Yearly Archives

2020

ଘେଁସ ଠାରେ ବୀରତା ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଶହୀଦ ପୀଠ ବୀରଭୂମି ଘେଁସ ଠାରେ ଉପଖଣ୍ତ ପ୍ରଶାସନ ତରଫରୁ ବୀରତା ଦିବସ ୨୦୨୦ ପାଳିତ ହୋଇଯାଇଛି । ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ଲୋକ କବିରତ୍ନ ପଦ୍ମଶ୍ରୀ ହଲଧର ନାଗ ତଥା ଅନ୍ୟାନ୍ୟ ଅତିଥି ସଂଗ୍ରାମୀ ବୀର ମାଧୋସିଂଙ୍କ ବାସଭବନକୁ ଯାଇ
Read More...

ରେଙ୍ଗାଲିରେ ପଂଚ ଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ

ଲୋଇସିଂହା, (କେପିଏନ୍‌ଏସ୍) : ଲୋଇସିଂହା ବ୍ଲକ ରେଙ୍ଗାଲି ଗ୍ରାମରେ ପଞ୍ଚ ଦିବସୀୟ ଷ୍ଟାର ଉଇନ କ୍ରିକେଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ରେଙ୍ଗାଲି ସରପଞ୍ଚ ଘାସିରାମ ରାଜପୁତ ଆନୁଷ୍ଠାନିକ ଭାବେ ଏହାକୁ ଉଦଘାଟନ କରିଥିଲେ । ପ୍ରତିଯୋଗିତାର ଫାଇନାଲ ମ୍ୟାଚ ରେଙ୍ଗାଲୀ ଓ ନଅଗାଁ(ଖ)
Read More...

ଅବସର କାଳୀନ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସରକାରୀ ପ୍ରାଥମିକ ବିଦ୍ୟାଳୟ କାଲିଝରଣଠାରେ ଏକ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବିଜୟଶଙ୍କର ସାଏ ଅବସର ଗ୍ରହଣ କରିଥିବାରୁ ଛାତ୍ରଛାତ୍ରୀମାନଙ୍କ ଅନୁପସ୍ଥିତିରେ ଗ୍ରାମଶିକ୍ଷା କମିଟୀ ତଥା
Read More...

ବରିଷ୍ଠ ସାମ୍ବାଦିକ ଶଙ୍କର ପ୍ରସାଦ ମିଶ୍ରଙ୍କ ପରଲୋକରେ ସାମ୍ବାଦିକ ଭବନ ସମ୍ମୁଖରେ ସାମ୍ବାଦିକ ମାନଙ୍କର ଶୋକପୁର୍ଣ୍ଣ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତକାଲି ୩୦.୧୨.୨୦୨୦ ତାରିଖରେ ବରିଷ୍ଠ ସାମ୍ବାଦିକ ଶଙ୍କର ପ୍ରସାଦ ମିଶ୍ରଙ୍କ ୬୪ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଥିଲା । ସମ୍ବଲପୁରର ଏକ ଘରୋଇ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିଲା । ତାଙ୍କ ପରଲୋକ ଖବର ପାଇବା ପରେ ବଲାଙ୍ଗିର
Read More...

ପରିଜନଙ୍କ ଅଭିଯୋଗ : ଲୁଟ୍‌ କରୁଛିି ବିକାଶ ହସ୍‌ପିଟାଲ୍‌

ଚିକିତ୍ସା ନାଁରେ ଦିନ ଗଡାଇ କେବଳ ଶୋଷଣ କରୁଛି ବିକାଶ- ପରିଜନ ବଲାଙ୍ଗିର, (ଦେବାଶିଷ ମିଶ୍ର) : ପଶ୍ଚିମ ଓଡିଶାରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ଖୁବ ଦୁର୍ବଳ । ଉନ୍ନତ ମାନର ଚିକିତ୍ସା ପାଇଁ ଏଠାକାର ଲୋକେ ଅଂଚଳର ଏକ ମାତ୍ର ବଡ ଘରୋଇ ହସପିଟାଲ ଭାବେ ବରଗଡ ସ୍ଥିତ ବିକାଶ ହସପିଟାଲ ଉପରେ
Read More...

