Browsing Tag

news of world

୩ ଗାଡ଼ି ଧକ୍କା : ୧୩ ମୃତ, ୨୦ ଆହତ

ଇସଲାମାବାଦ : ପାକିସ୍ତାନର ପଞ୍ଜାବ ପ୍ରଦେଶର ମୁଲତାନ-ସୁକୁର ମୋଟରୱେରେ ତିନି ଗାଡି ଧକ୍କାରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ ୨୦ ଜଣ ଆହତ ହୋଇଥିବା ଖବର ମିଳିଛି । ଶନିବାର ଉଦ୍ଧାର ଅଧିକାରୀ ଏହି ସୂଚନା ଦେଇଛନ୍ତି । ଅଧିକାରୀ କହିଛନ୍ତି ଯେ ଶୁକ୍ରବାର ରାତିରେ ରହୀମ ୟାର
Read More...

ତୁର୍କୀରେ ପୁଣି ଭୂମିକମ୍ପ

ଆଙ୍କାରା : ଶନିବାର ତୁର୍କୀରେ ପୁଣି ଥରେ ପ୍ରବଳ ଭୂମିକମ୍ପ ଅନୁଭୂତ ହୋଇଛି । କେନ୍ଦ୍ରୀୟ ତୁର୍କୀ ଅଞ୍ଚଳରେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୫ ରହିଛି । ଏନେଇ ୟୁରୋପୀୟ-ଭୂମଧ୍ୟସାଗରୀୟ ଭୂମିକମ୍ପ କେନ୍ଦ୍ର ଏହି ସୂଚନା ଦେଇଛି ।
Read More...

ଇଣ୍ଡୋନେସିଆରେ ଭୂମିକମ୍ପ

ଜାକର୍ତ୍ତା : ଇଣ୍ଡୋନେସିଆର ତୋବେଲୋରେ ଏକ ଭୂମିକମ୍ପ ଆସିଥିବା ସୂଚନା ମିଳିଛି । ୟୁଏସ ସିସମୋଲଜିକାଲ ସର୍ଭେ କହିଛି ଶୁକ୍ରବାର ସକାଳେ ଇଣ୍ଡୋନେସିଆର ତୋବେଲୋରେ ଭୂମିକମ୍ପ ଆସିଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ରହିଥିଲା ୬.୩ । ଭୂମିକମ୍ପର କେନ୍ଦ୍ର ଇଣ୍ଡୋନେସିଆରୁ ୧୭୭ କିଲୋମିଟର
Read More...

ଘରୋଇ ବିମାନ ଦୁର୍ଘଟଣାଗ୍ରସ୍ତ : ୫ ମୃତ

ୱାଶିଂଟନ : ଆମେରିକାର ଆର୍କାସସର ପୁଲାସ୍କି କାଉଣ୍ଟିରେ ଏକ ଘରୋଇ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ଆମେରିକାର ଗଣମାଧ୍ୟମ ଅନୁଯାୟୀ ଟୁଇନ-ଇଞ୍ଜିନ ବିମାନ ବିଲ ଏବଂ ହିଲାରୀ କ୍ଲିଣ୍ଟନ ଜାତୀୟ ବିମାନବନ୍ଦରରୁ ଉଡ଼ାଣ କରିଥିଲା
Read More...

ତାଜିକିସ୍ତାନରେ ଭୂମିକମ୍ପ

ବେଜିଂ : ଆଜି ତାଜିକିସ୍ତାନରେ ୬.୮ ତୀବ୍ରତାର ଭୂମିକମ୍ପ ହୋଇଥିବା ଜଣାପଡିଛି । ଯାହାର ପ୍ରଭାବରେ ଚୀନରେ ଭୂମିକମ୍ପ ଅନୁଭୁତ ହୋଇଛି । ଆମେରିକୀୟ ଭୂବିଜ୍ଞାନ ସର୍ଭେକ୍ଷଣ ପକ୍ଷରୁ(ଟଝଏଝ) ଏହି ସୂଚନା ଦିଆଯାଇଛି । ସକାଳ ପ୍ରାୟ ୫.୩୭ ମିନିଟ୍‌ରେ ଏହି ଭୂମିକମ୍ପ ହୋଇଥିଲା । ଆଫଗାନିସ୍ତାନ ଓ
Read More...

