Browsing Tag

news of world

ମରକ୍କୋ ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ୨ ହଜାର ଟପିଲା

ମରକ୍କୋ : ଆଫ୍ରିକୀୟ ଦେଶ ମରକ୍କୋରେ ୬.୮ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି । ଏହି ଭୂମିକମ୍ପ ହେବା ଯୋଗୁଁ ଅନେକ ଧନଜୀବନ ନଷ୍ଟ ହୋଇଥିବା ସୂଚନା ମିଳିଛି । ଏପର୍ଯ୍ୟନ୍ତ ଏହି ଭୂମିକମ୍ପରେ ୨୦୦୦ରୁ ଅଧିକଙ୍କ ମୃତ୍ୟୁ ମୃତ୍ୟୁ ହୋଇଥିବା ବେଳେ ୭୦୦ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡିଛି ।
Read More...

ଏବେ ୟୁପିଆଇ ଦ୍ୱାରା ଟଙ୍କା ପଠାଇ ହେବ ଦୁବାଇ

ଆବୁଧାବି : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୟୁଏଇ ଗସ୍ତ କାଳରେ ଭାରତର ରିଜର୍ଭ ବ୍ୟାଙ୍କ ଓ ୟୁଏଇର କେନ୍ଦ୍ରୀୟ ବ୍ୟାଙ୍କ ମଧ୍ୟରେ ଦୁଇଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଗୋଟିଏ ବୁଝାମଣାପତ୍ର ଫଳରେ ଦୁଇ ଦେଶ ପରସ୍ପର ସହ ନିଜସ୍ୱ ମୁଦ୍ରାରେ ବାଣିଜ୍ୟ କାରବାର କରିବେ । ଏହା ଫଳରେ
Read More...

ଜାପାନରେ ପହଁଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଟୋକିଓ : ଜାପାନର ରାଜଧାନୀ ଟୋକିଓରେ ପହଁଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟୋକିଓରେ ପହଁଚିବା ପରେ ତାଙ୍କୁ ଭାରତର ରାଷ୍ଟ୍ରଦୂତ ସିବି ଜୋର୍ଜ ଏବଂ ଦୂତାବାସ ଅଧିକାରୀ ସ୍ୱାଗତ କରିଥିଲେ । ସୋମବାରଠୁ ୬ ଦିନିଆ ଜାପାନ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତକାଲି
Read More...

ଆଜିଠୁ ଅଲ୍‌ ଇଂଲଣ୍ଡ ଓପନ ବ୍ୟାଡ଼ମିଣ୍ଟନ

ବର୍ମିଂହାମ୍‌ : ଆଜିଠୁ ଇଂଲଣ୍ଡରେ ଆରମ୍ଭ ହେଉଛି ମର୍ଯ୍ୟାଦାଜନକ ଅଲ୍‌ ଇଂଲଣ୍ଡ ଓପନ ବ୍ୟାଡ଼ମିଣ୍ଟନ ଚାମ୍ପିଅନସିପ୍‌ । ଏଥିରେ ଭାରତର ଷ୍ଟାର୍‌ ଖେଳାଳି ପିଭି ସିନ୍ଧୁ, ଲକ୍ଷ୍ୟ ସେନ୍‌ ଓ ଏଚ୍‌ଏସ୍‌ ପ୍ରଣୟଙ୍କ ଉପରେ ସମସ୍ତଙ୍କ ନଜର ରହିବ । ଗତବର୍ଷ ଲକ୍ଷ୍ୟ ଅଳ୍ପକେ ଟାଇଟଲ୍‌ ହାତଛଡ଼ା କରିଥିଲେ
Read More...

ଆଫଗାନିସ୍ତାନରେ ପୁଣି ଭୂମିକମ୍ପ

କାବୁଲ : ପୁଣି ଥରିଲା ଆଫଗାନିସ୍ତାନ । ଶୁକ୍ରବାର ସକାଳେ ଆଫଗାନିସ୍ତାନର ଫୌଜାବାଦରେ ଏକ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୧ ରେକର୍ଡ କରାଯାଇଛି । ଏନେଇ ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ ଏହି ସୂଚନା ଦିଆଯାଇଛି । ତେବେ ଭୂମିକମ୍ପ ଯୋଗୁଁ କୌଣସି
Read More...

