Daily Archives

ରେଢ଼ାଖୋଲରେ ରାସ୍ତା ଉପରେ ବୁଲୁଛି ବିରାଟକାୟ କୁମ୍ଭୀର, ଲୋକେ ଆତଙ୍କିତ

ରେଢ଼ାଖୋଲ : ଗାଁ ନିକଟ ରାସ୍ତାରେ ବୁଲୁଛି ବିରାଟକାୟ କୁମ୍ଭୀର। ଏଭଳି ଦୃଶ୍ୟ ଦେଖି ଭୟଭୀତ ହୋଇପଡ଼ିଛନ୍ତି ଗ୍ରାମବାସୀ। ଏଭଳି ଘଟଣା ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ଲୁହାପଙ୍କ ପଞ୍ଚାୟତର ପଟାଖମଣ ଗାଁ ନିକଟରେ ଦେଖିବାକୁ ମିଳିଛି। ରାସ୍ତା ଉପରେ ଏକ ବଡ଼ କୁମ୍ଭୀର ବୁଲୁଥିବା ଦେଖି…
Read More...

କଣ୍ଟାବାଞ୍ଜିରେ ଭାଲୁ ଆତଙ୍କ : ଆକ୍ରମଣରେ ଜଣେ ମୃତ, ଡ୍ରୋନ୍‌ରେ ଚାଲିଛି ଖୋଜା

ବଲାଙ୍ଗିର : କଣ୍ଟାବାଞ୍ଜି ସହରରେ ଭାଲୁ ଆତଙ୍କ । ଗତ ସାତ ଦିନରୁ ଅଧିକ ସମୟ ଧରି ସହରର ବିଭିନ୍ନ ସ୍ଥାନରେ ଭାଲୁ ଦେଖାଯାଉଥିବାରୁ ଲୋକଙ୍କ ମଧ୍ୟରେ ଭୟ ବଢ଼ିଛି । ଏପରିକି ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ଜୀବନ ଯାଇଛି । ଘଟଣା ପରେ ଭାଲୁକୁ ଠାବ କରିବା ପାଇଁ ବନ ବିଭାଗ ପକ୍ଷରୁ ଜୋରଦାର…
Read More...

ଦନ୍ତା ହାତୀ ଆକ୍ରମଣରେ ଯୁବକ ମୃତ

କେନ୍ଦୁଝର : ଦନ୍ତା ହାତୀ ଆକ୍ରମଣରେ ଚାଲିଗଲା ଜଣେ ଯୁବକଙ୍କ ଜୀବନ । କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜର ବାଲିବନ୍ଧ ସେକ୍ସନ ଅନ୍ତର୍ଗତ ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତ ଯୁବକ ହେଉଛନ୍ତି ଧୋବାକୋଚଡ଼ା ଗ୍ରାମର ନାରାୟଣ ନାଏକ । ସୂଚନା ଅନୁସାରେ, ନାରାୟଣ ରାତିରେ ନିଜ ଘରକୁ…
Read More...

ଟାଇଗର ଶ୍ରଫ୍‌ଙ୍କ କାର୍‌ ଉପରକୁ ୭ ରାଉଣ୍ଡ ଗୁଳିମାଡ଼, ମାଷ୍ଟରମାଇଣ୍ଡର ସହଯୋଗୀ ଗିରଫ

ମୁମ୍ବାଇ : ବଲିଉଡ୍‌ ଅଭିନେତା ଟାଇଗର ଶ୍ରଫ୍‌ଙ୍କ ଉପରେ ଗୁଳିମାଡ଼ ଘଟଣାରେ ପୁଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ମାମଲାରେ ପୂର୍ବରୁ ତିନି ଜଣ ଅଭିଯୁକ୍ତ ଗିରଫ ହୋଇଥିବାବେଳେ, ଏବେ ହରିୟାଣା ପୁଲିସ ସହାୟତାରେ ସମୀର ନାମକ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେ ଏହି ଆକ୍ରମଣର…
Read More...

