Daily Archives

ପୃଥ୍ୱୀରାଜ ହାଇସ୍କୁଲ ୧୯୭୭ ସାମାଜିକ ସାଂସ୍କୃତିକ ସଂଘ ପକ୍ଷରୁ ବୃକ୍ଷରୋପଣ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ପୃଥ୍ୱୀରାଜ ହାଇସ୍କୁଲ ୧୯୭୭ ସାମାଜିକ ସାଂସ୍କୃତିକ ସଂଘ ପକ୍ଷରୁ ସୁବର୍ଣ୍ଣ ଜୟନ୍ତୀ ଉପଲକ୍ଷେ ସ୍ଥାନୀୟ ବେହେରାପାଲି ରେଲୱେ ଓଭର ବ୍ରିଜ ରାସ୍ତା ଉଭୟ ପାର୍ଶ୍ଵରେ ୨୫ ଗୋଟି ବୃକ୍ଷ ରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସଂଘ ସଭାପତି ମୋହନ
Read More...

ଦୀର୍ଘ ବର୍ଷ ଧରି ବନ୍ଦ ଥିବା ଡୁଙ୍ଗୁରିପାଲି ଅତିରିକ୍ତ ତହସିଲ କାର୍ଯ୍ୟାଳୟ ପୁନଃ କାର୍ଯ୍ୟକ୍ଷମ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଆଜି ସୋନପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ ଦୀର୍ଘ ୧୩ ବର୍ଷ ଧରି ୨୦୧୬ରୁ ବନ୍ଦ ରହିଥିବା ଡୁଙ୍ଗୁରିପାଲି ଅତିରିକ୍ତ ତହସିଲ କାର୍ଯ୍ୟାଳୟକୁ ପୁନଃ କାର୍ଯ୍ୟକ୍ଷମ କରିଥିବା ଜଣାପଡ଼ିଛି । ଡୁଙ୍ଗୁରିପାଲିର ବୁଦ୍ଧିଜୀବୀ ତଥା ରାଜନୈତିକ ସଂଗଠନ ପକ୍ଷରୁ
Read More...

ଟିଟିଲାଗଡ଼ ଓମ୍ ଭ୍ୟାଲି ଶିକ୍ଷାନୁଷ୍ଠାନରେ ଶିକ୍ଷକଙ୍କ ପାଇଁ ମଧ୍ୟ ପ୍ରତିଭା ବିକାଶର ସୁଯୋଗ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହରର ସୁପ୍ରତିଷ୍ଠିତ ଶିକ୍ଷାବିତ୍, ସମାଜସେବୀ ତଥା ଓମ୍ ଭ୍ୟାଲି ବିଦ୍ୟାଳୟର ପ୍ରତିଷ୍ଠାତା ଲାୟନ୍ ଦୀପକ କୁମାର ସାହୁଙ୍କ ଅକ୍ଲାନ୍ତ ପ୍ରୟାସରେ ପ୍ରତିଷ୍ଠିତ ସିବିଏସ୍‌ଇ ଅନୁବନ୍ଧିତ ଓମ୍ ଭ୍ୟାଲି ଶିକ୍ଷାନୁଷ୍ଠାନରେ ଶିକ୍ଷା ସହିତ
Read More...

ଅଙ୍କୁର ଶିଶୁ ସାହିତ୍ୟ ସଂସଦର କବିତା ପାଠୋତ୍ସବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଙ୍କୁର ଶିଶୁ ସାହିତ୍ୟ ସଂସଦ ବଲାଙ୍ଗିର ତରଫରୁ ବିଶ୍ୱାତ୍ମ ବିଦ୍ୟା ମନ୍ଦିର, ଆନନ୍ଦ ନିକେତନ ଖୁଜେନପାଲି ବଲାଙ୍ଗିର ଠାରେ ଶିଶୁମାନଙ୍କୁ ନେଇ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କବିତା ପାଠୋତ୍ସବରେ ଅଙ୍କୁର ଶିଶୁ ସାହିତ୍ୟ ସଂସଦର ସଭାପତି
Read More...

ୟୁପିଆଇ ବ୍ୟବହାରକାରୀଙ୍କ ପାଇଁ କୌଣସି ଶୁଳ୍କ ନାହିଁ

ବ୍ୟବସାୟୀମାନଙ୍କ ପାଇଁ ବିନା ଶୁଳ୍କରେ ଜାରି ରହିବ ଅଧିକାଂଶ କାରବାରଆର୍ଥିକ ଅନ୍ତର୍ଭୁକ୍ତୀକରଣ ଓ ୟୁପିଆଇର ଦୀର୍ଘକାଳୀନ ସ୍ଥାୟୀତ୍ୱ ସୁନିଶ୍ଚିତ କରିବ ପିଏସ୍ଏସ୍ ଆଇନର ସଂଶୋଧନ ନୂଆଦିଲ୍ଲୀ, (ପିଆଇବି) : ବର୍ତ୍ତମାନ ଭଳି ଆଗକୁ ମଧ୍ୟ ଗ୍ରାହକମାନଙ୍କ ଲାଗି ୟୁପିଆଇ କାରବାର ସମ୍ପୂର୍ଣ୍ଣ
Read More...

E20 ପେଟ୍ରୋଲରେ ୫୦୦ ପିପିଏମ କ୍ଲୋରାଇଡ୍ ଓ ଜଳୀୟ ବାଷ୍ପ ଥିବା ଦାବି ଭିତ୍ତିହୀନ : ତୈଳ ବିପଣନ କମ୍ପାନୀଙ୍କ ପରୀକ୍ଷଣରେ…

ନୂଆଦିଲ୍ଲୀ, (ପିଆଇବି) : ଇବିଏମଏସ୍ (E20 ପେଟ୍ରୋଲ୍)ରେ ଜଳୀୟବାଷ୍ପ ଓ କ୍ଲୋରାଇଡ୍ ଥିବା କେତେକ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇବା ପରେ, ତୈଳ ବିପଣନ କମ୍ପାନୀଗୁଡ଼ିକ ସମଗ୍ର ଦେଶରେ ଇବିଏମଏସ୍ ଯୋଗାଣ ଶୃଙ୍ଖଳାର ପ୍ରତ୍ୟେକ ସ୍ତରକୁ ନେଇ ଅତିରିକ୍ତ ଓ ବ୍ୟାପକ ଯାଞ୍ଚ କରିଥିଲେ। ଏହି
Read More...

ଆଇଆଇଟି ଦିଲ୍ଲୀର ୫୭ତମ ସମାବର୍ତ୍ତନ ସମାରୋହକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ସମାଧାନ ଖୋଜିବାର ସାହସ ରଖୁଥିବା ବ୍ୟକ୍ତିଙ୍କ ପାଇଁ ଆହ୍ୱାନଗୁଡ଼ିକ ସୁଯୋଗରେ ପରିଣତ ହୋଇଥାଏ: ପ୍ରଧାନମନ୍ତ୍ରୀଜୀବନରେ ନିଜର ଜିଜ୍ଞାସାକୁ ଜୀବନ୍ତ ରଖନ୍ତୁ, ଶିଖିବାର ପ୍ରବୃତ୍ତିକୁ ବଜାୟ ରଖନ୍ତୁ: ପ୍ରଧାନମନ୍ତ୍ରୀବିନା ଚିନ୍ତାରେ ଗ୍ରହଣ କରାଯାଉଥିବା ବିଷୟଗୁଡ଼ିକୁ ପ୍ରଶ୍ନ କରିବା ସହିତ
Read More...