Daily Archives

ସେବା ପକ୍ଷ ଅବସରରେ ବିଦ୍ୟାଳୟରେ ବୃକ୍ଷରୋପଣ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : ସେବା ପକ୍ଷ ପାଳନ ଅବସରରେ ବାଲିଗୁଡା ବ୍ଲକ ଚାଙ୍ଗୁରୁବାଲି ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ପରିବେଶ ସୁରକ୍ଷା ସହ ସବୁଜିମା ବୃଦ୍ଧି ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୃକ୍ଷର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି…
Read More...

ବର୍ଜ୍ୟରୁ ସୃଜନର ବାର୍ତ୍ତା ଦେଲା ଗ୍ରୀଷ୍ମ ଶିବିର : ୬୦ ଶିକ୍ଷାର୍ଥୀଙ୍କୁ ଦିଆଗଲା ବିଭିନ୍ନ କୌଶଳ ପ୍ରଶିକ୍ଷଣ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କେବଳ ପାଠପଢ଼ା ନୁହେଁ, ହାତକାମ ମାଧ୍ୟମରେ ନୂଆ କୌଶଳ ଶିଖିବା ଓ ଆତ୍ମନିର୍ଭର ହେବାର ବାର୍ତ୍ତା ନେଇ ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ବୁଡ଼ାଗୁଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟରେ ଏକଦିବସୀୟ ଗ୍ରୀଷ୍ମ ଶିବିର ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର…
Read More...

ବିଭାଗୀୟ ସମସ୍ୟା ସମାଧାନକୁ ନୂଆ ପଦକ୍ଷେପ : କନ୍ଧମାଳରେ ପ୍ରତିନିଧି ମଣ୍ଡଳ ଗଠନ ପାଇଁ ନାମ ତାଲିକା ପ୍ରସ୍ତୁତ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲାର ବିଭିନ୍ନ ବିଭାଗର ସମସ୍ୟା ଓ ଲୋକଙ୍କ ଅଭିଯୋଗକୁ ଅଧିକ ପ୍ରଭାବଶାଳୀ ଭାବେ ପ୍ରଶାସନ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଏକ ପ୍ରତିନିଧି ମଣ୍ଡଳ ଗଠନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏନେଇ ଜିଲ୍ଲା ପ୍ରଶାସନ ନିକଟକୁ ସମ୍ପୃକ୍ତ…
Read More...

ବ୍ରାହ୍ମଣୀଗାଁକୁ ଉପଜିଲ୍ଲାପାଳଙ୍କ ଅଚାନକ ଗସ୍ତ : ୯ ଦଫା ଦାବିପତ୍ର ପ୍ରଦାନ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : କାର୍ଯ୍ୟାଳୟର ଫାଇଲ୍‌ ଭିତରେ ସୀମିତ ନରହି ଲୋକଙ୍କ ନିକଟକୁ ପହଞ୍ଚି ଅଞ୍ଚଳର ସମସ୍ୟା ଅନୁଧ୍ୟାନ କରିଛନ୍ତି ବାଲିଗୁଡ଼ା ଉପଖଣ୍ଡ ଉପଜିଲ୍ଲାପାଳ ପ୍ରଣୀତା ଦାସ । ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁକୁ ଅଚାନକ ଗସ୍ତ କରି ସେ ବିଭିନ୍ନ…
Read More...

ଜିଲ୍ଲା ସ୍ତରୀୟ ସେବା ସଂକଳ୍ପ ଅଭିଯାନ ପ୍ରତିଯୋଗିତାରେ ତୁରେକେଲା ବ୍ଲକ ଛାତ୍ରଛାତ୍ରୀଙ୍କ ସଫଳତା

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ପିଏମଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବଲାଙ୍ଗିରରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ଶିକ୍ଷା ଅଧିକାରୀ ସୁଧାଂଶୁ ଶେଖର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ବକ୍ତୃତା…
Read More...

ଗଜପତିନଗର ପ୍ରାଥମିକ ବିଦ୍ୟାଳୟ ଠାରେ ପାଞ୍ଚଜଣ ବରପୁତ୍ରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ବ୍ଲକ ପାଲୁରୁଗଡ଼ ପଞ୍ଚାୟତ ଅଧିନସ୍ଥ ଗଜପତିନଗର ପ୍ରାଥମିକ ବିଦ୍ୟାଳୟ ଠାରେ ପ୍ରତିଷ୍ଠିତ ପାଞ୍ଚଜଣ ବରପୁତ୍ର ଯଥା :- ଉତ୍କଳ ଗୌରବ ମଧୁସୂଦନ ଦାସ, ନେତାଜୀ ସୁବାଷ ଚନ୍ଦ୍ର ବୋଷ, ସମ୍ବିଧାନ ପ୍ରଣେତା ଡ଼. ଭୀମରାଓ ରାମଜୀ ଆମ୍ବେଦକର,…
Read More...

ସ୍ୱଚ୍ଛ ଭାରତ ଦିବସ ୨୦୨୬ ଅବସରରେ ସ୍ୱତନ୍ତ୍ର ଗ୍ରାମସଭା ଆୟୋଜନର ନେତୃତ୍ୱ ନେଲେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ

ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସ୍ୱତନ୍ତ୍ର ଗ୍ରାମସଭାରେ ଡିଡିଡବ୍ଲ୍ୟୁଏସ୍ର ବରିଷ୍ଠ ଅଧିକାରୀମାନଙ୍କ ଅଂଶଗ୍ରହଣ ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ରମନ୍ତ୍ରୀ ଶ୍ରୀ ସି. ଆର୍. ପାଟିଲ ୨ ଅକ୍ଟୋବର ୨୦୨୬ରେ ସ୍ୱଚ୍ଛ ଭାରତ ଦିବସ ଅବସରରେ ଗୁଜରାଟର ନବସାରୀ ଜିଲ୍ଲା ଚିଖଲି ବ୍ଲକ…
Read More...

ତୁର୍କୀରୁ କୁଖ୍ୟାତ ନିଶା ମାଫିଆ ନବପ୍ରୀତ ସିଂହର ସଫଳ ପ୍ରତ୍ୟାର୍ପଣ ଲାଗି ସମସ୍ତ ସମ୍ପୃକ୍ତ ଏଜେନ୍ସିକୁ ସ୍ବରାଷ୍ଟ୍ର…

‘ନବାବ ବିର୍କ’ ନାମକ ଏକ ଜାଲ ପରିଚୟରେ ତୁର୍କୀର ନାଗରିକତା ହାସଲ କରିଥିଲା ନବପ୍ରୀତ ସିଂହସେ ଆଫଗାନିସ୍ତାନରୁ ଭାରତକୁ ହେରୋଇନ୍ ଓ ମେଥାମ୍ଫେଟାମିନ୍ ଚୋରାଚାଲାଣ ଜାରି ରଖିଥିଲାଭାରତକୁ ଅଣାଯିବା ସହ ନିଶାଦ୍ରବ୍ୟ ଚୋରାଚାଲାଣ ସମେତ ଅନ୍ୟାନ୍ୟ ଅପରାଧିକ ମାମଲାରେ ତାକୁ ଜେଲ୍ରେ…
Read More...