Yearly Archives

2020

ଷଷ୍ଠ ତମ ତମିଆ ବ୍ୟାଡ୍‌ ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ବଲାଙ୍ଗୀର : ତମିଆ ବ୍ୟାଡ୍‌ ମିଣ୍ଟନ କ୍ଲବ ଆନୁକୂଲ୍ୟରେ ୨୭,୨୮ ଓ ୨୯ ତାରିଖ ପର୍ୟ୍ୟନ୍ତ ବ୍ୟାଡ ମିଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ବରଗଡ଼, ବଲାଙ୍ଗୀର ଓ ସୋନପୁର ଜିଲ୍ଲାର ୫୦ ରୁ ଉର୍ଦ୍ଧ୍ବଦଳ ଭାଗ ନେଇଥିଲେ । ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ଉତ୍ସବରେ ପଦ୍ମପୁରର ହରିଶଙ୍କର
Read More...

ଜେଏସଏମ କମର୍ସ କଲେଜ ପକ୍ଷରୁ ଗରିବ ପରିବାରଙ୍କୁ କମ୍ବଳ ବଣ୍ଟନ

ବଲା‌ଙ୍ଗିର, (କେପିଏନ୍‌ଏସ୍‌) : ଜେଏସଏମ କମର୍ସ କଲେଜ ପକ୍ଷରୁ ଗରିବ ପରିବାରଙ୍କୁ କମ୍ବଳ ବଣ୍ଟନ କରାଯାଇଛି । ରାଜେନ୍ଦ୍ର କଲେଜ ନିକଟସ୍ଥ ଆନନ୍ଦ ନଗରେ ଥିବା ଗରୀବ ପରିବାରକୁ ପୂର୍ବରୁ ଚିହ୍ନଟ କରାଯାଇ ଆଜି କମ୍ବଳ ବଣ୍ଟନ କରାଗଲା । ଏହି କାର୍ଯ୍ୟକ୍ରମରେ ଜେଏସ୍‌ଏମ୍‌ କଲେଜର ଡ଼ାଇରେକ୍ଟର
Read More...

ବରିଷ୍ଠ ସାମ୍ବାଦିକ ତଥା ରାଜ୍ୟ ଓୟୁଜେର ପୂର୍ବତନ ସଭାପତି ଶଙ୍କର ମିଶ୍ରଙ୍କ ବିୟୋଗରେ ଶୋକସଭା

କଂଟାବାଂଜି, (ମନିଶ କୁମାର ହଂସ): ବଲାଙ୍ଗିର ଜିଲ୍ଲାର ବରିଷ୍ଠ ଖବରଦାତା ତଥା ଓଡିଶା ରାଜ୍ୟ ୟୁନିୟନ ଅଫ୍‌ ଜୋର୍ନାଲିଷ୍ଟର ପୂର୍ବତନ ସଭାପତି ଶଙ୍କର ପ୍ରସାଦ ମିଶ୍ରଙ୍କ ବିୟୋଗରେ ସାଂବାଦିକ ସଂଘ କଂଟାବାଂଜି ଦ୍ୱାରା ଏକ ଶୋକ ସଭା ଆଜି ସନ୍ଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଶୋକ ସଭାରେ
Read More...

ତିନି ଦଫା ଦାବୀରେ ଧୁମାଭଟା ଚାଷୀଙ୍କ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସମସ୍ୟା ପ୍ରବଣ ଧୁମାଭଟା ପଞ୍ଚାୟତର ଚାଷୀମାନେ ଆଜି ତିନି ଦଫା ଦାବୀରେ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ତିନି ଦଫା ଦାବୀପତ୍ର ପ୍ରଦାନ କରିଛନ୍ତି । ଏହି ଦାବୀପତ୍ରରେ
Read More...

ବଲାଙ୍ଗୀର ଟିକ୍ରାପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମୋ ସ୍କୁଲ ଅଭିଯାନର କାର୍ଯ୍ୟକ୍ରମର ବୈଠକ

ବଲାଙ୍ଗୀର, (ଦେବାଶିଷ ମିଶ୍ର) : ଓଡିଶା ସରକାରଙ୍କ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମରେ ସ୍ଥାନୀୟ ଟିକ୍ରାପଡା ସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ବୀଣାପାଣି ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ସ୍କୁଲର ପୂର୍ବତନ ଛାତ୍ରମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ସଭା
Read More...

