ପୋଖରୀରେ ବୁଡ଼ି ୪୬ ବର୍ଷୀୟଙ୍କ ମୃତ୍ୟୁ, ହସ୍ପିଟାଲ ବାରଣ୍ଡାରେ ରାତି କାଟିଲା ଶବ
ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ଥାନା ଅନ୍ତର୍ଗତ ଧଣ୍ଡାମୁଣ୍ଡା ପଞ୍ଚାୟତର ଶାନ୍ତିପୁର ଗ୍ରାମରେ ଶୁକ୍ରବାର ପୋଖରୀରେ ବୁଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିବା ପରେ ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମୃତଦେହ ପ୍ରତି ଅବ୍ୟବସ୍ଥାର ଆଉ ଏକ ଚିତ୍ର ସାମ୍ନାକୁ ଆସିଛି । ବ୍ଲକ!-->…
Read More...
Read More...