Browsing Tag

deogoan news

କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ କୁଡାସିଂହାରେ ୧୦ଫୁଟର ଡଙ୍ଗା ଭସାଣି

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ କୁଡାସିଂହା କାର୍ତ୍ତିକେଶ୍ଵର ଡଙ୍ଗାପାର୍ଟି ପକ୍ଷରୁ କାର୍ତ୍ତିକ ପୂର୍ଣ୍ଣିମା ଦିନ ସକାଳ ଭୋର ୪ଟାରୁ କିର୍ତନ ସହ ଗାଁ ପରିକ୍ରମା କରି ପ୍ରାୟ ୧୦ଫୁଟ ଲମ୍ବର ସୋଲରେ ତିଆରି ଡଙ୍ଗା ସ୍ଥାନୀୟ ଅଏଁଲା ସାଗର ପୋଖରୀରେ ଭସାଇଥିଲେ ।
Read More...

ମାରୱାଡ଼ି ମହିଳା ଗୋଷ୍ଠୀ ଦ୍ଵାରା ସାମୁହିକ ଏକାଦଶୀ ଉଦ୍ୟାପନ କାର୍ଯ୍ୟକ୍ରମ ଉଦଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ଅଖିଳ ଭାରତୀୟ ମାରୱାଡ଼ି ମହିଳା ଗୋଷ୍ଠୀର ଅଧ୍ୟକ୍ଷା ଶ୍ରୀମତୀ ନିରୁ ଅଗ୍ରୱାଲଙ୍କ ନେତୃତ୍ୱରେ ସାମୂହିକ ଏକାଦଶୀ ଉଦ୍ୟାପନ କାର୍ଯ୍ୟକ୍ରମ ବଲାଙ୍ଗିରରେ ଉଦଯାପିତ ହୋଇଯାଇଛି । ତେଣୁ ଉଦ୍ୟାପନ୍ ପାଳନ କାର୍ଯ୍ୟକ୍ରମରେ ବାଲାଙ୍ଗିର ସହର ସହ ଭୁବନେଶ୍ୱର, ବରଗଡ,
Read More...

ଓମ୍ ସାଇ ରାମ୍ କ୍ରିକେଟ ପ୍ରତିଯୋଗିତା ଉଦଯାପିତ : ସାଲେପାଲିକୁ ହରାଇ ରେମେଣ୍ଡା ଚାମ୍ପିଅନ 

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଗୌଡଗୋଠ ସ୍ଥିତ ହାଇସ୍କୁଲ ପଡ଼ିଆରେ ଓମ୍ ସାଇ ରାମ୍ କ୍ରିକେଟ କ୍ଳବ୍ ଆନୁକୂଲ୍ୟରେ ହୋଇଆସୁଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୬ଟି ଦଳ ଭାଗ ନେଇଥିଲେ । ଆଜିର ଫାଇନାଲ ମ୍ୟାଚରେ ସାଲେପାଲିକୁ ୫୬
Read More...

ଦେଓଗାଁ ବିଜୟାନନ୍ଦ ଚିନିକଳ ପୁନଃ କାର୍ଯ୍ୟକ୍ଷମ ଦାବୀ ୭୪ଦିନରେ : ନଜର ପକାଉ ନାହାନ୍ତି ନେତା କି ଅଧିକାରୀ

ଦେଓଗାଁ, (ମନୀଷ କୁମାର ସାହୁ) : ଗତ ସେପ୍ଟେମ୍ବର ମାସ ୧ତାରିଖରୁ ଦେଓଗାଁ ସାଗରପାଲି ସ୍ଥିତ ବିଜୟାନନ୍ଦ ଚିନିକଳରେ ହୋଇ ଆସୁଥିବା ଚିନିକଳ ପୁନଃ କାର୍ଯ୍ୟକ୍ଷମ ପାଇଁ ଅନିଶ୍ଚିତ କାଳୀନ ଧାରଣା ରବିବାର ଦିନ ୭୪ଦିନରେ ପହଞ୍ଚିଛି । ଦୀର୍ଘ ଦିନ ଧରି ଧାରଣା ବସି ଆସୁଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ
Read More...

ଜଗନ୍ନାଥ ଫୁଟବଲ ପ୍ରତିଯୋଗିତା : ମହିପୁରକୁ ହରାଇଲା ଦେଓଗାଁ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ବଡବନ୍ଧ ସ୍ଥିତ ହାଇସ୍କୁଲ ଖେଳ ପଡ଼ିଆ ଠାରେ ଜଗନ୍ନାଥ ଫୁଟବଲ ଏସୋସିଏସ୍‌ନ୍‌ ବଡବନ୍ଧ ପକ୍ଷରୁ ହେଉଥିବା ଫୁଟବଲ ପ୍ରତିଯୋଗିତାର ଆଜିର ମ୍ୟାଚରେ ମହିପୁର ବିପକ୍ଷରେ ଦେଓଗାଁ ଦଳ ୩-୦ଗୋଲରେ ବିଜୟ ଲାଭ କରିଛି । ଆଜିର ଖେଳକୁ ଶଶୀ ବେହେରା, ଜିତୁ
Read More...

