Daily Archives

ଶିକ୍ଷକ ଅବସରକାଳୀନ ସମ୍ବର୍ଦ୍ଧନା ସଭା

ମ. ରାମପୁର, (ପି. କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକର ଡି. କର୍ଲାଖୁଣ୍ଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବରିଷ୍ଠ ଶିକ୍ଷକ ରାଜୀବ ପୂଝାରୀ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୂର୍ଯ୍ୟକାନ୍ତ ସାହୁଙ୍କ ସଭାପତିତ୍ୱରେ
Read More...

ଶିକ୍ଷା କ୍ଷେତ୍ରରେ ଜଣେ ଦକ୍ଷ ସଂଗଠକ ବିଇଓ ନୀଳମଣି ପଟେଲଙ୍କ ଅବସର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୀର୍ଘ ବର୍ଷର ସଫଳ ଓ କର୍ମମୟ ଚାକିରୀ ଜୀବନର ଅବସାନ ଘଟାଇ ବଲାଙ୍ଗିର ବ୍ଲକ ଶିକ୍ଷା ଅଧିକାରୀ ନୀଳମଣି ପଟେଲ ଗତ ମେ ୩୧ ତାରିଖରେ ସରକାରୀ ସେବାରୁ ଅବସର ଗ୍ରହଣ କରିଛନ୍ତି । ତାଙ୍କ ଅବସର ସହିତ ବଲାଙ୍ଗିର ଜିଲ୍ଲାର ଶିକ୍ଷା କ୍ଷେତ୍ରରେ ଏକ ଉଜ୍ଜ୍ୱଳ ଅଧ୍ୟାୟର
Read More...

ଅହଲ୍ୟାବାଇ ହୋଲକରଙ୍କ ଜନ୍ମ ଜୟନ୍ତୀକୁ ରାଷ୍ଟ୍ରୀୟ ମହିଳା ଦିବସ ଭାବରେ ପାଳିଲା ବିଏମ୍ଏସ୍

ରାଉରକେଲା, (ସସ୍ମିତା ପ୍ରଧାନ) : ମାହଓ୍ବା ପ୍ରଦେଶର ମହାରାଣୀ ଅହଲ୍ୟାବାଇ ହୋଲକରଙ୍କ ଦ୍ୱବାରା ଉଦ୍ଧାର କରାଯାଇଥିବା ୨୫୦ରୁ ଉର୍ଦ୍ଧ୍ବ ଜରାଜୀର୍ଣ୍ଣ ମନ୍ଦିର, ଧର୍ମଶାଳାର ନିର୍ମାଣ, କୂଅ ଓ ପୋଖରୀର ଖନନକୁ ନେଇ ବିଏମ୍ଏସ୍ ପକ୍ଷରୁ ରାଷ୍ଟ୍ରୀୟ ମହିଳା ଦିବସ ରୂପେ ପାଳନ କରାଯାଇଛି । ୧୭୨୫ ମଇ
Read More...

ଏକତ୍ର ଆୟୋଜିତ ଆଲୋଚନା ଚକ୍ର

ନାଟକର ଉପଭୋକ୍ତା ଦର୍ଶକ, ସେ ଶ୍ରୋତା ନୁହେଁ : ସୁବୋଧ ପଟ୍ଟନାୟକ ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ସହରର ୨୭ ଗୋଟି ନାଟ୍ୟାନୁଷ୍ଠାନକୁ ନେଇ ଗଠିତ ଏକତ୍ର ରାଉରକେଲା ଦ୍ୱାରା ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ସେକ୍ଟର-୭ସ୍ଥିତ ମଧୁମଣ୍ଡପଠାରେ ଅନୁ୍‌ଷ୍ଠିତ ହୋଇଯାଇଛି । ଏହି
Read More...

ଆନ୍ତଃ ଜିଲ୍ଲା ସିଏମ୍‌ ଟ୍ରଫି-୨୦୨୬ ଫୁଟବଲ ଚାମ୍ପିୟନସିପ୍‌ ଉଦ୍‌ଘାଟିତ

ବାଳକ ବର୍ଗରେ ବୌଦ୍ଧ ଓ ନୟାଗଡ଼, ବାଳିକା ବର୍ଗରେ ଦେବଗଡ଼ ବିଜୟୀ ବଲାଙ୍ଗିର, (କେପିଏନ୍‌ଏସ୍‌) : ଆନ୍ତଃ ଜିଲ୍ଲା ୧୪ ବର୍ଷ ବାଳକ ଓ ବାଳିକା ସିଏମ୍‌ ଟ୍ରଫି-୨୦୨୬ ଫୁଟବଲ ଚାମ୍ପିୟନସିପ୍‌ ଗାନ୍ଧୀ ଷ୍ଟାଡ଼ିୟମ, ବଲାଙ୍ଗିର ଓ ପଲ୍ଲିଶ୍ରୀ ଷ୍ଟାଡ଼ିୟମ, ସଦାଇପାଲି ଠାରେ ଉଦ୍‌ଘାଟିତ
Read More...

