pakka

ଇଣ୍ଡୋନେସିଆରେ ଭୂକମ୍ପ

bbehera

ଜାକର୍ତ୍ତା : ଗତକାଲି ଇଣ୍ଡୋନେସିଆର ପଶ୍ଚିମ ପ୍ରଦେଶର ଆଚେରେ ଏକ ଶକ୍ତିଶାଳୀ ଭୂକମ୍ପ ଘଟିଛି । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୩ ରେକର୍ଡ କରାଯାଇଛି । ତେବେ ଏହି ଭୂକମ୍ପ ଯୋଗୁ ସୁନାମି ହେବାର ସମ୍ଭାବନା ନାହିଁ ବୋଲି ଏଜେନ୍ସି କହିଛି । ଇଣ୍ଡୋନେସିଆ ପ୍ୟାସିଫିକ୍‌ ରିଙ୍ଗ୍‌ ଅଫ୍‌ ଫାୟାର ନାମକ ଏକ ସମ୍ବେଦନଶୀଳ ଭୂକମ୍ପ ପ୍ରବଣ ଅଞ୍ଚଳରେ ହୋଇଛି । ଏହି ଭୂକମ୍ପ କେନ୍ଦ୍ର କେଲାଙ୍ଗ ସହରର ୩୭୨ କିଲୋମିଟର ଦକ୍ଷିଣ-ପଶ୍ଚିମ, ଆଚେଠାରୁ ୧୨କିଲୋମିଟର ଗଭୀରରେ ସୃଷ୍ଟି ହୋଇଛି ।

Leave A Reply

Your email address will not be published.

four × 4 =