Daily Archives

କେନାଲରେ ଅନାବନା ଘାସ : ଚାଷୀଙ୍କ ଚିନ୍ତା ବଢ଼ିଲା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅଲଣ୍ଡା ପଞ୍ଚାୟତ ଅଞ୍ଚଳରେ କେନାଲର ଅବ୍ୟବସ୍ଥାକୁ ନେଇ ଚାଷୀ ଓ ସାଧାରଣ ଲୋକଙ୍କ ମଧ୍ୟରେ ବଢ଼ିଛି ଚିନ୍ତା । କେନାଲ ଭିତରେ ଅନାବନା ଘାସ ଓ ଅଳିଆ ଆବର୍ଜନା ଜମି ରହିଥିବାରୁ ପାଣିର ସ୍ୱାଭାବିକ ପ୍ରବାହ ବାଧାପ୍ରାପ୍ତ…
Read More...

ଆଟଗାଁ ପଞ୍ଚାୟତ ହେଲା ବାଲ୍ୟ ବିବାହ ମୁକ୍ତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଟଗାଁ ପଞ୍ଚାୟତ ହେଲା ବାଲ୍ୟ ବିବାହ ମୁକ୍ତ ଗ୍ରାମ ପଞ୍ଚାୟତ । ଆଟଗାଁ ପଞ୍ଚାୟତର କଲ୍ୟାଣ ମଣ୍ଡପରେ ଆଇ.ସି.ଡି.ଏସ୍‌ ଓ ୱାଇ.ସି.ଡି.ଏ.ର ମିଳିତ ଉଦ୍ୟମରେ ଏନେଇ ଏକ ସ୍ୱତନ୍ତ୍ର ଘୋଷଣା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ…
Read More...

ଛତାମଖନାରେ ସ୍ୱାଧୀନତା ସଂଗ୍ରାମୀ ଯୁଧିଷ୍ଠିର ମିଶ୍ରଙ୍କ ଜୟନ୍ତୀ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନିଜ ଜନ୍ମମାଟି ଛତାମଖନାରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପ୍ରଜା ଆନ୍ଦୋଳନର ପୁରୋଧା ସ୍ୱର୍ଗତ ଯୁଧିଷ୍ଠିର ମିଶ୍ରଙ୍କ ଜୟନ୍ତୀ ସମାରୋହ ନରସିଂହ ସେନା ପକ୍ଷରୁ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ସ୍ମୃତି ସଭାରେ ଯୁଧିଷ୍ଠିର ମିଶ୍ରଙ୍କ…
Read More...

ଓଡ଼ିଶାର ୩ଟି ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରି

• ଦେଶର ମୋଟ୍ ୪ଟି ରେଳ ଲାଇନ୍ ସମ୍ପ୍ରସାରଣ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରି ଦ୍ୱାରା ଓଡ଼ିଶା, ପଶ୍ଚିମବଙ୍ଗ, ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶର ଆଠଟି ଜିଲ୍ଲା ହେବେ ଉପକୃତ• ଏସବୁ ରେଳ ଲାଇନ ନିର୍ମାଣ ଦ୍ୱାରା ଭାରତୀୟ ରେଳବାଇର ବର୍ତ୍ତମାନର ନେଟୱାର୍କ ପ୍ରାୟ ୪୧୦ କିଲୋମିଟର…
Read More...

ବଡ଼ ଡକାୟତି ଯୋଜନା ପଣ୍ଡ : ସୁନା ଦୋକାନୀଙ୍କୁ ଟାର୍ଗେଟ୍ କରି ଲୁଟ୍ ପାଇଁ ଯୋଜନା କରୁଥିବା ବେଳେ ପୋଲିସ ହାତରେ…

ଗଞ୍ଜାମ, (କେପିଏନ୍‌ଏସ୍‌) : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ଅନ୍ତର୍ଗତ ଦେଉଳିଆପଡ଼ା ଗେଞ୍ଜାରାପାଲି ମା’ ଆଦିଶକ୍ତି ମନ୍ଦିର ନିକଟରେ ଚଢ଼ାଉ କରି ପୋଲିସ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ କାବୁ କରିବାରେ ସଫଳ ହୋଇଥିବା ବେଳେ ସେମାନଙ୍କଠାରୁ ୫ଟି ଜୀବନ୍ତ ବୋମା, ମାରଣାସ୍ତ୍ର ଓ ବାଇକ ଜବତ…
Read More...

ବିଧାୟକ ଦୁର୍ଗାଚରଣ ତନ୍ତୀଙ୍କ ହସ୍ତକ୍ଷେପ ଫଳରେ ବସ୍ତିରେ ଲାଗିଲା ସୋଲାର ଲାଇଟ

ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପାଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଥିବା ଇସ୍ପାତ ସହରାଞ୍ଚଳର ସେକ୍ଟର-୧ ଏବଂ ୨ ଅଞ୍ଚଳର ଜଗଧାତ୍ରୀ ବସ୍ତି ଏବଂ ଘୋଡାବନ୍ଧ ବସ୍ତିରେ ଷ୍ଟ୍ରିଟ ଲାଇଟ ନଥିବା କାରଣରୁ ବସ୍ତିରେ ଯିବା ଆସିବା କରିବାରେ ସ୍ଥାନୀୟ ଅଂଚଳବାସୀ ନାହିଁ ନଥିଵା…
Read More...

