Browsing Tag

news of world

ସିରିଆରେ କାର ବୋମା ବିସ୍ଫୋରଣ : ୮ ମୃତ ୨୩ ଆହତ

ବେରୁଟ : ରବିବାର ସକାଳେ ତୁର୍କୀ ସମର୍ଥକ ବାହିନୀ ଦ୍ୱାରା ଦଖଲ ହୋଇଥିବା ଉତ୍ତର ସିରିଆର ଏକ ବଜାରରେ କାର୍ ବୋମା ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ଆଠ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଉପସ୍ଥିତ ଥିବା ଜଣେ ଯୁଦ୍ଧ ମନିଟର ଏହି ସୂଚନା
Read More...

ପାକିସ୍ତାନୀ କୋଇଲା ଖଣିରେ ମିଥେନ ଗ୍ୟାସ ବିସ୍ଫୋରଣ : ଜଳିଗଲେ ୧୨ ଶ୍ରମିକ

କରାଚି : ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ଥିବା ଏକ କୋଇଲା ଖଣିରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ ଘଟିଛି । ଏହି ଦୁର୍ଘଟଣାରେ କୋଇଲା ଖଣିରେ କାମ କରୁଥିବା ୧୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ତେବେ ଦୁର୍ଘଟଣାସ୍ଥଳରୁ ୮ ଜଣ ଖଣି କର୍ମଚାରୀଙ୍କୁ ଉଦ୍ଧାର କରାଯାଇଛି । ବୁଧବାର ପାକିସ୍ତାନୀ
Read More...

ୟୁଏସ୍‌ଏ ସେନା ଉପରେ ଡ୍ରୋନ୍ ଆକ୍ରମଣ : ୩ ସୈନ୍ୟ ମୃତ, ୨୦ରୁ ଅଧିକ ଆହତ

ୱାଶିଂଟନ୍ : ଆମେରିକା ସେନା ଉପରେ ଡ୍ରୋନ୍‌ ଆକ୍ରମଣ । ସିରିଆ-ଜୋର୍ଡାନ ସୀମାରେ ଆମେରିକାର ଯବାନଙ୍କ ଉପରେ ହୋଇଛି ଆକ୍ରମଣ । ଏହି ଆକ୍ରମଣରେ ୩ ଆମେରିକୀୟ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ ଜଣ ଆହତ ହୋଇଛନ୍ତି । ସେପଟେ ଡ୍ରୋନ୍‌ ଆକ୍ରମଣର ଦୃଢ ଜବାବ ଦିଆଯିବ ବୋଲି କହିଛନ୍ତି ଆମେରିକା
Read More...

ବାଂଲାଦେଶରେ ପଞ୍ଚମ ଥର ଶେଖ୍ ହସିନା ସରକାର

ନୂଆଦିଲ୍ଲୀ : ବାଂଲାଦେଶ ପ୍ରଧାନମନ୍ତ୍ରୀ ତଥା ଆୱାମୀ ଲିଗ୍ ମୁଖ୍ୟ ଶେଖ୍‌ ହସିନା ପୁଣିଥରେ କ୍ଷମତା ଦଖଲ କରିବାକୁ ଯାଉଛନ୍ତି । ସାଧାରଣ ନିର୍ବାଚନରେ ବିପୁଳ ବିଜୟ ହାସଲ କରିବା ସହ ପଞ୍ଚମ ଥର ପାଇଁ ସରକାର ଗଠନ କରିବାକୁ ଯାଉଛନ୍ତି । ୨୦୦୯ ମସିହାରୁ ରଣନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ
Read More...

ଇରାନରେ ବୋମା ବିସ୍ଫୋରଣ : ୧୦୩ ମୃତ

ତେହରାନ : ଇରାନର କେରମାନ ସହରରେ ଆତଙ୍କବାଦୀଙ୍କ ବୋମା ବିସ୍ଫୋରଣରେ ବୁଧବାର ଶତାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି । ଇରାନର ଦିବଂଗତ ସାମରିକ ନେତା ମେଜର ଜେନେରାଲ କାସିମ୍ ସୁଲେମାନିଙ୍କ ଶ୍ରଦ୍ଧାଞ୍ଜଳି ସଭା ନିମନ୍ତେ ସାଧାରଣ ଲୋକେ ଏକାଠି ହୋଇଥିବା ବେଳେ ସେଠାରେ
Read More...

