Daily Archives

ଅପହୃତ ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ଓ ଅଭିଯୁକ୍ତ କ୍ଷିତିଶ ସାହୁଙ୍କୁ ଧରିଲା ବଲାଙ୍ଗିର ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭୋର ୪ ଟାରୁ ଅପହୃତ ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ଓ ଅଭିଯୁକ୍ତ କ୍ଷିତିଶ ସାହୁଙ୍କୁ ଭୁବନେଶ୍ୱରରୁ ନେଇକି ଫେରିଥିଲା ବଲାଙ୍ଗିର ପୋଲିସ । ଏହି ଦୁଇ ଜଣଙ୍କ ପଛରେ ବ୍ୟବସାୟ କାରବାର କିଛି ରହିଛି, ଯାହା ବଲାଙ୍ଗିର ଏସ୍‌ପି କହିଛନ୍ତି ।
Read More...

ବ୍ରହ୍ମପୁରସ୍ଥ ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟ ପକ୍ଷରୁ “ହର ଘର ତ୍ରିରଙ୍ଗା” କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶା କୃଷି ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ଦ୍ୱାରା ପରିଚାଳିତ ଗଞ୍ଜାମ ଜିଲ୍ଲାର ରଙ୍ଗେଈଲୁଣ୍ଡା ଠାରେ ଅବସ୍ଥିତ ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟ ପରିସରରେ ୮୦ତମ ସ୍ୱାଧୀନତା ଦିବସ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର
Read More...

ଆନ୍ତଃରାଜ୍ୟ ଡକାୟତି ଗ୍ୟାଙ୍ଗର ପର୍ଦ୍ଦାଫାଶ : ଡକାୟତି ମାମଲାରେ ୪ ଅଭିଯୁକ୍ତ ଗିରଫ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ପୋଲିସ ଜିଲ୍ଲା ଅନ୍ତର୍ଗତ ଗୋଳନ୍ଥରା ପୋଲିସକୁ ମିଳିଛି ବଡ଼ ସଫଳତା । ଯାହାକି ଆନ୍ତଃରାଜ୍ୟ ଡକାୟତି ଗ୍ୟାଙ୍ଗର ପର୍ଦ୍ଦାଫାଶ ହୋଇଛି । ଏହି ଡକାୟତି ମାମଲାରେ ୪ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ଜମି କିଣାବିକା
Read More...

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ୮୦ତମ ସ୍ୱାଧୀନତା ଦିବସ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରସ୍ଥ ଶ୍ରୀରାମନଗର ଠାରେ ଅବସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ୮୦ତମ ସ୍ୱାଧୀନତା ଦିବସ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଅତି ଉତ୍ସାହର ସହିତ ପାଳିତ କାର୍ଯ୍ୟକ୍ରମରେ
Read More...

ପଦ୍ମପୁର ଓକିଲ ସଂଘ ଆନୁକୂଲ୍ୟରେ ରକ୍ତଦାନ ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ୮୦ ତମ ସ୍ୱାଧୀନତା ଦିବସ ଅବସରରେ ପଦ୍ମପୁର ଓକିଲ ସଂଘ ଅନୁକୂଲ୍ୟରେ ପଦ୍ମପୁର ଓକିଲ ସଂଘ ସଭାଗୃହ ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ପଦ୍ମପୁର ଓକିଲ ସଂଘର ସଭାପତି ଆନନ୍ଦ ପଣ୍ଡା ଓ ବୟୋଜ୍ୟେଷ୍ଠ ଓକିଲ ଗୌନ୍ତିଆ କୁମାର ସାହୁ ଓ ରାଧାବଲ୍ଲଭ
Read More...

ସ୍ୱାଧୀନତା ଦିବସକୁ ଭୁଲିଗଲେ ବ୍ୟାଙ୍କ୍ କର୍ମଚାରୀ

ଦେଓଗାଁରେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ ହେଲାନି ପତାକା ଉତ୍ତୋଳନ ଦେଓଗାଁ, (ମନୀଷ କୁମାର ସାହୁ) : ସାରା ଭାରତ ମନାଉଛି ସ୍ୱାଧୀନତା ଦିବସ । ଏହି ଅବସରରେ ସାରା ଭାରତ ବର୍ଷରେ ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟ ସହ ସ୍କୁଲ, କଲେଜ ପ୍ରଭୃତି ଶିକ୍ଷାନୁଷ୍ଠାନରେ ପତାକା ଉତ୍ତୋଳନ
Read More...

ଦେଓଗାଁ ଶିଶୁ ମନ୍ଦିରରେ ସ୍ୱାଧୀନତା ଦିବସ ପାଳନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଅଗ୍ନି ନିର୍ବାପକ ଅଧିକାରୀ ଲାଲୁ ମୁଣ୍ଡା ଯୋଗ ଦେଇ ଦିବସର ମହତ୍ତ୍ଵ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ତାଙ୍କ ବକ୍ତବ୍ୟରେ କହିଥିଲେ ।
Read More...

ସାରା ଭାରତ ବର୍ଷ ୮୦ ତମ ସ୍ୱାଧୀନତା ଦିବସ ପାଳନ

ରାଉରକେଲା, (କେପିଏନ୍‌ଏସ୍‌) : ସାରା ଭାରତ ବର୍ଷ ୮୦ ତମ ସ୍ୱାଧୀନତା ଦିବସ ପାଳନ କରୁଛି, ଗାଁ ରୁ ସହର ପର୍ଯ୍ୟନ୍ତ ଭାରତର ଜାତୀୟ ପତାକା ତ୍ରିରଙ୍ଗା ଫର ଫର ହୋଇ ଉଡିବାର ଦେଖାଯାଇଛି । ଏଇ ପରିପେକ୍ଷୀରେ ରାଉରକେଲା ବାଦ ପଡିବ ବା କିପରି ? ପ୍ରତ୍ୟେକ ସ୍କୁଲ, କଲେଜ, ଅନୁଷ୍ଠାନ, ପ୍ରତିଷ୍ଠାନ
Read More...