ରକ୍ତଦାନ ଶିବିର ଆୟୋଜିତ

ସୋନପୁର, (ପ୍ରଭୁଦ‌ତ୍ତ ରଥ‌) : ମାୟାବର୍ହା ହାଇସ୍କୁଲର ଜୁନିଅର ରେଡକ୍ରସ, ସୋନପୁର ରକ୍ତ ଭଣ୍ଡାର ଓ ରକ୍ତଦାତା ମହାସଂଘ ମିଳିତ ସହଯୋଗରେ ସୋନପୁର ରକ୍ତ ଭଣ୍ଡାରରେ ସ୍ୱେଚ୍ଚାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଜିଲ୍ଲା ଜୁନିଅର ରେଡକ୍ରସ ଅଫିସର ତଥା ଅର୍ଗାନାଇଜିଙ୍ଗ ସ୍କୁଲର
Read More...

ବରଗଡ଼ ଜିଲ୍ଲାରେ ବୀରତା ଦିବସ ପାଳିତ

ବରଗଡ଼, (ସତ୍ୟନାରାୟଣ ପଧାନ) : ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ସହୀଦ ମାଧୋ ସିଂ ଓ ତାଙ୍କ ପରିବାରଙ୍କ ସ୍ବାଧୀନତା ସଂଗ୍ରାମରେ ବଳିଦାନ ସ୍ମୃତିରେ ବୀରତା ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ହଲଦୀପାଲି ଛକ ସ୍ଥିତ ବୀର ସ୍ମୃତି ସ୍ତମ୍ଭ ଠାରେ ବରଗଡ଼ ବିଧାୟକ ଦେବେଶ
Read More...

କୋମାରେ ବ୍ଲକ୍ ‘ମୋ ସରକାର କକ୍ଷ’ ଖୋଲୁନି ତାଲା : ଫେରୁଛନ୍ତି ଗ୍ରାମାଞ୍ଚଳରୁ ଆସୁଥିବା ଅଭିଯୋଗକାରୀ

ଦେଓଗାଁ, (ମନୀଷ କୁମାର ସାହୁ) : ଶାସନ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ରାଜ୍ୟ ସରକାର ପ୍ରତି ବ୍ଲକରେ ମୋ ସରକାର କକ୍ଷ ଆରମ୍ଭ କରିଛନ୍ତି । କିନ୍ତୁ ଦେଓଗାଁ ବ୍ଲକ କାର୍ଯ୍ୟାଳୟ ଭିତରେ ଥିବା ମୋ ସରକାର କକ୍ଷ ଗତ ଲକଡାଉନ ସମୟରୁ ବନ୍ଦ ହୋଇ ପଡିରହିଛି । କେବେ ଖୋଲିବ ତାଲା ଓ ଲୋକେ ଅଭିଯୋଗ
Read More...

ବାରିକ ସମାଜ କଲ୍ଯାଣ ମଣ୍ତପ ପଦ୍ମପୁର ଠାରେ ସେଲୁନ ଦୋକାନୀ ସଂଘର ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ):ବରଗଡ଼ ଜିଲ୍ଲା ପଦ୍ମପୁର ବାରିକ ସମାଜ କଲ୍ଯାଣ ମଣ୍ତପ ଠାରେ ପଦ୍ମପୁର ସେଲୁନ ଦୋକାନୀ ସଂଘର ବୈଠକ ଅନୁଷ୍ଠିତ ହୋଇଯାଇଛି । ଆରମ୍ଭରୁ ବଲାଙ୍ଗିରର ସ୍ବର୍ଗତ ନେତ୍ରାନନ୍ଦ ବାରିକଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରାର୍ଥନା କରାଯାଇଥିଲା । ସ୍ବର୍ଗତ ଶ୍ରୀ ବାରିକ ଜଣେ କବି
Read More...

ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ନିଧି ସମର୍ପଣ ଅଭିଯାନ ବୈଠକ

ଦେଓଗାଁ,(ମନୀଷ କୁମାର ସାହୁ): ବୁଧବାର ଦିନ ଦେଓଗାଁ ସ୍ଥିତ ସରସ୍ଵତୀ ଶିଶୁ ମନ୍ଦିରରେ ଧର୍ମ ଜାଗରଣ ସମିତି (ଜିଲ୍ଲା ସଂଯୋଜକ) ମୋହନ ଲାଲ ସାମଲଙ୍କ ଆବାହକତ୍ୱରେ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ନିଧି ସଂଗ୍ରହ ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଦେଓଗାଁ ବ୍ଲକର
Read More...