ନାଇକେନଶିରା ଦିନିକିଆ ଫୁଟବଲ ପ୍ରତିଯୋଗିତା ଉଦଯାପିତ : ମୁରସିଂହକୁ ପେନାଲଟିରେ ୬-୫ଗୋଲରେ ହରାଇ ନାଇକେନଶିରା ଚାମ୍ପିଅନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ହାତୀସରା ପଞ୍ଚାୟତ ନାଇକେନଶିରାରେ ଦିନିକିଆ ଫୁଟବଲ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ଏଥିରେ ୮ଟି ଦଳ ଭାଗ ନେଇଥିଲେ । ଫାଇନାଲ ଖେଳରେ ନାଇକେନଶିରା ଦଳ ମୁରସିଂହକୁ ପେନାଲଟିରେ ୬-୫ଗୋଲରେ ବିଜୟ ଲାଭ କରିଥିଲା । ଏହି ପ୍ରତିଯୋଗିତାର
Read More...

କନିଷ୍ଠ ଶିକ୍ଷକ, ଶିକ୍ଷୟିତ୍ରୀ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଓଡ଼ିଶା କନିଷ୍ଠ ଶିକ୍ଷକ, ଶିକ୍ଷୟିତ୍ରୀ ସଂଘ ପକ୍ଷରୁ ବିଭିନ୍ନ ସମସ୍ୟାର ସମାଧାନ ଦାବୀରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଅଭିଯୋଗ ଅନୁସାରେ, ସମଗ୍ର ଶିକ୍ଷା
Read More...

ଯୁବ ଗୋଷ୍ଠୀଙ୍କ ଦ୍ଵାରା ଗାଁ ସଫେଇ କାର୍ଯ୍ୟକ୍ରମ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ମକୁନ୍ଦପୁର ପଞ୍ଚାୟତର ରୁଗୁଡ଼ିପାଲି ଗାଁର ମଧ୍ୟ ଭାଗରୁ ପୋଖରୀ ପର୍ଯ୍ୟନ୍ତ ରାସ୍ତା ସଫା କରାଯାଇଛି । ଗାଁର ରମେଶ ବେହେରା, ମାନସ ତ୍ରିପାଠୀ, କାର୍ତ୍ତିକ ଭୋଇ ଓ ନିରୋଜ ବଗର୍ତ୍ତି ନେତୃତ୍ୱରେ ଗାଁର ୩୦ରୁ ଅଧିକ ଯୁବକ ଗାଁରୁ ପୋଖରୀକୁ
Read More...

୨ଜଣ ସମାଜସେବୀଙ୍କ ସମ୍ପୂର୍ଣ୍ଣ ଶରୀର ଦାନ ଘୋଷଣା

ଦେଓଗାଁ, (ମନୀଷ କୁମାର ସାହୁ) : ବୁଧବାର ଦିନ ଏନଏଫଆଇଡିର ୨ଜଣ ସକ୍ରିୟ ସଦସ୍ୟ ତଥା ଦେଓଗାଁ ଅଞ୍ଚଳର ସମାଜସେବୀ ଗୋବର୍ଦ୍ଧନ ଓ ପୁରୁଷୋତ୍ତମ ଭୀମ ଭୋଇ ହସ୍ପିଟାଲ୍ ମେଡିକାଲ୍ କଲେଜରେ ନିଜର ସମ୍ପୂର୍ଣ୍ଣ ଶରୀର ଦାନ ପାଇଁ ଘୋଷଣା କରିଛନ୍ତି । ଏହି ସମୟରେ ଭୀମ ଭୋଇ ହସ୍ପିଟାଲ୍ ମେଡିକାଲ୍ କଲେଜର
Read More...

ବେଆଇନ ବାଲି ଚୋରା ଚାଲାଣ : ଟ୍ରାକ୍ଟରରୁ ଜରିମାନା ଆଦାୟ

ଦେଓଗାଁ, (ମନୀଷ କୁମାର ସାହୁ) : ବୁଧବାର ଦିନ ଦେଓଗାଁ ବଙ୍ଗଳା ଛକ ନିକଟରେ ଦେଓଗାଁ ସୋନଗଡ ନଦୀରୁ ବେଆଇନ ଭାବେ ବାଳି ଚୋରା ଚାଲାଣ କରାଯାଉଥିବା ବେଳେ ଦେଓଗାଁ ତହସିଲଦାର ଯୁଗଳ କିଶୋର ବିଶ୍ଵାଳ ଓ ଜରାସିଂହା ଆରଆଇ ଚଢ଼ାଉ କରି ଟ୍ରାକ୍ଟର (ଓଡ଼ି୦୩ଜେ୫୬୬୦) ଗାଡିରୁ ୧୦ହଜାର ୧୦୧ଟଙ୍କା ଆଦାୟ
Read More...
error: Content is protected !!