Daily Archives

ମା’ ମାହେଶ୍ୱରୀ ସେନାର ନୂଆଖାଇ ଉପଲକ୍ଷେ ଖାଦ୍ୟ ବଣ୍ଟନ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସାମାଜିକ ସଂଗଠନ ମା' ମାହେଶ୍ୱରୀ ସେନା ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ସାଂଗଠନିକ ବୈଠକ ବଲାଙ୍ଗିର ସହର ଲାଲଟିକ୍ରା ସ୍ଥିତ ଡୁମାଲ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସଂଗଠନର ଆଗାମୀ ନୂଆଖାଇ ଉପଲକ୍ଷେ ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ତଥା ସାମାଜିକ…
Read More...

ବର୍ଷା ପ୍ରଭାବିତ ଅଞ୍ଚଳ ଗୁଡିକର ସ୍ଥିତି ଅନୁଧ୍ୟାନ କଲେ ବିଧାୟକ ରୋହିତ ଜୋସେଫ୍ ତିର୍କି

ରାଉରକେଲା, (କେପିଏନ୍‌ଏସ୍‌) : ବୀରମିତ୍ରପୁର ବିଧାୟକ ରୋହିତ ଜୋସେଫ୍ ତିର୍କି ବିଶ୍ରା ବ୍ଲକର ବର୍ଷା ପ୍ରଭାବିତ ଅଞ୍ଚଳ ଗୁଡିକ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏହି ସମୟରେ ତାଙ୍କ ସହ ପାନପୋଷ ଉପ-ଜିଲ୍ଲାପାଳ, ଚନ୍ଦ୍ରକାନ୍ତ ବେହେରା, ବିଶ୍ରା ତହସିଲଦାର ଏବଂ ବିଜେଡିର…
Read More...

ଟିଟିଲାଗଡରେ ଡିଜିଟାଲ ଲାଇବ୍ରେରୀ ଏବଂ ଡିଏଭି ମହାବିଦ୍ୟାଳୟରେ ପିଜି ପାଠ୍ୟକ୍ରମ ପାଇଁ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କୁ…

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ସହରରେ ୧୯୬୮ ମସିହାରେ ସ୍ଥାପିତ ହୋଇଥିଲା ଡିଏଭି ସ୍ଵୟଂଶାସିତ ମହାବିଦ୍ୟାଳୟ । ସ୍ଥାପନର ୫୭ ବର୍ଷ ପୁରିଥିଲେ ହେଁ ଅଦ୍ୟାବିଧି ଏହି ମହାବିଦ୍ୟାଳୟରେ ସମସ୍ତ ବିଭାଗରେ ପିଜି ପାଠ୍ୟକ୍ରମ ଆଜି ଯାଏଁ ଆରମ୍ଭ ହୋଇପାରିନାହିଁ । ବର୍ତ୍ତମାନ କେବଳ…
Read More...

ସମଲେଶ୍ୱରୀ ମନ୍ଦିର ବିକାଶ ପାଇଁ ଦୋକାନ ଉଚ୍ଛେଦ, ଥଇଥାନକୁ ନେଇ ପ୍ରଶ୍ନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସମଲେଶ୍ୱରୀ ମନ୍ଦିରର ବିକାଶ ଓ ଉନ୍ନତିକରଣ ପାଇଁ ସରକାର ଯୋଜନା ପ୍ରସ୍ତୁତ କରିବା ସହ ଅର୍ଥ ବରାଦ କରିଥିଲେ । କିନ୍ତୁ ମନ୍ଦିର ଚାରିପାଖରେ ଥିବା ଦୋକାନଗୁଡ଼ିକ ଯୋଗୁଁ ଏହି ଯୋଜନା ଆଗକୁ ବଢ଼ି ପାରୁନଥିବା ବେଳେ ନାଳି ପାଣି ଆସି ମନ୍ଦିରର ଗର୍ଭ…
Read More...

ବଲାଙ୍ଗିର ନୃସିଂହ ମନ୍ଦିରରେ ଗୋସ୍ୱାମୀ ତୁଳସୀ ଦାସ ଜୟନ୍ତୀ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସ୍ଥିତ ନରସିଂହ ମନ୍ଦିରରେ ଗୋସ୍ୱାମୀ ତୁଳସୀ ଦାସ ଜୟନ୍ତୀ ପାଳନ କରାଯାଇଛି । ଏଥିରେ ପ୍ରବଚକ ବଂଶୀଧର ଦାନୀ ଉପସ୍ଥିତ ରହି ହନୁମାନ ଚାଳିଶା ଏବଂ ସଂକ୍ଷିପ୍ତ ରାମାୟଣ ପାଠ କରିଥିଲେ । ଏହି ଅବସରରେ ପଶ୍ଚିମ ଓଡ଼ିଶାର ସୁନାମ ଧନ୍ୟ ପାରାୟଣ ଗାୟକ…
Read More...

