pakka

୧୩ନଂ ଜିଲ୍ଲା ପରିଷଦ ଜୋନର ଭୋଟ ଗଣନା ଜାରି : ୧୦ମ ରାଉଣ୍ଡ ସୁଦ୍ଧା କଂଗ୍ରେସଠୁ ଆଗରେ ରହି ମଜବୁତ୍ ସ୍ଥିତିରେ ବିଜେଡି

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକର ପୂର୍ବାଞ୍ଚଳରେ ଥିବା ୧୩ଟି ପଞ୍ଚାୟତ ତଥା ୧୩ ନଂ. ଜିଲ୍ଲା ପରିଷଦ ଜୋନର ଭୋଟ ଗଣତି ଚାଲିଛି । ୧୦ଟି ରାଉଣ୍ଡ ଗଣନା ସରିଛି । ଏ ପର୍ଯ୍ୟନ୍ତ ବିଜେଡି ପ୍ରାର୍ଥୀନୀ ନିକଟତମ ପ୍ରତିଦ୍ୱନ୍ଦୀଙ୍କ ଠାରୁ ବହୁ ଭୋଟ ଆଗରେ ରହିଛନ୍ତି । ୧୦ମ ରାଉଣ୍ଡର ସମାପ୍ତି ବେଳେ ବିଜେଡି ୧୨୭୨୭ଭୋଟ ପାଇଥିବା ବେଳେ ତା ପଛକୁ କଂଗ୍ରେସ ୧୦୩୬୯ ଓ ଆପ ୨୨୧୪ଭୋଟ ପାଇଛନ୍ତି । କଂଗ୍ରେସ ଠାରୁ ୨୩୫୮ଭୋଟରେ ଆଗୁଆ ରହି ବିଜେଡି ମଜବୁତ୍ ସ୍ଥିତିରେ ରହିଛି ।

Leave A Reply

Your email address will not be published.

nine − 8 =