Browsing Tag

deogoan news

ସୋନଗଡ଼ ନଦୀ କୂଳେ ଥାଇ ଶୋଷରେ ରହୁଛନ୍ତି ହାତୀସରା ଗ୍ରାମବାସୀ

ଦେଓଗାଁ, (ମନୀଷ କୁମାର ସାହୁ) : ଦିନକୁ ଦିନ ପ୍ରଚଣ୍ଡ ତାତି ବଢ଼ି ଚାଲିଛି । ଜଳ ସ୍ତର ତଳକୁ ତଳକୁ ଯାଉଛି । ଏହି ପରିସ୍ଥିତିରେ ନଦୀକୂଳରେ ଥିବା ଗାଁରେ ମଧ୍ୟ ପ୍ରାୟ ୧୦ ଦିନ ହେଲା ଜଳ ସଙ୍କଟ ବଢ଼ିବାରେ ଲାଗିଛି । ଏଭଳି ସମସ୍ୟା ଉପୁଜିଛି ଦେଓଗାଁ ବ୍ଳକରେ ପ୍ରଭାବିତ ହେଉଥିବା ସୋନଗଡ଼ ନଦୀ
Read More...

ଉଡାର ଏକ ଦିବସୀୟ ସର୍କଲ କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଉଡ଼ାରରେ ଏକ ଦିବସୀୟ ସର୍କଲ କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଦେଓଗାଁ, ଜରାସିଂହା, ନୂଆଁପାଲି, ବଲାଙ୍ଗିର, ପଣ୍ଡେଲ, କୁତୁର୍ଲା, ବଞ୍ଜିପାଲି, ଉଡ଼ାର ମୋଟ ୮ଟି ଦଳ ଭାଗ ନେଇଥିଲେ । ଏହି ପ୍ରତିଯୋଗିତାର
Read More...

ବେଆଇନ ବାଲି ଚୋରା ଚାଲାଣ ବେଳେ ଚଢ଼ାଉ : ୩ଗାଡ଼ିକୁ ଜୋରିମାନା

ଦେଓଗାଁ, (ମନୀଷ କୁମାର ସାହୁ) : ମଙ୍ଗଳବାର ଦିନ ଦେଓଗାଁ ତହସିଲ ଅଧିନରେ ଥିବା କଛାରପାଲି ଗାଁର ସୋନଗଡ଼ ନଦୀରୁ ଓଡି୦୩ଆର ୪୪୦୨(ମହିନ୍ଦ୍ରା), ଓଡି୦୩ଜେ ୫୬୬୦ (ସ୍ୱରାଜ) ଏବଂ ଓଡି୦୩ ଜି ୯୩୦୮ (ସ୍ୱରାଜ) ୩ଟିି ଟ୍ରାକ୍ଟରରେ ବାଳି ଚାଲାଣ କରୁଥିବା ବେଳେ ଦେଓଗାଁ ତହସିଲଦାର ଯୁଗଳ କିଶୋର
Read More...

୧୩ନଂ ଜିଲ୍ଲା ପରିଷଦ ଜୋନର ଭୋଟ ଗଣନା ଜାରି : ୧୦ମ ରାଉଣ୍ଡ ସୁଦ୍ଧା କଂଗ୍ରେସଠୁ ଆଗରେ ରହି ମଜବୁତ୍ ସ୍ଥିତିରେ ବିଜେଡି

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକର ପୂର୍ବାଞ୍ଚଳରେ ଥିବା ୧୩ଟି ପଞ୍ଚାୟତ ତଥା ୧୩ ନଂ. ଜିଲ୍ଲା ପରିଷଦ ଜୋନର ଭୋଟ ଗଣତି ଚାଲିଛି । ୧୦ଟି ରାଉଣ୍ଡ ଗଣନା ସରିଛି । ଏ ପର୍ଯ୍ୟନ୍ତ ବିଜେଡି ପ୍ରାର୍ଥୀନୀ ନିକଟତମ ପ୍ରତିଦ୍ୱନ୍ଦୀଙ୍କ ଠାରୁ ବହୁ ଭୋଟ ଆଗରେ ରହିଛନ୍ତି । ୧୦ମ ରାଉଣ୍ଡର
Read More...

ବରକାନୀରେ ରାମାୟଣ ପାରାୟଣ ସମାପ୍ତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜରାସିଂହା ପଞ୍ଚାୟତ ଅନ୍ତର୍ଗତ ବରକାନୀ ଗାଁରେ ରାମାୟଣ ପାରାୟଣର ୨୫ବର୍ଷ ପୂର୍ତ୍ତି ଅବସରରେ ୯ଦିନ ବ୍ୟାପୀ ତୁଳସୀ ରାମାୟଣ ପାରାୟଣ ଗତ ୨୭ତାରିଖରୁ ଆରମ୍ଭ ହୋଇ ଶୁକ୍ରବାର ଉଦଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ୟାସ ଅଜିତ ଷଡ଼ଙ୍ଗୀ,
Read More...