ମୋବାଇଲ ମେଳା, ୧୧୦ଟି ମୋବାଇଲ ଫୋନ୍‌ ଉଦ୍ଧାର

ବରଗଡ଼, (ମୁନ୍ନା ସାହୁ) : ବରଗଡ଼ ପୋଲିସ ପକ୍ଷରୁ ଆୟୋଜିତ ହୋଇଛି ମୋବାଇଲ ମେଳା । ଚୋରି ଓ ହଜିଯାଇଥିବା ମୋବାଇଲ ଫୋନ୍‌କୁ ଉଦ୍ଧାର କରି ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରିଛି ବରଗଡ଼ ପୋଲିସ । ବରଗଡ଼ ଏସପି କାର୍ଯ୍ୟାଳୟରେ ଏହି ମୋବାଇଲ ମେଳା ଅନୁଷ୍ଠିତ ହୋଇଥିଲା । ଏକ ମାସ ମଧ୍ୟରେ…
Read More...

ବଲାଙ୍ଗିର ଜିଲ୍ଲା ଯୋଜନା ବୋର୍ଡର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ଯୋଜନା ବୋର୍ଡର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ବଲାଙ୍ଗିର ଜିଲ୍ଲାର…
Read More...

ସିପିସି ପକ୍ଷରୁ ୨୦୨୫ ଦୁର୍ଗାପୂଜା, ଲକ୍ଷ୍ମୀପୂଜା ଓ କାଳୀପୂଜାର ଫଳାଫଳ ଘୋଷଣା

ରାଉରକେଲା, (ସସ୍ମିତା ପ୍ରଧାନ) : ସେଣ୍ଟ୍ରାଲ ପୂଜା କମିଟି ଆନୁକୂଲ୍ୟରେ ଗତବର୍ଷ ଷ୍ଟିଲ ଟାଉନସିପ୍, ସିଭିଲଟାଉନସିପ୍ ଓ ଫର୍ଟିଲାଇଜର ଟାଉନସିପ୍‌ରେ ଆୟୋଜିତ ହୋଇଥିବା ଦୁର୍ଗାପୂଜା ଲକ୍ଷ୍ମୀପୂଜା ଓ କାଳୀପୂଜାର ଫଳାଫଳ ଘୋଷଣା ଅନୁଷ୍ଠିତ ହୋଇଯାଇଛି । ପାନପୋଷ ଆଇଟିଡିଏ ହଲ୍ ଠାରେ ଆୟୋଜିତ ଏହି…
Read More...

ସାଂସଦ ଲୋକଙ୍କ ସମସ୍ୟା ଶୁଣି ସମସ୍ୟାର ସମାଧାନ ପାଇଁ ତୁରନ୍ତ ପଦକ୍ଷେପ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ସାଂସଦ ପ୍ରଦୀପ ପୁରୋହିତଙ୍କ କାର୍ଯ୍ୟଧାରାରେ ନିର୍ବାଚନମଣ୍ଡଳୀର ଜନସାଧାରଣ ବେଶ୍ ସନ୍ତୁଷ୍ଟ ଅଛନ୍ତି । ସକାଳରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ସେ ନିଜେ ଲୋକଙ୍କ ସମସ୍ୟା ଶୁଣନ୍ତି ଏବଂ ସମସ୍ୟାର ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ନିଅନ୍ତି । ସାଂସଦ…
Read More...

ଜିଲ୍ଲାପାଳଙ୍କ ସହିତ ପ୍ରଭାବିତ ଅଞ୍ଚଳ ବୁଲିଲେ ବିଧାୟକ ଦୁର୍ଗାଚରଣ ତନ୍ତୀ

ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପାଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଥିବା ଇସ୍ପାତ ସହରାଞ୍ଚଳରେ ଗତ କିଛିଦିନ ହେବ ଲାଗିରହିଥିବା ପ୍ରବଳ ବର୍ଷା ଯୋଗୁଁ ଉପୁଜିଥିବା ସମସ୍ୟାର ସମୀକ୍ଷା ଏବଂ ଏହାର ସମାଧାନ ପାଇଁ ଆଜି ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ସୁନ୍ଦରଗଡ…
Read More...