pakka

୨ବର୍ଷ ପରେ ଭକ୍ତଙ୍କ ଗ୍ରହଣରେ କାଳିଆ : ଶାନ୍ତି ଶୃଙ୍ଖଳାରେ ଭକ୍ତ ଟାଣିଲେ ରଥ

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକର ଦେଓଗାଁ କଛାରପାଲି, ରତନପୁର, ଅର୍ଡା, ମୁରସିଂହ, ଜରାସିଂହା, ସାଲେପାଲି, ରତନପୁର, କୁତୁର୍ଲା, ସିଆଲବାହାଲି, ସିକୁଆଁ, କରୁଆଁଝର, ଗୌଡଗୋଠ, ବଡବାହାଲ, ରତାଖଣ୍ଡି ସହ ବହୁ ଗାଁରେ ରଥଯାତ୍ରା ପାଳନ ହୋଇଯାଇଛି । ଦୁଇ ବର୍ଷ କରୋନା କଟକଣା ଯୋଗୁଁ ରଥଯାତ୍ରା ଭକ୍ତଙ୍କ ଗହଳିରେ ବନ୍ଦ ହୋଇଥିବାରୁ ଚଳିତ ବର୍ଷ ଭକ୍ତ ବହୁଳ ଭାବେ ଯାତ୍ରା ପାଳିତ ହୋଇଯାଇଛି । ରଥଯାତ୍ରା ସମସ୍ତ ଗାଁରେ ଶାନ୍ତି ଶୃଙ୍ଖଳରେ ହୋଇଥିବା ବେଳେ ରଥଗୁଡ଼ିକ ମାଉସୀ ମନ୍ଦିରକୁ ବିଳମ୍ବିତ ସମୟରେ ପହଞ୍ଚିଥିବା ଜଣାପଡ଼ିଛି ।

Leave A Reply

Your email address will not be published.

18 − 11 =