ଖୁଣ୍ଟପାଲିରେ ବିସ୍ଥାପନ ଆରମ୍ଭ : ବଢ଼ିଲା ଅସନ୍ତୋଷ
ବଲାଙ୍ଗିର, (କେପିଏନ୍ଏସ୍) : ଲଗାଣ ବର୍ଷା ଯୋଗୁଁ ବଲାଙ୍ଗିରର ଲୋୟର ସୁକତେଲ ଡ୍ୟାମରେ ଜଳସ୍ତର କ୍ରମାଗତ ଭାବେ ବଢ଼ୁଛି । ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଆଖିଆଗରେ ରଖି ପ୍ରଶାସନ ବୁଡ଼ି ଅଞ୍ଚଳରେ ବିସ୍ଥାପନ ପ୍ରକ୍ରିୟା ଆରମ୍ଭ କରିଛି । ତେବେ କ୍ଷତିପୂରଣ ଓ ପୁନର୍ବାସକୁ ନେଇ!-->…
Read More...
Read More...