pakka

ମଣ୍ତିରେ କଟ୍‌ନୀ ଛଟ୍‌ନୀ ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ : ଜିଲ୍ଲା ପରିଷଦ ଅଧ୍ୟକ୍ଷା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁ ଚାଷୀମାନଙ୍କୁ ବିନା କଟନୀ ଛଟ୍‌ନୀରେ ଧାନ ଦେବାକୁ ନିବେଦନ କରିଛନ୍ତି । କୌଣସି ବ୍ୟକ୍ତି ଅସାଧୁ ଉପାୟରେ କଟନୀ ପରେ ଧାନ ଉଠାଇବାକୁ ପ୍ରବର୍ତ୍ତିତ କଲେ, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ଅଧ୍ୟକ୍ଷା ତାଙ୍କ କାର୍ଯ୍ୟାଳୟରେ ଧାନ ସଂଗ୍ରହରେ ସଂପୃକ୍ତ ଥିବା ଅଧିକାରୀମାନଙ୍କ ସହ ଆଲୋଚନା କରି ଏପରି ପଦକ୍ଷେପ ନେଇଛନ୍ତି । ଆଲୋଚନା ସମୟରେ ସିଏସଓ, ଡିଆରସିଏସ, ଏଆରସିଏସ ଓ ମିଲର୍ସମାନେ ଉପସ୍ଥିତ ଥିଲେ । କଟନୀ ପାଇଁ ବାଧ୍ୟ କଲେ ୮୪୫୫୮୮୦୧୩୯ (ଅଧ୍ୟକ୍ଷା ମୁକ୍ତା ସାହୁ) ନମ୍ବରରେ ଯୋଗାଯୋଗ କରିବାକୁ ଜଣାଇଛନ୍ତି ।

4 Comments
  1. kumud ch dash says

    ସତ୍ଯ ନାରାୟଣ ବେହେରାଙ୍କର୍‌ ଦେହାନ୍ତ ହେବାର୍‌ ଖବର୍‌ ପାଇକରି ବଡ଼ା ଦୁଃଖ୍‌ ଲାଗ୍‌ଲା।୧୯୮୦ ଦଶକର୍‌ କଥା-ବଲାଙ୍ଗିର୍‌ ଆଞ୍ଚଲିକ୍‌ ଗ୍ରାମ୍ଯ ବେଙ୍କ୍‌ କର୍ମଚାରୀ ୟୁନିଅନ୍‌ର୍‌ ଖବର୍‌ଟେ ନେଇକରି ଗଲେ ସେ ମନ୍‌ଦେଇକରି ପଢ଼ନ୍‌, ବନେକରି ପଚ୍‌ରାନ୍‌ ଆଉର୍‌ ସେଟାକେ ଠିକ୍‌ ଠିକ୍‌ ହିସାବେ ପ୍ରକାଶ୍‌ କର୍‌ବାରେ ସାହେଯ୍‌ କରନ୍‌।
    ମାହାପୁରୁ ତାକର୍‌ ଆତ୍ମାକେ ସଦ୍‌ଗତି ଦଉ।

    1. Koshala Prabaha says

      juhar sir

  2. Ranjan says

    Jay sri ram
    Good job

    1. Koshala Prabaha says

      Jay Shreeram

Leave A Reply

Your email address will not be published.

nineteen − 8 =