ପଞ୍ଚାୟତ ନିର୍ବାଚନରେ ଦେଓଗାଁ ବ୍ଲକର ୩୧୩ଟି ୱାର୍ଡ ମଧ୍ୟରୁ ୫୩ଟି ୱାର୍ଡ଼ ଅତି ସମ୍ବେଦନଶୀଳ ନିର୍ବାଚନରେ ଶୃଙ୍ଖଳା…

ଦେଓଗାଁ, (ମନୀଷ କୁମାର ସାହୁ) : ଆସନ୍ତା ୨୨ତାରିଖ ଦିନ ଦେଓଗାଁ ବ୍ଳକରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଶାନ୍ତିଶୃଙ୍ଖଳା ସହ କରିବା ପାଇଁ ପ୍ରଶାସନ ପକ୍ଷରୁ ଜୋରଜାର ପ୍ରସ୍ତୁତି ଚାଲିଛି । ବୁଧବାର ଦିନ ଅପରାହ୍ନରେ କିଛି ପଞ୍ଚାୟତରେ ପୁଲିସ ପ୍ରଶାସନ ପକ୍ଷରୁ ଫ୍ଲାକ
Read More...

ଓମ୍ ସାଇ ରାମ୍ କ୍ରିକେଟ ପ୍ରତିଯୋଗିତା ଉଦଘାଟିତ : ଭୂତିଆରବାହାଲକୁ ହରାଇ ସେମିଫାଇନାଲରେ ସିକୁଆଁ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ବଡବନ୍ଧ ପଞ୍ଚାୟତ ସିଲେଟକାନିରେ ଓମ୍ ସାଇ ରାମ୍ କ୍ରିକେଟ କମିଟି ପକ୍ଷରୁ ଅନୁଷ୍ଠିତ ହେଉଥିବା କ୍ରିକେଟ ପ୍ରତିଯୋଗିତା ମଙ୍ଗଳବାର ଦିନ ଦ୍ଵିତୀୟ ଦିନରେ ପହଞ୍ଚିଛି । ଆଜିର ପ୍ରଥମ ମ୍ୟାଚ୍‌ ଭୂତିଆରବାହାଲ ସହ ବଡବନ୍ଧ ମଧ୍ୟରେ ହୋଇଥିଲା । ଏହି
Read More...

ଅବସରପ୍ରାପ୍ତ ଶିକ୍ଷକ ମକରଧ୍ୱଜ ବକୁଳଙ୍କ ଦେହାନ୍ତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକ ଜରାସିଂହା ଗାଁର ଅବସରପ୍ରାପ୍ତ ଶିକ୍ଷକ ମକରଧ୍ୱଜ ବକୁଳ ସୋମବାର ରାତି ୧୦ଟାରେ ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ହୃଦଘାତ ଯୋଗୁଁ ମୃତ୍ୟୁ ଘଟିଥିବା ଜଣାପଡିଛି । ତାଙ୍କ ଗୋଟିଏ ପୁଅ ମାନସ ଓ ଦୁଇଟି ଝିଅ ମାନସୀ ଓ
Read More...

ଭୀମବୁଢ଼ା କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ : ରତାଖଣ୍ଡିକୁ ହରାଇ ଥାଲବନ୍ଧ ଚାମ୍ପିଅନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ମକୁନ୍ଦପୁର ପଞ୍ଚାୟତର ଭୀମଡୁଙ୍ଗୁରି ଗାଁରେ ଗତ ୨୨ତାରିଖରୁ ଆରମ୍ଭ ହୋଇଥିବା ଭୀମବୁଢ଼ା କ୍ରିକେଟ ପ୍ରତିଯୋଗିତା ରବିବାର ଦିନ ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଦେଓଗାଁ ବ୍ଲକ ପୂର୍ବ ଅଧ୍ୟକ୍ଷ ଲକ୍ଷ୍ମଣ ମେହେର
Read More...

ଦେଓଗାଁ ବ୍ଲକରେ ବିଜୁ ଜନତା ଦଳର ୨୫ତମ ପ୍ରତିଷ୍ଠା ଦିବସ

ଦେଓଗାଁ, (ମନୀଷ କୁମାର ସାହୁ) : ରବିବାର ଦିନ ୨ଟା ସମୟରେ ଦେଓଗାଁ ଡାକ ବଙ୍ଗଳା ପରିସରରେ ବିଜୁ ଜନତା ଦଳର ୨୫ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ବ୍ଳକ ବିଜେଡି ସଭାପତି ସୁଶିଲ ଚାନ୍ଦ ସଭାପତିତ୍ୱ କରିଥିବା ବେଳେ ବ୍ଲକ ଯୁବ
Read More...