ବଲାଙ୍ଗିର ଆଇଟିଆଇ ପରିସରରେ ୧୧ତମ ଆନ୍ତର୍ଜାତୀୟ ଯୋଗ ଦିବସ ମହା ଆଡମ୍ବରରେ ପାଳିତ
ବଲାଙ୍ଗିର, (କେପିଏନ୍ଏସ୍) : ୨୧ ଜୁନ୍ ୨୦୨୫ ରେ, ୧୮୯ ବାଟାଲିୟନ ସିଆରପିଏଫ କମାଣ୍ଡାଣ୍ଟ ପ୍ରଶାନ୍ତ କୁମାର ସାହୁଙ୍କ ମାର୍ଗଦର୍ଶନରେ ଆଇଟିଆଇ ବଲାଙ୍ଗିର ପରିସରରେ ୧୧ତମ ଆନ୍ତର୍ଜାତୀୟ ଯୋଗ ଦିବସ ମହା ଆଡମ୍ବରରେ ପାଳିତ ହୋଇଥିଲା । ଏହି ଅବସରରେ, ସିଆରପିଏଫର ଅଧିକାରୀ ଏବଂ ଜବାନଙ୍କ ସହିତ,!-->…
Read More...
Read More...