୧୭ ରାଜ୍ୟକୁ ବର୍ଷା ଓ ଝଡ଼ ଭୟ : ଘଣ୍ଟାପ୍ରତି ୭୦ କିମି ବେଗରେ ବହିପାରେ ପବନ

ନୂଆଦିଲ୍ଲୀ : ଦେଶରୁ ବିଦାୟ ନେଉଛି ଦକ୍ଷିଣ-ପଶ୍ଚିମ ମୌସୁମୀ । ଏହାରି ମଧ୍ୟରେ ବଦଳିବ ପାଗର ମିଜାଜ । ଭାରତର ୧୭ଟି ରାଜ୍ୟରେ ବର୍ଷା ଓ ଝଡ଼ ପବନ ନେଇ ସତର୍କତା ଜାରି ହୋଇଥିବା ଖବର ମିଳିଛି । କେତେକ ଅଞ୍ଚଳରେ ପବନର ବେଗ ଘଣ୍ଟାପ୍ରତି ୭୦ କିଲୋମିଟର ଛୁଇଁପାରେ । ଅନ୍ୟପଟେ, ପାହାଡ଼ିଆ…
Read More...

ଟଙ୍କା ବିବାଦରୁ ଅପହରଣ! ୨ ଯୁବତୀଙ୍କ ସମେତ ୮ ଜଣ ଉଦ୍ଧାର, ୩ ଗିରଫ

ଭୋପାଳ : ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଟଙ୍କା ବିବାଦକୁ ନେଇ ଚାଞ୍ଚଲ୍ୟ । ଦୁଇ ଯୁବତୀଙ୍କୁ ଘରେ ପଶି ଆକ୍ରମଣ କରିବା ପରେ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି । ଏପରିକି ଯୁବତୀଙ୍କୁ ମୁକ୍ତ କରିବା ପାଇଁ ୧୦ ଲକ୍ଷ ଟଙ୍କା ଦାବି କରିଥିଲେ ଅଭିଯୁକ୍ତ । ତେବେ ଦିଲ୍ଲୀରେ ଥିବା ଜଣେ ଯୁବକଙ୍କ…
Read More...

ବିଶ୍ଵଶାନ୍ତି ସଂଗଠନ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ରାଉରକେଲା, (କେପିଏନ୍‌ଏସ୍‌) : ବିଶ୍ୱକୁ ସବୁଜ ସୁନ୍ଦର କରିବା ପାଇଁ ବିଶ୍ଵଶାନ୍ତି ସଂଗଠନ HWPL ତରଫରୁ ଏକ ପ୍ରୟାସ ଜାରି ରହିଛି । ଏହି ପରିପେକ୍ଷୀରେ ସୋମବାର ଦିନ ଜଳଦା ସ୍ଥିତ ବୀଣାପାଣି ବିଦ୍ୟା ମନ୍ଦିରରେ ଏହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । HWPL ହେଉଛି ଅନ୍ତର୍ଜାତୀୟ ଶାନ୍ତି…
Read More...

ବ୍ରହ୍ମାକୁମାରୀ ସଂସ୍ଥାନ ଶାନ୍ତିକୁଣ୍ଡ ତରଫରୁ ପ୍ରଭୁ ଉପହାର ରି-ଟ୍ରିଟ୍ ସେଣ୍ଟର ଠାରେ ସର୍ବଧର୍ମ ସମ୍ମିଳନୀ ଆୟୋଜିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଶାନ୍ତିକୁଣ୍ଡ, ଗିରିରୋଡ ସେବାକେନ୍ଦ୍ର ତରଫରୁ ରାମଚନ୍ଦ୍ରପୁରସ୍ଥ ପ୍ରଭୁ ଉପହାର ରିଟ୍ରିଟ ସେଣ୍ଟରଠାରେ ଆଜି ”ସ୍ୱପରିବର୍ତ୍ତନ ହିଁ ବିଶ୍ୱ ପରିବର୍ତ୍ତନର ଆଧାର'' ଶୀର୍ଷକ ଏକ ସର୍ବଧର୍ମ…
Read More...