ବୀରତା ଦିବସ ଅବସରରେ ସହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲା ଆପ୍

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ ସ୍ୱାଧୀନତା ସଂଗ୍ରାମର ଅନନ୍ୟ ବୀର ତଥା ଘେଁସ ଜମିଦାର ମାଧୋ ସିଂଙ୍କ ଫାଶୀ ଦିବସକୁ ବୀରତା ଦିବସ ଭାବେ ପାଳନ କରାଯାଏ। ଏହି କ୍ରାନ୍ତିକାରୀ ମାନଙ୍କୁ ମନେ ପକେଇବା ପାଇଁ ୩୧ ଡ଼ିସେମ୍ବରକୁ ବଳିଦାନ ଦିବସ ଭାବେ ମଧ୍ୟ ପାଳନ କରାଯାଏ । ମାଧୋ ସିଂ ଓ ତାଙ୍କ
Read More...

ବଲାଙ୍ଗିର ଜିଲ୍ଲାରେ ୪୦ ଜଣ କରୋନା ଆକ୍ରାନ୍ତ : ବଲାଙ୍ଗିର ପୌରାଂଚଳରୁ ୧୦

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ୪୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ୧୦ ଜଣ ସଂକ୍ରମିତ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ବଲାଙ୍ଗିର ପୌରାଂଚଳ ୱାର୍ଡ ନଂ.୨ ଓ ୫ରୁ ୨ ଜଣ ଲେଖାଏଁ, ୱାର୍ଡ ନଂ. ୧୪ରୁ ଜଣେ ଏବଂ ୱାର୍ଡ
Read More...

ନୂଆ ବର୍ଷ ପାଇଁ ସମ୍ବଲପୁରୀ ଗୀତ ରାୟଗଡ଼ ଓ୍ବାଲା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଅଞ୍ଚଳର କଳାକାରମାନଙ୍କୁ ନେଇ ନୂଆ ବର୍ଷ ପାଇଁ ସମ୍ବଲପୁରୀ ଗୀତ ରାୟଗଡା ଓ୍ବାଲାର ହରସିତା ଭିଡିଓରେ ଶୁଭାରମ୍ଭ ହୋଇଛି । ଏଥିରେ ବିଭିନ୍ନ ଭୂମିକାରେ ଗୁଣ ନାଥ, ଛନ୍ଦା, ରାନି, କାହ୍ନା,ସୁରେଶ, ଟିପୁନ, ରୋଷନ, ଛୋଟୁ, ଟିକୁ
Read More...

ତୁରେକେଲା ବିଇଓ କାର୍ଯ୍ୟାଳୟର ବଡବାବୁଙ୍କୁ ବିଦାୟ ସମ୍ବର୍ଦ୍ଧନା

ତୁରେକେଲା, (କୈଳାଶ ସଗ୍ରିଆ) : ବ୍ଳକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ କଣ୍ଟାବାଞ୍ଜୀ ନିବାସୀ ମୁଖ୍ୟ କିରାଣୀ ହୃଷୀକେଶ ଦାସ ଷାଠିଏ ବର୍ଷ ପୂର୍ତ୍ତି ଅବସରରେ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି । କରୋନା ମହାମାରୀର କଟକଣା ନିର୍ଦ୍ଦେଶକୁ ମାନି ଗୋଷ୍ଠୀ ଶିକ୍ଷା
Read More...

ମାର୍ଗଶିର ପୂର୍ଣ୍ଣିମାରେ ଗନ୍ଧମାର୍ଦ୍ଦନ ପର୍ବତରେ ମାଁ ଦୁର୍ଗେଇ ଖୋଲ ଯାତ୍ରା

ପଦ୍ମପୁର, (ନିରୋଜ କୁମାର ପାଣୀ) :ପଶ୍ଚିମ ଓଡିଶାର ବିଭିନ୍ନ ସ୍ଥାନ ଏବଂ ପାହାଡ ମାନଙ୍କରେ ରହିଛି ବିଭିନ୍ନ ଐତିହ୍ୟର ମାନ୍ୟତା । ବିଭିନ୍ନ ରୂପରେ ଦେବାଦେବୀ ମାନେ ଆସ୍ଥିନ ଥିବା ବେଳେ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଦୁର୍ଗେଇଖୋଲ ଅଂଚଳରେ ଥିବା ମା' ଦୁର୍ଗାଙ୍କର ରହିଛି
Read More...