ରୋଟାରୀ କ୍ଲବ ଅଫ୍ ରାଉରକେଲା ଭାଇବ୍ରାଣ୍ଟ ତରଫରୁ ଛତା ବଣ୍ଟନ

ରାଉରକେଲା, (ସସ୍ମିତା ପ୍ରଧାନ) : ନିଜର ସାମାଜିକ ପ୍ରତିବଦ୍ଧତା ପାଇଁ ସହରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ରୋଟାରୀ କ୍ଲବ ଅଫ୍ ରାଉରକେଲା ଭାଇବ୍ରାଣ୍ଟ ତରଫରୁ ସମ୍ପ୍ରତ୍ତି ଭୀଷଣ ବର୍ଷାକୁ ଆଖି ଆଗରେ ରଖି ସହରର କିଛି ସଫେଇ କର୍ମଚାରୀଙ୍କୁ ଛତା ବଣ୍ଟନ କରାଯାଇଥିଲା । ଭାଇବ୍ରାଣ୍ଟର…
Read More...

ଇବ ନଦୀ ପ୍ରଦୂଷଣ ଓ ବେଆଇନ୍ ଭୂତଳ ଜଳ ଉତ୍ତୋଳନ ଅଭିଯୋଗ ଘଟଣା : ଯୁଗ୍ମ କମିଟି ଗଠନ କରି ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଲେ…

​ରାଉରକେଲା/ଝାରସୁଗୁଡା, (ସସ୍ମିତା ପ୍ରଧାନ) : ଝାରସୁଗୁଡ଼ା ଜିଲ୍ଲାର ଜୀବନରେଖା କୁହାଯାଉଥିବା ଇବ ନଦୀର ସୁରକ୍ଷା ଏବଂ ପରିବେଶ ପ୍ରଦୂଷଣକୁ ନେଇ ଜାତୀୟ ସବୁଜ ଟ୍ରିବ୍ୟୁନାଲ କୋଲକାତା ସ୍ଥିତ ପୂର୍ବାଞ୍ଚଳ ବେଞ୍ଚରେ ଏକ ଗୁରୁତ୍ୱପୂର୍ଣ୍ଣ ମାମଲା ଦାୟର ହୋଇଥିଲା । ଆବେଦନକାରୀ ଦିଗମ୍ବର ଭୋଇ…
Read More...

ଆପୋଲୋର ‘ଅଲୱେଜ୍ ଓପନ୍, ଅଲୱେଜ୍ ହିଅର୍’ : ରବିବାର ଦିନ ମଧ୍ୟ ଖୋଲା ରହିବ ସମସ୍ତ ସେବା

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତୀୟ ସ୍ୱାସ୍ଥ୍ୟସେବା କ୍ଷେତ୍ରେ ପ୍ରଥମ ଥର ପାଇଁ ଆପୋଲୋ ହସ୍ପିଟାଲ୍ସ ରବିବାର ଦିନ ମଧ୍ୟ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ‘ଅଲୱେଜ୍ ଓପନ୍, ଅଲୱେଜ୍ ହିଅର୍’ କାର୍ଯ୍ୟକ୍ରମ ଆରମ୍ଭ କରିଛି । ଏହି ନୂତନ ପଦକ୍ଷେପ ଅନୁସାରେ ସମସ୍ତ ଆପୋଲୋ…
Read More...

ରାଉରକେଲାରେ ୯୮ତମ ଆଞ୍ଚଳିକ ଅଭିଭାବକ ସମ୍ମିଳନୀ : ଯୋଗଦେବେ ୨୦୦ରୁ ଅଧିକ ଅଭିଭାବକ

ରାଉରକେଲା, (ସସ୍ମିତା ପ୍ରଧାନ) : ମାନସିକ ଭିନ୍ନକ୍ଷମ ବ୍ୟକ୍ତିଙ୍କ ବିକାଶ ନିମନ୍ତେ ଗଠିତ ଜାତୀୟ ଅଭିଭାବକ ସଂଘ ତରଫରୁ ମୌଲାନା ଆଜାଦ ଜାତୀୟ ଉର୍ଦ୍ଦୁ ବିଶ୍ୱବିଦ୍ୟାଳୟ, ହାଇଦ୍ରାବାଦ, ଶ୍ରଦ୍ଧା ରାଉରକେଲା ଏବଂ ଓଡ଼ିଶା ପରିବାରର ମିଳିତ ଆନୁକୂଲ୍ୟରେ ଦ୍ୱିଦିବସୀୟ ୯୮ତମ ଆଞ୍ଚଳିକ ଅଭିଭାବକ…
Read More...