Daily Archives

ସରକାରଙ୍କ ଏକବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ ଓ କୃଷକ ଶକ୍ତି ସମାବେଶ ସମୀକ୍ଷା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ଜିଲ୍ଲାର ପ୍ରଭାରୀ ମନ୍ତ୍ରୀ ରବି ନାରାୟଣ ନାଏକ ଦିନିକିଆ ଜିଲ୍ଲା ଗସ୍ତରେ ଆସି ସ୍ଥାନୀୟ ଡିଏଫ୍‌ଓ ସମ୍ମିଳନୀ କକ୍ଷଠାରେ ସରକାରଙ୍କ ଏକବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ ।…
Read More...

ମହୁଲପାଲିଠାରେ ଜ୍ୟେଷ୍ଠ ପୂର୍ଣିମାରେ ଅଙ୍ଗ ଆଳତୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରରତୀୟ ସଂସ୍କୃତି ପରମ୍ପରାରେ କେଉଁ ଅନାଦିକାଳରୁ ପ୍ରକୃତି, ନଦନଦୀ, ବୃକ୍ଷଳତାକୁ ଉପାସନା କରିବାର ଧାରା ରହି ଆସିଛି । ପଦ୍ମପୁରର ଜୀବନ ଧାରା ବୋଲାଉଥିବା ଅଙ୍ଗ ନଦୀରେ ଆଜି ବୁଧବାର ଜ୍ୟେଷ୍ଠ ପୂର୍ଣିମା ଅବସରରେ ସନ୍ଧ୍ୟା ୭ ଘଣ୍ଟା ସମୟରେ…
Read More...

ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ । ଜଣେ ଆଦିବାସୀ ଝିଅକୁ ଜଣେ ଦଳିତ ଯୁବକ ପ୍ରେମ କରି ସାଂଗରେ ନେଇଯିବାବାରୁ ଜାତି ଆଳରେ ଝିଅର ବଂଶଧରଙ୍କୁ ଲଣ୍ଡା ହେବାକୁ ପଡୁଛି । ଆଜିର ସମୟରେ ବି ଏଭଳି ଏକ ଘଟଣା ଘଟିଥିବା ଦେଖିବାକୁ ମିଳିଛି । ଏହି…
Read More...

ଶ୍ରୀ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ନୀତି ସମ୍ପନ୍ନ : ଗଜାନନ ବେଶରେ ଦର୍ଶନ ଦେଲେ ମହାବାହୁ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ନିର୍ଦ୍ଧାରିତ ରୀତିନୀତି ଅନୁସାରେ ମହାପ୍ରଭୁଙ୍କ ମହା ଦିବ୍ୟସ୍ନାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସକାଳୁ ସକାଳୁ ଶ୍ରଦ୍ଧାଳୁ ମାନଙ୍କ…
Read More...

ଧର୍ମପରାୟଣ ମହିଳାଙ୍କ ବିୟୋଗରେ ଶୋକ

ରାଉରକେଲା, (ସସ୍ମିତା ପ୍ରଧାନ) : ବାସନ୍ତୀ କଲୋନୀ ବାସିନ୍ଦା ସୁରୁଚି ସାହୁଙ୍କ ୯୫ ବର୍ଷ ବୟସରେ ଗତ ୨୯ ତାରିଖରେ ପରଲୋକ ହୋଇଯାଇଥିଲା । ଜଣେ ଅମାୟିକ ଓ ଧର୍ମପରାୟଣ ମହିଳା ଭାବେ ସେ ସ୍ଥାନୀୟ ଅଞ୍ଚଳରେ ପରିଚିତ ଥିଲେ । ଏହି ଉପଲକ୍ଷେ ଆଜି ସେକ୍ଟର ୧୪ ଲକ୍ଷ୍ମୀ ନାରାୟଣ ମନ୍ଦିରଠାରେ ଆୟୋଜିତ…
Read More...

