pakka

ୟୁଏସ୍‌ଏ ସେନା ଉପରେ ଡ୍ରୋନ୍ ଆକ୍ରମଣ : ୩ ସୈନ୍ୟ ମୃତ, ୨୦ରୁ ଅଧିକ ଆହତ

bbehera

ୱାଶିଂଟନ୍ : ଆମେରିକା ସେନା ଉପରେ ଡ୍ରୋନ୍‌ ଆକ୍ରମଣ । ସିରିଆ-ଜୋର୍ଡାନ ସୀମାରେ ଆମେରିକାର ଯବାନଙ୍କ ଉପରେ ହୋଇଛି ଆକ୍ରମଣ । ଏହି ଆକ୍ରମଣରେ ୩ ଆମେରିକୀୟ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ ଜଣ ଆହତ ହୋଇଛନ୍ତି । ସେପଟେ ଡ୍ରୋନ୍‌ ଆକ୍ରମଣର ଦୃଢ ଜବାବ ଦିଆଯିବ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ।

Leave A Reply

Your email address will not be published.

five × one =