ବ୍ରାଉନ ସୁଗର ସହ ୫ ଗିରଫ
ଗଞ୍ଜାମ, (କେପିଏନ୍ଏସ୍) : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ପୋଲିସକୁ ଏକ ବଡ ସଫଳତା ମିଳିଥିବା ଜଣାପଡିଛି । ପ୍ରାପ୍ତ ସୂଚନା ଅନୁସାରେ ଗତକାଲି ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ୫ ଜଣ ସକ୍ରିୟ ବ୍ରାଉନ ସୁଗାର ବେପାରୀଙ୍କୁ ଭଞ୍ଜନଗର ପୋଲିସ ଗିରଫ କରିଛି । ଗିରଫ ଯୁବକ ମାନଙ୍କ ଠାରୁ ୪୪ ଗ୍ରାମ!-->…
Read More...
Read More...