pakka

ଥରିଲା ଆଫଗାନିସ୍ତାନ

bbehera

ଆଫଗାନିସ୍ତାନ : ଆଫଗାନିସ୍ତାନର ଫୈଜାବାଦରେ ଭୂକମ୍ପ ଅନୁଭୁତ ହୋଇଛି । ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର(ଏନସିଏସ) ଅନୁଯାୟୀ, ରବିବାର ଭୋର ପ୍ରାୟ ୨ଟା ୧୫ରେ ଆଫଗାନିସ୍ତାନର ଫୈଜାବାଦରୁ ୨୭୩ କିଲୋମିଟର ପୂର୍ବରେ ୪.୩ ତୀବ୍ରତାର ଏକ ଭୂକମ୍ପ ହୋଇଛି । ଏନ୍‌ସିଏସ ଟୁଇଟ କରିଛି ଯେ, ଭୂକମ୍ପର କେନ୍ଦ୍ର ୮୦ କିଲୋମିଟର ଗଭିରତାରେ ଥିଲା ।

jay balangir
Leave A Reply

Your email address will not be published.

thirteen + twelve =

error: Content is protected !!