ମନ୍ତ୍ରୀଙ୍କୁ କିଏ ଲଗାଇଲା ବିଛୁଆତି : କୁଣ୍ଡାଇ କୁଣ୍ଡାଇ ଅଥା, ଭିଡିଓ ଭାଇରାଲ

ଭୋପାଳ : ମଧ୍ୟପ୍ରଦେଶ ସରକାରଙ୍କ ପିଏଚ୍‌ଇ ରାଜ୍ୟ ମନ୍ତ୍ରୀ ବ୍ରିଜେନ୍ଦ୍ର ସିଂ ଯାଦବ ତାଙ୍କ ନିର୍ବାଚନ ମଣ୍ଡଳୀରେ ବିକାଶ ଯାତ୍ରା ସମୟରେ କିଏ ତାଙ୍କୁ ବିଛୁଆତି ଲଗାଇ ଦେଇଥିଲା । ଏହା ପରେ ମନ୍ତ୍ରୀ କୁଣ୍ଡାଇ କୁଣ୍ଡାଇ ଅଥା । ସ୍ଥିତି ଏଭଳି ହେଲା ଯେ, ମନ୍ତ୍ରୀଙ୍କୁ କୁର୍ତ୍ତା ଉତାରିବାକୁ
Read More...

ୟୁପି ରାଜନୀତିରେ ଝଡ଼ : କେଶବ ପ୍ରସାଦ ମୌର୍ଯ୍ୟଙ୍କ ପରେ ଆଉ ଜଣେ ମନ୍ତ୍ରୀ ଅଖିଳେଶ ଯାଦବଙ୍କୁ ସମର୍ଥନ କଲେ

ଲକ୍ଷ୍ନୌ : ବିହାର ପରେ ଏବେ ଉତ୍ତରପ୍ରଦେଶରେ ଜାତିଗତ ଜନଗଣନା ପାଇଁ ସମର୍ଥନ ବଢ଼ିବାରେ ଲାଗିଛି । ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଗତ କିଛି ଦିନ ହେବ ଏହି ଦାବୀ କରିଆସୁଛନ୍ତି । ରାଜ୍ୟର ଡେପୁଟି ସିଏମ୍ କେଶବ ପ୍ରସାଦ ମୌର୍ଯ୍ୟ ଅଖିଳେଶ ଯାଦବଙ୍କ ଦାବୀକୁ ସମର୍ଥନ କରିଛନ୍ତି । ଏଥି
Read More...

ଚୀନ୍‌ରେ ସିରିଜ ଦୁର୍ଘଟଣା : ୧୬ ମୃତ, ୬୬ ଆହତ

ବେଜିଂ : ଚୀନ୍‌ର ହ୍ୟୁନାନ ପ୍ରଦେଶ ରାଜଧାନୀ ଚାଙ୍ଗସା ସିଟିର ଏକ ଏକ୍ସପ୍ରେସୱେ'ରେ ୫୦ରୁ ଅଧିକ ଗାଡି ପରସ୍ପର ସହ ଧକ୍କା ଲାଗିଛି । ଏଥିରେ ୧୬ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୬୬ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୮ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଗତକାଲି ସନ୍ଧ୍ୟାରେ
Read More...

ପେଶୱାର ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୬୩ କୁ ବୃଦ୍ଧି, ତେହେରିକ-ଇ-ତାଲିବାନ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କଲା

ପେଶୱାର : ପାକିସ୍ତାନରେ ପେଶୱାର ମସଜିଦରେ ହୋଇଥିବା ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୬୩କୁ ବୃଦ୍ଧି ପାଇଥିବା ବେଳେ ୧୫୭ ଜଣ ଆହତ ହୋଇଛନ୍ତି । ଏହି ଆକ୍ରମଣ ପାଇଁ ତେହେରିକ-ଇ-ତାଲିବାନ ପାକିସ୍ତାନ (ଟିଟିପି) ନିଜେ ଦାୟୀ ବୋଲି ସ୍ୱୀକାର କରିଛି । ଅଧିକାରୀମାନେ କହିଛନ୍ତି ଯେ, ଆଗ ଧାଡିରେ
Read More...

ଭୂକମ୍ପରେ ଥରିଲା ଆଣ୍ଡାମାନ

ପୋର୍ଟ ବ୍ଲେୟାର୍‌ : ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ଆଣ୍ଡାମାନ ସାଗର ନିକଟରେ ମଙ୍ଗଳବାର ସକାଳୁ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୯ ରହିଛି । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ଭୋର ପ୍ରାୟ ୩.୪୦ ସମୟରେ ଏହି ଭୂକମ୍ପ ଘଟିଥିଲା । ଏନସିଏସ
Read More...
error: Content is protected !!