pakka

ଉଡାର ଏକ ଦିବସୀୟ ସର୍କଲ କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ

kalikesh

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଉଡ଼ାରରେ ଏକ ଦିବସୀୟ ସର୍କଲ କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଦେଓଗାଁ, ଜରାସିଂହା, ନୂଆଁପାଲି, ବଲାଙ୍ଗିର, ପଣ୍ଡେଲ, କୁତୁର୍ଲା, ବଞ୍ଜିପାଲି, ଉଡ଼ାର ମୋଟ ୮ଟି ଦଳ ଭାଗ ନେଇଥିଲେ । ଏହି ପ୍ରତିଯୋଗିତାର ଉଦ୍‌ଘାଟନୀ ଓ ଉଦ୍‌ଯାପନୀ ଉତ୍ସବରେ ବ୍ରାହ୍ମଣୀଜୋର୍ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ପ୍ରଦୀପ ଛତ୍ରିଆ ଯୋଗ ଦେଇଥିଲେ । ପଙ୍କଜ ଲୋଚନ ପ୍ରଧାନ, ବିଘ୍ନରାଜ ପ୍ରଧାନ, ସଙ୍କୀର୍ତ୍ତନ ସାହୁ, କିଶୋର ସାହୁ ଖେଳ ପରିଚାଳନା କରିଥିଲେ । ଆନନ୍ଦ ବିଶ୍ଵାଳ, ରୁପେଶ ସାହୁ ସ୍କୋର ବୋର୍ଡ ଦାୟିତ୍ଵ ତୁଲାଇଥିଲେ । ଊଡାର କ୍ରିକେଟ କ୍ଲବର ନୀଳକଣ୍ଠ ସେଠ୍, ଅଜୁ ପଧାନ, ବିଘ୍ନରାଜ ପଧାନ, ଦିଲୁ ସାହୁ, କବି ସାହୁ ଖେଳ ପରିଚାଳନାରେ ସହଯୋଗ କରିଥିଲେ ।

pp
Leave A Reply

Your email address will not be published.

twelve + 7 =