ଏସଟିଏଫ୍ ହାତରେ ଧରାପଡ଼ିଲା ହାତୀ ଦାନ୍ତ ଚୋରା ଚାଲାଣକାରୀ ବିପୁଲ : ୯ କେ.ଜି ଓଜନର ହାତୀ ଦାନ୍ତ ଜବତ

ଦେଓଗାଁ, (ମନୀଷ କୁମାର ସାହୁ) : ଏସଟିଏଫ୍ ହାତରେ ଧରାପଡ଼ିଛି ହାତୀ ଦାନ୍ତ ଚୋରା ଚାଲାଣକାରୀ ବିପୁଲ ବୋଲି ଖବର ମିଳିଛି । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ଗୁଡଭେଲାରେ ଡିଲ୍ ବେଳେ ଏସଟିଏଫ୍ ଓ ବନ ବିଭାଗର ମିଳିତ ଚଢାଉରେ ଅଭିଯୁକ୍ତ ବିପୁଲ ବାଗକୁ ଗିରଫ କରାଯାଇଥିବା ବେଳେ୯ କେ.ଜି ଓଜନର ହାତୀ ଦାନ୍ତ ଅଭିଯୁକ୍ତ ବିପୁଲ ଠାରୁ ଜବତ କରାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.

ten − three =