pakka

ଅବସରପ୍ରାପ୍ତ ଶିକ୍ଷକ ମକରଧ୍ୱଜ ବକୁଳଙ୍କ ଦେହାନ୍ତ

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକ ଜରାସିଂହା ଗାଁର ଅବସରପ୍ରାପ୍ତ ଶିକ୍ଷକ ମକରଧ୍ୱଜ ବକୁଳ ସୋମବାର ରାତି ୧୦ଟାରେ ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ହୃଦଘାତ ଯୋଗୁଁ ମୃତ୍ୟୁ ଘଟିଥିବା ଜଣାପଡିଛି । ତାଙ୍କ ଗୋଟିଏ ପୁଅ ମାନସ ଓ ଦୁଇଟି ଝିଅ ମାନସୀ ଓ ମୋନାଲିସା ତାଙ୍କ ପରଲୋକ ସମୟରେ ତାଙ୍କ ନିକଟରେ ଥିଲେ । ତାଙ୍କ ମରଶରୀରକୁ ମଙ୍ଗଳବାର ଦିନ ସକାଳେ ସୋନଗଡ଼ ନଦୀ କୂଳରେ ଦାହ ତ୍ସକାର କରାଯାଇଥିଲା । ପୁଅ ମାନସ ମୁଖାଗ୍ନି ଦେଇଥିବା ବେଳେ ତାଙ୍କ ପରଲୋକ ଖବର ପାଇବା ପରେ ଜରାସିଂହା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

jay balangir
Leave A Reply

Your email address will not be published.

three − 2 =