ପଶ୍ଚିମ ଏସିଆର ସାମ୍ପ୍ରତିକ ପରିସ୍ଥିତି ନେଇ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

ପଶ୍ଚିମ ଏସିଆ ପରିସ୍ଥିତି ଦୃଷ୍ଟିରେ ଯୋଗ୍ୟ ଋଣଗ୍ରହୀତାଙ୍କ ପାଇଁ ଜରୁରୀକାଳୀନ କ୍ରେଡିଟ୍ ଲାଇନ୍ ଗ୍ୟାରେଣ୍ଟି ଯୋଜନାନିୟମିତ ଆମଦାନୀ ଓ ଘରୋଇ ଉତ୍ପାଦନ ଯୋଗୁଁ ଖାଇବା ତେଲର ପର୍ଯ୍ୟାପ୍ତ ଷ୍ଟକ୍ ଉପଲବ୍ଧଭାରତରେ ସମସ୍ତ ପ୍ରମୁଖ ସାରଗୁଡ଼ିକର ଉପଲବ୍ଧତା ଆବଶ୍ୟକତାଠାରୁ ଅଧିକ ରହିଛିଗତ ୩ ଦିନ
Read More...

ରୋଗୀ-କେନ୍ଦ୍ରିକ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ ପାଇଁ ଇଏସ୍ଆଇସିର ଡିଜିଟାଲ୍ ପଦକ୍ଷେପ

ଡିଜିଟାଲ୍ ଚ୍ୟାନେଲ୍ ମାଧ୍ୟମରେ ରୋଗୀଙ୍କ ସିଧାସଳଖ ମତାମତ ସଂଗ୍ରହ କରିବ ଇଏସ୍ଆଇସି୩ରୁ କମ୍ ରେଟିଂ ମିଳିଲେ ସତର୍କ ସଙ୍କେତ; ଓଟିପି ଓ ରିଅଲ୍-ଟାଇମ୍ ମନିଟରିଂ ସହ ନୂଆ ଫିଡ୍ବ୍ୟାକ୍ ବ୍ୟବସ୍ଥା ନୂଆଦିଲ୍ଲୀ, (ପିଆଇବି) : ଚିକିତ୍ସା ସେବାର ଗୁଣବତ୍ତା ବୃଦ୍ଧି କରିବା ଏବଂ ରୋଗୀ-କୈନ୍ଦ୍ରିକ
Read More...

୨୦୨୫-୨୬ରେ ଭାରତର ସାମୁଦ୍ରିକ ଖାଦ୍ୟ ରପ୍ତାନିରେ ନୂଆ ରେକର୍ଡ; ୮.୪୬ ବିଲିୟନ୍ ଡଲାର ଆୟ

ବୈଶ୍ୱିକ ପ୍ରତିକୂଳତା ସତ୍ତ୍ୱେ ରପ୍ତାନି ପରିମାଣ ଓ ମୂଲ୍ୟରେ ଐତିହାସିକ ସଫଳତାରପ୍ତାନିରେ ଫ୍ରୋଜେନ୍ ଚିଙ୍ଗୁଡ଼ିର ଚାହିଦା; ପ୍ରମୁଖ କ୍ରେତା ଆମେରିକା ଓ ଚୀନ୍ ଭୁବନେଶ୍ୱର, (ପିଆଇବି) : ଭାରତ ୨୦୨୫-୨୬ ଆର୍ଥିକ ବର୍ଷରେ ୭୩,୮୯୦.୪୬ କୋଟି ଟଙ୍କା (୮.୪୬ ବିଲିୟନ ଡଲାର) ମୂଲ୍ୟର
Read More...

ଇସିଏଲଜିଏସ ୫.୦: ଅଧିକ ପ୍ରୋତ୍ସାହନ ସହ ଏମଏସଏମଇଗୁଡ଼ିକର ହେବ ସଶକ୍ତିକରଣ; ତ୍ୱରାନ୍ୱିତ ହେବ ଆର୍ଥିକ ବିକାଶ

ଆସନ୍ତା ୩ ତାରିଖ କଟକରେ ହେବ ଇସିଏଲଜିଏସ ୫.୦ ଉପରେ ଜନସଚେତନତା କାର୍ଯ୍ୟକ୍ରମ ନୂଆଦିଲ୍ଲୀ, (ପିଆଇବି) : ଆସନ୍ତା ୩ ତାରିଖ, ବୁଧବାର କଟକଠାରେ ଏମଏସଏମଇଗୁଡ଼ିକ ପାଇଁ ଜରୁରୀକାଳୀନ କ୍ରେଡିଟ୍ ଲାଇନ ଗ୍ୟାରେଣ୍ଟି ଯୋଜନା (ଇସିଏଲଜିଏସ ୫.୦)କୁ ନେଇ ଏକ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
Read More...