ନୃସିଂହନାଥ କପିଳଧାରରୁ ମହିଳାଙ୍କୁ ଉଦ୍ଧାର କଲେ ଦମକଳ କର୍ମଚାରୀ
ପଦ୍ମପୁର, (ନିରୋଜ କୁମାର ପାଣୀ) : ଗନ୍ଧମାର୍ଦ୍ଦନ ପର୍ବତରେ ଥିବା କପିଳଧାର ଜଳପ୍ରପାତ ନିକଟରୁ ଜଣେ ମହିଳାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି ପାଇକମାଲ ଦମକଳ ବାହିନୀ । ଉଦ୍ଧାର ହୋଇଥିବା ମହିଳା ହେଲେ ଛତିଶଗଡ଼ର ୫୪ ବର୍ଷୀୟ ଚନ୍ଦ୍ରକାନ୍ତି ସିଦାର । ସୂଚନା ଅନୁସାରେ, ଛତିଶଗଡ଼ର!-->…
Read More...
Read More...