ଆଫଗାନିସ୍ତାନରେ ଭୂକମ୍ପ ଝଟ୍‌କା

କାବୁଲ : ଆଫଗାନିସ୍ତାନରେ ଭୂକମ୍ପ ଝଟକା । ମଙ୍ଗଳବାର ରାତି ପ୍ରାୟ ୧.୪୦ରେ ଏହି ଭୂକମ୍ପ ଅନୁଭୂତ ହୋଇଥିବା ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ ସୂଚନା ଦିଆଯାଇଛି । ତେବେ ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୪.୨ ରହିଥିବା ବେଳେ ଦ୍ରାଘିମା ୬୯.୫୧, ଅକ୍ଷାଂଶ ୩୪.୫୩ ଏବଂ ଏବଂ ଗଭୀରତା
Read More...

ଥରିଲା ଆଫଗାନିସ୍ତାନ

ଆଫଗାନିସ୍ତାନ : ଆଫଗାନିସ୍ତାନର ଫୈଜାବାଦରେ ଭୂକମ୍ପ ଅନୁଭୁତ ହୋଇଛି । ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର(ଏନସିଏସ) ଅନୁଯାୟୀ, ରବିବାର ଭୋର ପ୍ରାୟ ୨ଟା ୧୫ରେ ଆଫଗାନିସ୍ତାନର ଫୈଜାବାଦରୁ ୨୭୩ କିଲୋମିଟର ପୂର୍ବରେ ୪.୩ ତୀବ୍ରତାର ଏକ ଭୂକମ୍ପ ହୋଇଛି । ଏନ୍‌ସିଏସ ଟୁଇଟ କରିଛି ଯେ,
Read More...

ପପୁଆ ନ୍ୟୁ ଗିନିରେ ଭୂକମ୍ପ ଅନୁଭୂତ

ପୋର୍ଟ ମୋରେସ୍ୱି : ପପୁଆ ନ୍ୟୁ ଗିନିର ବ୍ରିଟେନ ଅଞ୍ଚଳରେ ରବିବାର ଏକ ଭୂକମ୍ପ ଅନୁଭୁତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ରହିଥିଲା ୬.୫ । ୟୁଏସ ଜିଓଲଜିକାଲ ସର୍ଭେ(ୟୁଏସଜିଏସ) ଏହି ସୂଚନା ଦେଇଛି । ୟୁଏସଜିଏସର ସୂଚନା ଅନୁଯାୟୀ, ଭୂକମ୍ପର କେନ୍ଦ୍ର ୬୫ କିଲୋମିଟର ଗଭିରତାରେ ଥିଲା
Read More...

ଆମେରିକାର ନେବାଦାରେ ମେଡିକାଲ ଫ୍ଲାଇଟ କ୍ରାସ

ରେନୋ : ଆମେରିକାର ନେବାଦାରେ ଥିବା ଏକ ପାହାଡିଆ ଅଞ୍ଚଳରେ ଏକ ବିମାନ ଦୁର୍ଘଟଣାରେ ରୋଗୀ ସମେତ ଏକ ମେଡିକାଲ ଟ୍ରାନ୍ସପୋର୍ଟ ଫ୍ଲାଇଟରେ ଥିବା ସମସ୍ତ ୫ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଲୌନ କାଉଂଟି ଶେରିଫର କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ଅଧିକାରୀଙ୍କ ଷ୍ଟେଜକୋଚ, ନେବାଦା
Read More...

ବଲୁଚିସ୍ତାନରେ ବିସ୍ଫୋରଣ : ୨ ମୃତ, ୨ ଆହତ

ଇସଲାମାବାଦ : ବଲୁଚିସ୍ତାନର ଖଉଜଦାର ଜିଲ୍ଲାରେ ଶନିବାର ହୋଇଥିବା ବିସ୍ଫୋରଣରେ ୨ ପୋଲିସ କର୍ମୀଙ୍କ ମୃତ୍ୟୁ ହୋଇଛି । ଏହାସହ ଏହି ବିସ୍ଫୋରଣରେ ୨ ଅନ୍ୟ ପୋଲିସ କର୍ମୀ ଆହତ ହୋଇଛନ୍ତି । ଜଣେ ପୋଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଖୁଜଦାରର ପୋଲିସ ଅଧିକ୍ଷକ (ଏସ୍‌ପି) ଫହଦ ଖାଁ ଖୋସୋଙ୍କ
Read More...