Daily Archives

ବଙ୍ଗୋମୁଣ୍ଡା ଚଉଷଠୀ ଯୋଗିନୀ ସାହିତ୍ୟ କଳା ପରିଷଦ ପକ୍ଷରୁ ସ୍ୱଷ୍ଟି ନକ୍ଷତ୍ର ସମାରୋହ ଉତ୍ସବ

୨ ପୁସ୍ତକ ଉନ୍ମୋଚନ କଲେ ନିମନ୍ତ୍ରିତ ଅତିଥି କବି ଯୁଗଳ କିଶୋର ଷଡଙ୍ଗୀଙ୍କ "ଚେତନାର କାଦମ୍ବିନୀ" ଓ କବି ଜ୍ୟୋତିପ୍ରକାଶ ଗଡତ୍ୟାଙ୍କ "ସ୍ମରଣ" ପୁସ୍ତକ ଉନ୍ମୋଚିତ ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ଠାରେ ଥିବା ଡଃ. ପ୍ରଭାତୀ ରଥ…
Read More...

ଲେବଡା କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଲେବଡ଼ା ସଦର ମହକୁମାରେ ଥିବା ପିଏମଶ୍ରୀ ପାଟଣେଶ୍ୱରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଲେବଡ଼ା କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ''ସୁରଭି' ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି ।ଏହି ଉତ୍ସବରେ ବ୍ଲକ ଅତିରିକ୍ତ…
Read More...

ଗୁଡିଘାଟ ଆଞ୍ଚଳିକ ସାଧନ କେନ୍ଦ୍ରସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୁଡିଘାଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଗୁଡିଘାଟ ସିଆର୍‌ସିସି ଲକ୍ଷ୍ମୀକାନ୍ତ ମହାନନ୍ଦଙ୍କ ସଭାପତିତ୍ୱରେ କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୬ ସୋମବାର ଅନୁଷ୍ଠିତ ହୋଇଯାଇଛି । ଉଦଘାଟନୀ…
Read More...

ପାଇକମାଲ ନବୋଦୟ ବିଦ୍ୟାଳୟରେ ଗ୍ରାମସଭା ନାଟ୍ୟାଭିନୟ ପ୍ରଦର୍ଶିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଗ୍ରାମସଭାର ଗଠନ, କାର୍ଯ୍ୟପ୍ରଣାଳୀ ଓ ଗୁରୁତ୍ୱ ଉପରେ ଏକ ନାଟ୍ୟାଭିନୟ ପ୍ରଦର୍ଶିତ ହୋଇଯାଇଛି । ଏହା ମାଧ୍ୟମରେ ଗ୍ରାମର ବିକାଶ, ସ୍ଥାନୀୟ ସମସ୍ୟାର ସମାଧାନ…
Read More...

ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପଦ୍ମପୁର ଡିଭିଜନ ପକ୍ଷରୁ ନୂଆଁଖାଇ ଭେଟଘାଟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପଦ୍ମପୁର ଡିଭିଜନ ପକ୍ଷରୁ ନୃସିଂହନାଥ କେନ୍ଦୁପତ୍ର କେନ୍ଦ୍ରୀୟ ଗୋଦାମ ଠାରେ ନୂଆଁଖାଇ ଭେଟଘାଟ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । କର୍ମଚାରୀ ସଂଘ ସଂପାଦକ କୋକିଳ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନୂଆଁଖାଇ ଭେଟଘାଟ…
Read More...

ଭାରତ ପକ୍ଷରୁ ଆୟୋଜିତ ପ୍ରଥମ ବିମଷ୍ଟେକ୍ ଗୃହମନ୍ତ୍ରୀସ୍ତରୀୟ ବୈଠକରେ ଅଧ୍ୟକ୍ଷତା କଲେ ଗୃହମନ୍ତ୍ରୀ

ପ୍ରଥମ ବିମ୍ଷ୍ଟେକ୍ ଗୃହମନ୍ତ୍ରୀସ୍ତରୀୟ ବୈଠକ ଆୟୋଜନ ଭାରତ ପାଇଁ ଗର୍ବ ଓ ଗୌରବର ବିଷୟ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ‘ବିଶ୍ୱମିତ୍ର’ ଭାବନା ସହ ଶାନ୍ତି, ସହାବସ୍ଥାନ ଓ ମାନବ କଲ୍ୟାଣ ପ୍ରତି ଭାରତ ପ୍ରତିବଦ୍ଧ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଅନୁଯାୟୀ ବିମ୍ଷ୍ଟେକ୍କୁ ସମାବେଶୀ…
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ବ୍ଲୁମବର୍ଗ ନ୍ୟୁ ଇକୋନୋମି ଫୋରମ୍’କୁ ସମ୍ବୋଧନ

“ନିୟନ୍ତ୍ରଣ କରିବାର ଶକ୍ତିଠାରୁ ସଶକ୍ତ କରିବାର ଶକ୍ତି, ପ୍ରତିଦ୍ୱନ୍ଦ୍ୱିତାଠାରୁ ସହଯୋଗର ଶକ୍ତି ଏବଂ ନିଜେ ସଫଳ ହେବାଠାରୁ ଅନ୍ୟମାନଙ୍କୁ ସଫଳ କରାଇବାର ଶକ୍ତି ଉପରେ ମୋର ଦୃଷ୍ଟିକୋଣ ଆଧାରିତ”: ପ୍ରଧାନମନ୍ତ୍ରୀ ଭାରତର କ୍ଷମତା ଅନ୍ୟ ଦେଶଗୁଡ଼ିକ ପାଇଁ ଯେପରି ସୁଯୋଗର ନୂଆ ଦ୍ୱାର…
Read More...