ ଟାଣିଲେ ରଥ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକର ଦେଓଗାଁ କଛାରପାଲି, ରତନପୁର, ଅର୍ଡା, ମୁରସିଂହ, ଜରାସିଂହା, ସାଲେପାଲି, ରତନପୁର, କୁତୁର୍ଲା, ସିଆଲବାହାଲି, ସିକୁଆଁ, କରୁଆଁଝର, ଗୌଡଗୋଠ, ବଡବାହାଲ, ରତାଖଣ୍ଡି ସହ ବହୁ ଗାଁରେ ରଥଯାତ୍ରା ପାଳନ ହୋଇଯାଇଛି । ଦୁଇ ବର୍ଷ କରୋନା କଟକଣା ଯୋଗୁଁ
Read More...

ସୋନଗଡ଼ ନଦୀ କୂଳେ ଥାଇ ଶୋଷରେ ରହୁଛନ୍ତି ହାତୀସରା ଗ୍ରାମବାସୀ

ଦେଓଗାଁ, (ମନୀଷ କୁମାର ସାହୁ) : ଦିନକୁ ଦିନ ପ୍ରଚଣ୍ଡ ତାତି ବଢ଼ି ଚାଲିଛି । ଜଳ ସ୍ତର ତଳକୁ ତଳକୁ ଯାଉଛି । ଏହି ପରିସ୍ଥିତିରେ ନଦୀକୂଳରେ ଥିବା ଗାଁରେ ମଧ୍ୟ ପ୍ରାୟ ୧୦ ଦିନ ହେଲା ଜଳ ସଙ୍କଟ ବଢ଼ିବାରେ ଲାଗିଛି । ଏଭଳି ସମସ୍ୟା ଉପୁଜିଛି ଦେଓଗାଁ ବ୍ଳକରେ ପ୍ରଭାବିତ ହେଉଥିବା ସୋନଗଡ଼ ନଦୀ
Read More...

ଉଡାର ଏକ ଦିବସୀୟ ସର୍କଲ କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଉଡ଼ାରରେ ଏକ ଦିବସୀୟ ସର୍କଲ କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଦେଓଗାଁ, ଜରାସିଂହା, ନୂଆଁପାଲି, ବଲାଙ୍ଗିର, ପଣ୍ଡେଲ, କୁତୁର୍ଲା, ବଞ୍ଜିପାଲି, ଉଡ଼ାର ମୋଟ ୮ଟି ଦଳ ଭାଗ ନେଇଥିଲେ । ଏହି ପ୍ରତିଯୋଗିତାର
Read More...

ବେଆଇନ ବାଲି ଚୋରା ଚାଲାଣ ବେଳେ ଚଢ଼ାଉ : ୩ଗାଡ଼ିକୁ ଜୋରିମାନା

ଦେଓଗାଁ, (ମନୀଷ କୁମାର ସାହୁ) : ମଙ୍ଗଳବାର ଦିନ ଦେଓଗାଁ ତହସିଲ ଅଧିନରେ ଥିବା କଛାରପାଲି ଗାଁର ସୋନଗଡ଼ ନଦୀରୁ ଓଡି୦୩ଆର ୪୪୦୨(ମହିନ୍ଦ୍ରା), ଓଡି୦୩ଜେ ୫୬୬୦ (ସ୍ୱରାଜ) ଏବଂ ଓଡି୦୩ ଜି ୯୩୦୮ (ସ୍ୱରାଜ) ୩ଟିି ଟ୍ରାକ୍ଟରରେ ବାଳି ଚାଲାଣ କରୁଥିବା ବେଳେ ଦେଓଗାଁ ତହସିଲଦାର ଯୁଗଳ କିଶୋର
Read More...

୧୩ନଂ ଜିଲ୍ଲା ପରିଷଦ ଜୋନର ଭୋଟ ଗଣନା ଜାରି : ୧୦ମ ରାଉଣ୍ଡ ସୁଦ୍ଧା କଂଗ୍ରେସଠୁ ଆଗରେ ରହି ମଜବୁତ୍ ସ୍ଥିତିରେ ବିଜେଡି

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକର ପୂର୍ବାଞ୍ଚଳରେ ଥିବା ୧୩ଟି ପଞ୍ଚାୟତ ତଥା ୧୩ ନଂ. ଜିଲ୍ଲା ପରିଷଦ ଜୋନର ଭୋଟ ଗଣତି ଚାଲିଛି । ୧୦ଟି ରାଉଣ୍ଡ ଗଣନା ସରିଛି । ଏ ପର୍ଯ୍ୟନ୍ତ ବିଜେଡି ପ୍ରାର୍ଥୀନୀ ନିକଟତମ ପ୍ରତିଦ୍ୱନ୍ଦୀଙ୍କ ଠାରୁ ବହୁ ଭୋଟ ଆଗରେ ରହିଛନ୍ତି । ୧୦ମ ରାଉଣ୍ଡର
Read More...

ବରକାନୀରେ ରାମାୟଣ ପାରାୟଣ ସମାପ୍ତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜରାସିଂହା ପଞ୍ଚାୟତ ଅନ୍ତର୍ଗତ ବରକାନୀ ଗାଁରେ ରାମାୟଣ ପାରାୟଣର ୨୫ବର୍ଷ ପୂର୍ତ୍ତି ଅବସରରେ ୯ଦିନ ବ୍ୟାପୀ ତୁଳସୀ ରାମାୟଣ ପାରାୟଣ ଗତ ୨୭ତାରିଖରୁ ଆରମ୍ଭ ହୋଇ ଶୁକ୍ରବାର ଉଦଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ୟାସ ଅଜିତ ଷଡ଼ଙ୍ଗୀ,
Read More...