ଜିଲ୍ଲା ମତ୍ସ୍ୟବିଭାଗରେ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ଯୋଜନାର ଉପଲବ୍ଧି

ବାରିପଦା, (ଦେବସ୍ମିତ ଚୌଧୁରୀ) : ମୟୂରଭଞ୍ଜ ଜିଲ୍ଲା ମତ୍ସ୍ୟବିଭାଗରେ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ଯୋଜନାରେ ବିଗତ ୨୦୨୪-୨୫ ଆର୍ଥିକ ବର୍ଷରେ ୪୩୫୩୦ ମେଟ୍ରିକ ଟନର ମତ୍ସ୍ୟ ଉତ୍ପାଦନ ହେବା ସହିତ ୮୨.୦୪୬ ଲକ୍ଷର ମାଛ ଯାଆଁଳ ସରକାରୀ ମତ୍ସ୍ୟ ଯାଆଁଳ କେନ୍ଦ୍ରରୁ ଉତ୍ପାଦନ କରାଯାଇ…
Read More...

ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଓ କୃଷକ ଶକ୍ତି ସମାବେଶ କାର୍ଯ୍ୟକ୍ରମର ସମୀକ୍ଷା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଜିଲ୍ଲାର ପ୍ରଭାରୀ ମନ୍ତ୍ରୀ ରବି ନାରାୟଣ ନାଏକ ଦିନିକିଆ ଜିଲ୍ଲା ଗସ୍ତରେ ଆସି ସ୍ଥାନୀୟ ଡିଏଫଓ ସମ୍ମିଳନୀ କକ୍ଷଠାରେ ସରକାରଙ୍କ ଏକ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ । ସରକାରଙ୍କ ବିଭିନ୍ନ ଜନ…
Read More...

କେନ୍ଦୁଝର ଭାଲୁକୁମା ଛକ ନିକଟରେ ବସ୍‌କୁ ପିଟିଲା ଟ୍ରକ୍ ; ୩ ଗୁରୁତର, ୪ ଆହତ

ବେଲବାହାଳୀ : ଘଷିପୁରା ଥାନା ଅନ୍ତର୍ଗତ ଭାଲୁକୁମା ଛକ ନିକଟରେ ୨୦ନଂ ଜାତୀୟ ରାଜପଥରେ ଟ୍ରକ୍-ବସ୍ ଧକ୍କା । ଦୁର୍ଘଟଣାରେ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବାବେଳେ ୪ଜଣ ଆହତ ହୋଇଥିବା ଜଣାପଡିଛି । ଏନେଇ ଖବର ପାଇବା ପରେ ଘଷିପୁରା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ବସ୍‌ ଓ ଟ୍ରକ୍ ଦୁଇଟି…
Read More...

ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ :୨୦ରେ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ହେବେ ସାମିଲ୍

ଭୁବନେଶ୍ୱର : ଓଡ଼ିଶା ଗସ୍ତରରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତା ୨୦ ତାରିଖରେ ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି ଅବସର କାର୍ଯ୍ୟକ୍ରମରେ ଯୋଗ ଦେବେ । ଏନେଇ ଭୁବନେଶ୍ୱରର ଜନତା ମଇଦାନରେ ଏକ ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ ହୋଇଛି । ସୂଚନା ଅନୁସାରେ ଅପରାହ୍ନ ୩ଟାରେ…
Read More...

ଇସ୍ପାତ ନଗରୀ ଶ୍ରୀଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ନଗରୀ ରାଉରକେଲାଠାରେ ବିଭିନ୍ନ ଶ୍ରୀଜଗନ୍ନାଥ ମନ୍ଦିରରେ ମହାସ୍ନାନ ପୂର୍ଣ୍ଣିମା ନୀତିକାନ୍ତି ସହ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି କ୍ରମରେ ରୀତିନୀତି ସକାଳୁ ଆରମ୍ଭ ହୋଇ ରାତିରେ ଅନବସର ଘରକୁ ପହଣ୍ଡିବିଜେ ପର୍ଯ୍ୟନ୍ତ ସୁରୁଖୁରୁରେ…
Read More...