ସିଂହାସନ ଛାଡ଼ିବେ ୫୨ ବର୍ଷ ରାଜୁତି କରିଥିବା ଡେନ୍‌ମାର୍କର ରାଣୀ ଦ୍ୱିତୀୟ ମାର୍‌ଗ୍ରେଥେ

କୋପେନ୍‌ହେଗନ୍‌ : ୫୨ ବର୍ଷ ରାଜୁତି କରିଥିବା ଡେନ୍‌ମାର୍କର ରାଣୀ ଦ୍ବିତୀୟ ମାର୍‌ଗ୍ରେଥେ ଜାନୁଆରୀ ୧୪ ତାରିଖରେ ସିଂହାସନ ଛାଡ଼ିବେ ବୋଲି ରବିବାର ଦିନ ଘୋଷଣା କରିଛନ୍ତି । ତାଙ୍କ ଉତ୍ତରାଧିକାରୀ ଭାବେ ବଡ଼ପୁଅ ତଥା ଯୁବରାଜ ଫ୍ରେଡେରିକ୍‌ ରାଜା ହେବେ ବୋଲି ମଧ୍ୟ ସେ କହିଛନ୍ତି ।
Read More...

ଇଣ୍ଡୋନେସିଆରେ ଭୂକମ୍ପ

ଜାକର୍ତ୍ତା : ଗତକାଲି ଇଣ୍ଡୋନେସିଆର ପଶ୍ଚିମ ପ୍ରଦେଶର ଆଚେରେ ଏକ ଶକ୍ତିଶାଳୀ ଭୂକମ୍ପ ଘଟିଛି । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୩ ରେକର୍ଡ କରାଯାଇଛି । ତେବେ ଏହି ଭୂକମ୍ପ ଯୋଗୁ ସୁନାମି ହେବାର ସମ୍ଭାବନା ନାହିଁ ବୋଲି ଏଜେନ୍ସି କହିଛି । ଇଣ୍ଡୋନେସିଆ ପ୍ୟାସିଫିକ୍‌ ରିଙ୍ଗ୍‌ ଅଫ୍‌
Read More...

ଚୀନ୍‌ କୋଇଲା ଖଣିରେ ଦୁର୍ଘଟଣା

ହେଇଲୋଙ୍ଗଜିଆଙ୍ଗ : ଚୀନ୍‌ କୋଇଲା ଖଣିରେ ଦୁର୍ଘଟଣା ଘଟିଛି । ଫଳରେ ଖଣିରେ କାମ କରିବାକୁ ଯାଉଥିବା ୧୨ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଆହତ ହୋଇଥିବା ଜଣାପଡିଛି । ଏହି ଦୁର୍ଘଟଣା ହେଇଲୋଙ୍ଗଜିଆଙ୍ଗ ପ୍ରାନ୍ତରେ ଥିବା ଜିକ୍ସି ସହରର କୁୟୁ କୋଇଲା ଖଣିରେ ଦୁର୍ଘଟଣା ଘଟିଛି ।
Read More...

ଆଇସ୍‌ଲ୍ୟାଣ୍ଡରେ ଆଗ୍ନେୟଗିରି ଉଦ୍‌ଗିରଣ

ରିକଜାଭିକ : ଆଇସ୍‌ଲ୍ୟାଣ୍ଡର ରେକଜାନ୍ସ ଉପଦ୍ୱୀପରେ ଆଗ୍ନେୟଗିରି ବିସ୍ଫୋରଣ ହେତୁ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି । ଦକ୍ଷିଣ ପଶ୍ଚିମ ଆଇସ୍‌ଲ୍ୟାଣ୍ଡର ରେକଜାନ୍ସ ଉପଦ୍ୱୀପରେ ଏକ ଆଗ୍ନେୟଗିରି ବିସ୍ଫୋରଣ ଘଟିଛି ବୋଲି ଜାତୀୟ ପାଣିପାଗ ବିଭାଗ ଆଜି ସକାଳେ ସୂଚନା ଦେଇଛନ୍ତି ।
Read More...

ଚୀନରେ ଭୀଷଣ ଭୂମିକମ୍ପ : ୧୧୧ ମୃତ

ବେଜିଂ : ପଶ୍ଚିମ ଚୀନର ଗାଂସୁ ପ୍ରାନ୍ତରେ ଭୀଷଣ ଭୂମିକମ୍ପ ଅନୁଭୂତ ହୋଇଥିବା ଖବର ମିଳିଛି । ସୋମବାର ବିଳମ୍ବିତ ରାତି ଝଟକା ଲାଗିଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୨ ରେକର୍ଡ କରାଯାଇଛି । ଏହି ଭୟଙ୍କର ଭୂକମ୍ପରେ ପ୍ରାୟ ୧୧୧ଜଣଙ୍କ ମୃତ୍ୟୁ ହୋଇଛି । ଭୂମିକମ୍ପର ତୀବ୍ରତା ଏତେ
Read More...